Latest Odisha News

BREAKING NEWS

Browsing Category

ଫିଚର

ମହିଳାଙ୍କ ସୁରକ୍ଷାକୁ ନେଇ ମୋଦୀ ସରକାର ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ବିଲକିସ୍ ବାନୋ ମାମଲାରେ ୧୧ ଦୋଷୀଙ୍କ ଜେଲରୁ ଖଲାସ କରିବାକୁ ନେଇ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମହିଳାଙ୍କ ସୁରକ୍ଷା କଥା କହୁଛନ୍ତି ହେଲେ ଅସଲରେ ସେ ଦୁଷ୍କର୍ମକାରୀଙ୍କ ସହିତ…

ସିସିପି ବୈଠକରୁ ପୂର୍ବତନ ରାଷ୍ଟ୍ରପତିଙ୍କୁ ବାହାର କରିଦେଲେ ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ୍

ବେଜିଂ: ଚୀନ କମ୍ୟୁନିଷ୍ଟ ପାର୍ଟି (ସିସିପି)ର ବୈଠକରେ ଏକଛତ୍ରବାଦ ଶାସକର ପରିଚୟ ଦେଖାଇଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ। ପୂର୍ବତନ ରାଷ୍ଟ୍ରପତି ହୁ ଜିନ୍ତାଓ ଏବଂ ଏବେର ରାଷ୍ଟ୍ରପତି ସି ଜିନ୍ ପିଙ୍ଗ ବୈଠକରେ ଉପସ୍ଥିତ ଥିଲେ। ହେଲେ ବୈଠକ ଚାଲିଥିବା ବେଳେ ଦୁଇ ଜଣ ସୁରକ୍ଷା କର୍ମୀ ଆସି ହୁ…

ଟି୨୦ ବିଶ୍ୱକପ କ୍ରିକେଟ: ବିଶ୍ୱ ଚାମ୍ପିୟନକୁ ହରାଇଲା ନ୍ୟୁଜିଲାଣ୍ଡ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ ନିଜସ୍ୱ ଶୈଳୀରେ ବିଜୟ ଅଭିଯାନ ଆରମ୍ଭ କରିଛି । ସୁପର ୧୨ର ପ୍ରଥମ ମୁକାବିଲାରେ କିୱି ଦଳ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ୮୯ ରନରେ ଶୋଚନୀୟ ଭାବେ ପରାଜିତ କରିଛି । ଗ୍ରୁପ ୧ର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ…

ୱାର୍ଲ୍ଡ ସ୍କିଲ୍ ସେଣ୍ଟର CEO ଭାବେ ଅଳକା ଅରୋରା ମିଶ୍ରାଙ୍କୁ ନିଯୁକ୍ତି ଦେଲେ ସରକାର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ସିଇଓ ଭାବେ ଓଡ଼ିଶା ସରକାର ଅଳକା ଅରୋରା ମିଶ୍ରାଙ୍କୁ ନିଯୁକ୍ତି ଦେଇଛନ୍ତି । ସର୍ଚ୍ଚ-କମ୍-ସିଲେକ୍ସନ୍ କମିଟି ସୁପାରିସ୍ ଆଧାରରେ ନିଯୁକ୍ତି ଦିଆଯାଇଛି । ଅବସରପ୍ରାପ୍ତ ଆଇଆରପିଏସ୍ ଅଧିକାରୀ ହେଉଛନ୍ତି ଅଳକା । ତାଙ୍କୁ ୩ ବର୍ଷ…

ନୀତିଶ ପୁଣି ଥରେ ବିଜେପି ସହିତ ଆସିଲେ ଖୁସି ହେବି କହିଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ

ପାଟଣା: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କ ବୟାନ ପୁଣିଥରେ ବିହାର ରାଜନୀତିକୁ ସରଗରମ କରିଛି। ମହାମେଣ୍ଟର ଅନ୍ୟତମ ସହଯୋଗୀ ଦଳ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ନେତା ମାଞ୍ଝୀ କହିଛନ୍ତି, ବିଜେପି-ଜେଡିୟୁ ସମ୍ପର୍କକୁ ନେଇ ଏକ…

କାନ୍ତାରା ଫିଲ୍ମକୁ ନେଇ ବିବାଦ

ବାଙ୍ଗାଲୋର: କର୍ଣ୍ଣାଟକ ଫିଲ୍ମ କାନ୍ତାରା ଏବେ ଦେଶ ଓ ବିଦେଶରେ ଚମତ୍କାର ବ୍ୟବସାୟ ଜାରୀ ରଖିଛି । ଫିଲ୍ମକୁ ମଧ୍ୟ ସମସ୍ତେ ପସନ୍ଦ କରୁଛନ୍ତି । ୧୬ କୋଟି ବ୍ୟୟରେ ନିର୍ମିତ ଏହି ଫିଲ୍ମ ୧୫୦ କୋଟିରୁ ଊର୍ଦ୍ଧ୍ୱ ରୋଜଗାର କରି ସାରିଲାଣି । ତେବେ ଏହି ଫିଲ୍ମକୁ ନେଇ ଏବେ ଏକ ବିବାଦ ସୃଷ୍ଟି…

ଓଡ଼ିଶାରେ ରୋଜଗାର ମେଳା: ୨୩୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ଭୁବନେଶ୍ୱର: ଦୀପାବଳି ଅବସରରେ ମୋଦୀ ସରକାରଙ୍କ ରୋଜଗାର ମେଳା । ଓଡ଼ିଶାର ୨୩୯ ଜଣଙ୍କୁ ନିଯୁକ୍ତି ପ୍ରଦାନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ୱର ଟୁଡୁ। ଭୁବନେଶ୍ବରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଟକରେ ବିଶ୍ବେଶ୍ବର…

ସୂର୍ଯ୍ୟ ପରାଗ ପାଇଁ ଅକ୍ଟୋବର ୨୫ ସରକାରୀ ଛୁଟି

ଭୁବନେଶ୍ୱର: ସୋମବାର ଦୀପାବଳି, ମଙ୍ଗଳବାର ସୂର୍ଯ୍ୟ ପରାଗ । ଅକ୍ଟୋବର ୨୫ରେ ସୂର୍ଯ୍ୟ ପରାଗ ପଡ଼ୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ଅନୁସାରେ ଅକ୍ଟୋବର ୨୫ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ୍, ସ୍କୁଲ, କଲେଜ ଆଦି ସମସ୍ତ…

ରୋଜଗାର ମେଳାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମିଳିବ ୧୦ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ: ମହାମାରୀ କୋଭିଡ୍ ପାଇଁ ଅନେକ ଦେଶର ଅର୍ଥନୀତି ଭୁଶୁ଼ଡ଼ି ପଡ଼ିଥିବା ବେଳେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି । ଦେଶରେ ବି ସମାନ ଅବସ୍ଥା । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି । ଏକ ବର୍ଷ ଭିତରେ ୧୦ ଲକ୍ଷ ନିଯୁକ୍ତି ଦେବା…

ଦୁର୍ଘଟଣାରେ ୧୫ ପ୍ରବାସୀ ଶ୍ରମିକ ମୃତ, ଦୀପାବଳି ମନାଇବାକୁ ଘରକୁ ଫେରୁଥିଲେ

ଭୋପାଳ: ଦୀପାବଳି ପାଳିବାକୁ ଉତ୍ସାହର ସହ ଘରକୁ ବାହାରିଥିଲେ । କାହା ହାତରେ ମିଠା ପ୍ୟାକେଟ୍ ତ ଆଉ କାହା ବ୍ୟାଗରେ ନୂଆ ପୋଷାକ । ଆଲୋକର ପର୍ବ ଦୀପାବଳି ପାଳିବା ଲାଗି ପାଖାପାଖି ଶହେ ଶ୍ରମିକ ମଧ୍ୟପ୍ରଦେଶର ରେୱାରୁ ଉତ୍ତରପ୍ରଦେଶ ଅଭିମୁଖେ ବସ୍ ଯୋଗେ ବାହାରିଥିଲେ । ହେଲେ ଆଲୋକର ପର୍ବ…