Latest Odisha News

BREAKING NEWS

Browsing Category

ଫିଚର

ଅବପାତରେ ପରିଣତ ହେଲା ଲଘୁଚାପ, ୨୫ ତାରିଖରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତରେ ପରିଣତ ହୋଇଛି । ଅବପାତ କ୍ରମଶଃ ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ସକାଳେ ରିକର୍ଭ କରି ଉତ୍ତର-ଉତ୍ତରପଶ୍ଚିମକୁ ଗତି କରିବା ସହ ବାତ୍ୟାରେ ପରିଣତ ହେବ । ବାତ୍ୟା…

୧୭ ବର୍ଷରୁ କମ ମହିଳା ବିଶ୍ୱକପ : ଆମେରିକାକୁ ହରାଇ ସେମିରେ ନାଇଜେରିଆ

ଭୁବନେଶ୍ୱର: ଚଳିତ ୧୭ ବର୍ଷରୁ କମ ମହିଳା ବିଶ୍ୱକପରେ ବଡ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ବିଶ୍ୱର ଏକ ନମ୍ବର ଟିମ ଆମେରିକାକୁ ପେନାଲ୍ଟି ଶୁଟଆଉଟରେ ହରାଇ ନାଇଜେରିଆ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଥର ପାଇଁ ନାଇଜେରିଆ ଏହି ମେଗା ଇଭେଂଟର ସେମିକୁ ଉନ୍ନୀତ ହୋଇଛି । ପୂର୍ବରୁ ୨୦୧୦,…

ଲିଭ୍ ଇନ୍‌ରେ ରହିବେ ଦୁଇ ପ୍ରେମ ପକ୍ଷୀ କିଆରା-ସିଦ୍ଧାର୍ଥ, ଖୋଜୁଛନ୍ତି ନୂଆ ଠିକଣା

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବି-ଟାଉନର ଚର୍ଚ୍ଚିତ ଯୋଡ଼ି କିଆରା ଏବଂ ସିଦ୍ଧାର୍ଥ । ଏକାଠୀ ରହିବେ ଦୁଇ ପ୍ରେମ ପକ୍ଷୀ । ଖୋଜୁଛନ୍ତି ନୂଆ ଠିକଣା । ଆର ବର୍ଷ ପତିପତ୍ନୀ ସାଜିଲେ ବି ଆଉ ଦୂରେଇ ରହିବାକୁ ପସନ୍ଦ କରୁ ନାହାନ୍ତି ଏହି ପ୍ରେମ ପକ୍ଷୀ । ତେବେ ଏହା…

‘ରୋଜଗାର ମେଳା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ: ପ୍ରଥମ ଦଫାରେ ମିଳିବ ୭୫ ହଜାର ନୂଆ ନିଯୁକ୍ତି

ଭୁବନେଶ୍ବର : ଦୀପାବଳି ପୂର୍ବରୁ ଯୁବପିଢୀଙ୍କୁ ମିଳିବ ନିଯୁକ୍ତି ।  ଆଜି ‘ରୋଜଗାର ମେଳା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ଦଫାରେ ମିଳିବ ୭୫ ହଜାର ନୂଆ ନିଯୁକ୍ତି। ଆଜି ପୂର୍ବାହ୍ନ 11ଟାରେ ପିଏମ ମୋଦି  ‘ରୋଜଗାର ମେଳା’ର ଶୁଭାରମ୍ଭ କରିବେ।  ୧୦ଲକ୍ଷ…

ଅଯୋଧ୍ୟାରେ ହେବ ଭବ୍ୟ ଦୀପୋତ୍ସବ, ସାମିଲ ହେବେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ଚଳିତ ବର୍ଷ ଅଯୋଧ୍ୟାରେ ଭବ୍ୟ ଦୀପୋତ୍ସବ ପାଳନ କରାଯିବ । ଏହି ଉତ୍ସବରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ରବିବାର ଦିନ ଅଯୋଧ୍ୟା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି।  ଅଯୋଧ୍ୟାରେ ଦୀପୋତ୍ସବ ପାଇଁ ପ୍ରସ୍ତୁତି…

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ରେ ଆଜି ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ୍‌ ଲଢ଼େଇ

ସିଡ୍‌ନି :  ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟ ମ୍ୟାଚ ଆଜିଠୁ ଆରମ୍ଭ ହେଉଛି। ଆୟୋଜକ ଅଷ୍ଟ୍ରେଲିଆ ଆଜି ନ୍ୟୁଜିଲାଣ୍ଡକୁ ଭେଟିବ । ଦ୍ବିତୀୟ ମ୍ୟାଚ ଇଂଲଣ୍ଡ ସହ ଆଫ୍‌ଗାନିସ୍ତାନର ମୁକାବିଲା ହେବ ।  ସିଡ୍‌ନିରେ  ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌ ପାଇଁ ଦୁଇ ଦଳ…

ରାଷ୍ଟ୍ରପତି ଆସନରୁ ଦ୍ରୌପଦୀ ମୁର୍ମୁଙ୍କୁ ବଦଳାଇବାକୁ ଆବେଦନ, କୋର୍ଟ ଶୁଣାଇଲେ ରାୟ

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ବଦଳାଇବାକୁ ସୁପ୍ରିମକୋର୍ଟରେ ଆବେଦନ। ଆବେଦନକାରୀ ହେଉଛନ୍ତି କିଶୋର ଜଗନ୍ନାଥ ସାୱନ୍ତ। ସେ ନିଜକୁ ପରିବେଶବିତ୍ ବୋଲି କହିଛନ୍ତି। ସାୱନ୍ତଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ ତାଙ୍କୁ ନିକଟରେ ହୋଇଥିବା ରାଷ୍ଟ୍ରପତି…

ଭାଇଜାନ ଡେଙ୍ଗୁ ଜ୍ବରରେ ଆକ୍ରାନ୍ତ, ଚିନ୍ତାରେ ଫ୍ୟାନ୍ସ

ମୁମ୍ବାଇ: କଲର୍ସ ଟିଭିର ଲୋକପ୍ରିୟ ରିଆଲିଟି ସୋ ବିଗ୍ ବସ୍ 16 ପାଇଁ ଭାଇଜାନ ଓରଫ ସଲମାନ ଖାନ ଏବେ ହେଡ ଲାଇନରେ ରହିଛନ୍ତି। ଏଥିସହିତ ଦବଙ୍ଗ ଷ୍ଟାର ନିଜ ଫିଲ୍ମ ସୁଟିଂ ଉପରେ ଧ୍ୟାନ ଦେଉଛନ୍ତି। ଏହି ସମୟରେ ଏକ ବିବ୍ରତ କରିବା ଭଳି ଖବର ସାମ୍ନାକୁ ଆସିଛି। ଏହି ଖବର ତାଙ୍କ ସ୍ୱାସ୍ଥ୍ୟ ସହିତ…

ସମର୍ଥକ ଆସିଲେ, ସହଯୋଗୀ ଆସିଲେନି, ଏକା ଏକା ଅପରାଜିତା?

ଭୁବନେଶ୍ୱର: ରାଜ୍ୟ ବିଜେପିରେ ଏକା ଏକା ଅପରାଜିତା! ଇଣ୍ଟର ପାର୍ଲିଆମେଣ୍ଟାରି ୟୁନିଅନ୍‌(ଆଇପିୟୁ)ରେ ଭାରତର ପ୍ରାର୍ଥୀ ହୋଇ ବିଜୟ ହୋଇ ଭାୟା ଦିଲ୍ଲୀ ଭୁବନେଶ୍ବର ଫେରିଲେ। ରାଜ୍ୟର କୋଣ ଅନୁକୋଣରୁ ଯଦିଓ ଅପରାଜିତଙ୍କ ସମର୍ଥକ ଆସିଥିଲେ କିନ୍ତୁ ତାଙ୍କ ସହଯୋଗୀ ବିମାନ ବନ୍ଦରକୁ ନଆସିବା…

ଚାରି ବର୍ଷ ପରେ ପାକିସ୍ତାନ FATF ଗ୍ରେ ତାଲିକାରୁ ବାହାରିଲା

ପ୍ୟାରିସ: ପାକିସ୍ତାନ ଫାଇନାଂସିଆଲ ଆକ୍ସନ ଟାକ୍ସ ଫୋର୍ସ (FATF) 'ଧୂସର ତାଲିକାରୁ' ବାହାରିଛି । ଆତଙ୍କବାଦକୁ ସହଯୋଗ କରିବା, ମନି ଲଣ୍ଡରିଂ ବ୍ୟବସ୍ଥାରେ ତ୍ରୁଟି ପାଇଁ ପାକିସ୍ତାନ ପ୍ୟାରିସ୍ ଭିତ୍ତିକ ଏଫଏଟିଏଫ ର ର ଧୂସର ତାଲିକାରେ ଚାରି ବର୍ଷ ହେଲା ରହି ଆସିଥିଲା । ଏହି ଗ୍ରେ…