Latest Odisha News

BREAKING NEWS

Browsing Category

ଫିଚର

ସୂନକଙ୍କୁ ଅଭିନନ୍ଦନ ଜଣାଇଲେ ନାହିଁ ପୁଟିନ କହିଲେ ବ୍ରିଟେନକୁ ବନ୍ଧୁ ମାନେନାହିଁ ଋଷ

ମସ୍କୋ: ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେବା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ରାଗ ଶାନ୍ତ ପଡିନି । ଋଷ ରାଷ୍ଟ୍ରପତି ପୁଟିନ କହିଛନ୍ତି ବ୍ରିଟେନ ଆମର ବନ୍ଧୁ ରାଷ୍ଟ୍ର ନୁହଁ ।  ବିଶ୍ବର ଅନେକ ଦେଶର ମୁଖ୍ୟମାନେ ସୁନକଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ପୁଟିନ…

ଖଡଗେଙ୍କ ନୂଆ ଟିମରେ ଭକ୍ତ ଦାସ, ଥରୁରଙ୍କ ପତା କଟିଲା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବା ପରେ ଆକ୍ସନ ମୋଡରେ ମଲ୍ଲିକାର୍ଜୁନ ଖଡଗେ। ନିଜ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ବୈଠକରେ ସେ ୪୭ ଜଣିଆ ଷ୍ଟିଅରିଂ କମିଟି ବା ପରିଚାଳନା କମିଟି ଘୋଷଣା କରିଛନ୍ତି। ଯାହାକି କଂଗ୍ରେସ କାର୍ଯ୍ୟକାରିଣୀ କିମିଟି ବା ସିଡବ୍ଲୁସି ଜାଗାରେ କାମ…

ଆସନ୍ତାକାଲିଠୁ ବିଭିନ୍ନ ରାଜ୍ୟର ଗୃହ ମନ୍ତ୍ରୀଙ୍କୁ ନେଇ ‘ଚିନ୍ତନ ଶିବିର’

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଦୁଇ ଦିନିଆ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ଆୟୋଜିତ ହେଉଛି। ହରିୟାଣାର ସୁରଜକୁଣ୍ଡରେ ଏହି ବୈଠକ ବସିବାକୁ ଯାଉଛି। ଏହି ବୈଠକର ଅଧ୍ୟକ୍ଷତା କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଏସଏଚଜି ମହିଳାମାନଙ୍କୁ ଅପମାନିତ କରୁଛି ବିଜେପି! ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ଏସଏଚଜି ମହିଳା ବିଜେଡି ପାଇଁ ଟଙ୍କା ବାଣ୍ଟୁଥିବା ନେଇ ବିଜେପିର ଅଭିଯୋଗକୁ ମିଥ୍ୟା ବୋଲି କହିଛି ବିଜେଡି  । ବିଜେପିର ଅଭିଯୋଗ ପରେ ଏହାକୁ ନେଇ ବିଜେଡିର ୪ ଜଣିଆ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି  ଭିଡ଼ିଓର ଫରେନସିକ୍ ଯାଞ୍ଚ ପାଇଁ ମୁଖ୍ୟ ନିର୍ବାଚନ…

ସରୋଗେସୀ କେସ: କୌଣସି ନିୟମ ଭାଙ୍ଗି ନାହାନ୍ତି ନୟନତାରା-ବିଘ୍ନେଶ

ମାଡ୍ରାସ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ନୟନତାରା ଓ ତାଙ୍କ ପତି ବିଘ୍ନେଶ ଶିବନଙ୍କୁ ସରୋଗେସୀ କେସରେ ବଡ ଆଶ୍ୱସ୍ତି ମିଳିଛି । ନିକଟରେ ଏହି ବିବାହିତ ଯୋଡି ସରୋଗେସୀ ମାଧ୍ୟମରେ ଯମଜ ସନ୍ତାନର ମାଆ ଏବଂ ବାପା ହୋଇଥିଲେ । ତେବେ ବିବାହର ଚଳିତ ବର୍ଷ ଜୁନ ୯ରେ ବିବାହ କରିଥିବାରୁ କିପରି…

୪୦ ମାଙ୍କଡଙ୍କ ମୃତ ଦେହ ଉଦ୍ଧାର, ଖାଦ୍ୟରେ ବିଷ ଦିଆଯାଇଥିବା ସନ୍ଦେହ

ଅମରାବତୀ: ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୪୦ ମାଙ୍କଡଙ୍କ ମୃତ୍ୟୁ। ମାଙ୍କଡ ଗୁଡିକ ପ୍ରଥମେ ବେହୋସ ହୋଇ ପଡିଥିଲେ ପରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର କବିତା ମଣ୍ଡଳର ଶିଲାଗାମ ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ଏତେ ସଂଖ୍ୟାରେ ମାଙ୍କଡ…

ଧାମନଗରରେ ଟଙ୍କା ବାଣ୍ଟିବା ପ୍ରସଙ୍ଗ: ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ଧାମନଗର ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ସେଠାରେ ବିଜେଡି ପକ୍ଷରୁ ଟଙ୍କା ବଣ୍ଟାଯାଉଥିବା ଅଭିଯୋଗ ଆଣିଛି ବିଜେପି । ଏହି ଅଭିଯୋଗ କଲେ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ବୁଧବାର କେନ୍ଦ୍ରମନ୍ତ୍ରୀ…

ପ୍ରିମିୟମ୍ ନେଇ ପ୍ରତାରଣା, ଚାଷୀଙ୍କୁ ମିଳୁନି ଫସଲ ବୀମା

ଯାଜପୁର: ପ୍ରାକୃତିକ ବିପର୍ଯ୍ୟୟ ହେଲେ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ରହିଛି ଫସଲ ବୀମା ବ୍ୟବସ୍ଥା । କିନ୍ତୁ ବୀମା କମ୍ପାନୀର ମନମୁଖି କାର୍ଯ୍ୟ ପାଇଁ ଚାଷୀ ହଇରାଣ ହରକତ ହେଉଛନ୍ତି । ଫସଲ ବୀମା ଥାଇ ବି କ୍ଷତିପୂରଣ ଚାଷୀ ପାଉନଥିବା ଅଭିଯୋଗ ହୋଇଛି । ବୀମା ରାଶି ବାବଦରେ କମ୍ପାନୀ…

ଭୟଙ୍କର ସ୍ଥିତି ପୂର୍ବରୁ ବୈଜ୍ଞାନିକଙ୍କ ଚେତାବନୀ, ପ୍ରଜାତି ବିଲୁପ୍ତ ହେବାର ଷଷ୍ଠ ପର୍ଯ୍ୟାୟ ଆରମ୍ଭ

ଆଡିଲେଡ: ଜୀବ ଜଗତର ଷଷ୍ଠ ପର୍ଯ୍ୟାୟ ବିଲୁପ୍ତ ପ୍ରକ୍ରିୟା ଏକ ପ୍ରକାର ଆରମ୍ଭ ହୋଇଯାଇଛି ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଯଦି ଏବେଠାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଯିବ ତାହାହେଲେ ଭୟଙ୍କର ସ୍ଥିତି ଉପୁଜିବ ବୋଲି ସେମାନେ କହିଛନ୍ତି । ଯଦି ଏହି ଧାରା ବଳବତର ରୁହେ ତାହାହେଲେ…

ଶ୍ରୀମନ୍ଦିରରେ କେବେ ଲାଗୁ ହେବ ଡ୍ରେସକୋଡ୍ ବ୍ୟବସ୍ଥା ?

ପୁରୀ: ପୁରୀ ଶ୍ରୀମନ୍ଦିରରେ ଅଣସେବାୟତଙ୍କ ଦୌରାତ୍ମ୍ୟ ବଢ଼ୁଥିବା ବେଳେ ଯାତନା ସହୁଛନ୍ତି ଶ୍ରଦ୍ଧାଳୁ । ୨୦୨୧ ମସିହା ଅକ୍ଟୋବରରେ ବସିଥିବା ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ସେବାୟତ, ଜେଟିପି ଓ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କ ପାଇଁ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା…