Latest Odisha News

BREAKING NEWS

Browsing Category

ଫିଚର

ଦୁଇ ସପ୍ତାହ ପରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ : କିଏ ମାରିବ ବାଜି?

ସିମଲା: ଆଉ ଦୁଇ ସପ୍ତାହ ରହିଲା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ । ବିଧାନସଭାର ସମସ୍ତ ଆସନ ପାଇଁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ତାରିଖ ସରିଯାଇଛି ।  ତେବେ କିଛି ଆସନରେ ବିଜେପି ଏବଂ କଂଗ୍ରେସର ବିଦ୍ରୋହୀ ବିଧାୟକ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ବେଳେ ଆଉ କିଛି ଆସନରେ ସେମାନେ…

ଅମିତ ଶାହଙ୍କୁ ଗିରଫ କରିବାକୁ ଦାବି କଲେ ସିସୋଦିଆ

ନୂଆଦିଲ୍ଲୀ: ଅଣ ବିଜେପି ଶାସିତ ରାଜ୍ୟରେ ବିଜେପି 'ଅପରେସନ୍ ଲୋଟସ୍' ଚଳାଇଛି। ତେଲେଙ୍ଗାନାର ଶାସକ ଦଳ ଟିଆରଏସର ବିଧାୟକଙ୍କୁ ବିଜେପି କିଣିବାକୁ ପ୍ରୟାସ କରୁଛି। ଏପରି ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଆଉ ପ୍ରମାଣ ଦେବାକୁ ଯାଇ ଏକ ଅଡିଓ କ୍ଲିପ୍…

ଗୁଜରାଟରେ ସମାନ ନାଗରିକ ସଂହିତା ଲାଗୁ ପାଇଁ ବିଜେପିର ଘୋଷଣା

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା  ନିର୍ବାଚନ ପୂର୍ବରୁ ବିଜେପି ସରକାରଙ୍କ ବଡ଼ ଘୋଷଣା  କରିଛନ୍ତି । ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି ସରକାର ରାଜ୍ୟରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରିବା ପାଇଁ କମିଟି ଘୋଷଣା କରିବାକୁ କହିଛନ୍ତି ଗୁଜରାଟ ସରକାର ।…

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପଦ୍ମପୁରକୁ ନବୀନଙ୍କ ଭେଟି

ଭୁବନେଶ୍ୱର: ବରଗଡ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ଖାଲି ପଡ଼ିଛି ଏହି ଆସନ। ଖୁବଶୀଘ୍ର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାକୁ ଯାଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପଦ୍ମପୁରରେ ୪୮୮ କୋଟି ଟଙ୍କାର ନୂଆ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସମସ୍ତଙ୍କ…

ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ ଗିରଫ

ଭୁବନେଶ୍ୱର: ଗିରଫ ହେଲେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲୁଏସ୍‌ଏସ୍‌) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ନିଜର କଳା ଟଙ୍କାକୁ କ୍ରିପଟୋ କରେନ୍ସିରେ ଇନଭେସ୍ଟମେଣ୍ଟ …

ହସିଲେ ସୂର୍ଯ୍ୟ !

ୱାଶିଂଟନ: ମହାକାଶରେ ଆଜି ସୂର୍ଯ୍ୟ ହସିଛନ୍ତି । ଆଉ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଆମେରିକା ସ୍ପେଶ ଏଜେନ୍ସି ନାସା ପକ୍ଷରୁ ଏହି ଫଟୋ ଛଡା ଯାଇଥିଲା । ଯାହାକୁ ଦେଖି ସମେସ୍ତ ହତବାକ ହୋଇ ଯାଇଥିଲେ । ଏପରିକି ସୋସିଆଲ ମିଡିଆରେ କେତେଜଣ ସୂର୍ଯ୍ୟଙ୍କୁ ଏହି ହସକୁ କାର୍ଟୁନ ସହିତ…

ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କଲେ କୁଇନ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା କୁଇନ କଙ୍ଗନା ରାନାୱତ ଏବେ ପୁନର୍ବାର ଚର୍ଚ୍ଚାରେ । ହିମାଚଳ ପ୍ରଦେଶରେ ନିର୍ବାଚନ ଲଢ଼ିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ମଣ୍ଡିରୁ ଯଦି ବିଜେପି ମୋତେ ଟିକେଟ ଦେବ ତାହାହେଲେ ନିଶ୍ଚିତ ଭାବେ ଲଢ଼ିବି । ଏକ କାର୍ଯ୍ୟକ୍ରମରେ ସେ ସ୍ପଷ୍ଟ…

ଘରୋଇ ଜମିରେ ଜୋର ଜବରଦସ୍ତ ସରକାରୀ କୋଠା ନିର୍ମାଣ ଅଭିଯୋଗ

ନୂଆପଡ଼ା: ବେସରକାରୀ ଜାଗାରେ ଚାଲିଛି ସରକାରୀ କୋଠା ନିର୍ମାଣ । ମିଶନ ଶକ୍ତି ଗୃହ, ବଜାର ଗୃହ ସହ ଗ୍ରାମୀଣ ପାର୍କ ଭଳି ଏକାଧିକ ସରକାରୀ କାର୍ଯ୍ୟ ଜଣେ ବ୍ୟକ୍ତିଙ୍କ ଜମିରେ ସରକାରୀ ବାବୁ ଜୋର ଜବରଦସ୍ତି ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଭୁଲିଆସିକୁଆଁ…

ଫିଲିପ୍ସଙ୍କ ବ୍ୟାଟିଂ ପରେ ବୋଲ୍ଟଙ୍କ କମାଲ, ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ବୃହତ ବିଜୟ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ୬୫ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏଥିସହ ନ୍ୟୁଜିଲାଣ୍ଡ ସେମିଫାଇନାଲ ଦୌଡରେ ଆଗରେ ରହିଥିବା ବେଳେ ଶ୍ରୀଲଙ୍କା ପ୍ରାୟତଃ ଏଥିରୁ ବାଦ୍ ପଡିଛି । ପ୍ରଥମେ ବ୍ୟାଟିଂ କରି…

ଯାଜପୁରରେ ଆରମ୍ଭ ହେଲା ବିରଜା ଶ୍ରୀ ବାଣିଜ୍ୟ ମେଳା

ଯାଜପୁର: କାଳୀପୂଜା ଅବସରରେ କୁସୁମା ନିକଟରେ ଆରମ୍ଭ ହୋଇଛି ବିରଜା ଶ୍ରୀ ବାଣିଜ୍ୟ ମେଳା । ଯାଜପୁର ପୌରପାଳିକା ଏବଂ ନାବାର୍ଡର ମିଳିତ ଉଦ୍ୟମରେ ଏହି ମେଳା ଆୟୋଜିତ ହୋଇଛି । ଏହି ମେଳା ଆସନ୍ତା ୪ ତାରିଖ ଯାଏଁ ଚାଲିବ । ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ଉତ୍ପାଦିକ ସାମଗ୍ରୀର ବିକ୍ରି କରି…