Latest Odisha News

BREAKING NEWS

Browsing Category

ଫିଚର

ମଧ୍ୟପ୍ରଦେଶର ମୋଗଲୀ ଛାତ୍ର, କଲେଜରେ ପିନ୍ଧୁ ନାହାନ୍ତି ସମ୍ପୂର୍ଣ୍ଣ ପୋଷାକ

ମୋଗଲୀ କାହାଣୀ ବିଷୟରେ କିଏ ବା ନ ଜାଣେ । ପେଂଚ ଜଙ୍ଗଲରେ ମିଳିଥିବା ଏକ ପିଲା ଉପରେ ରୁଡୟାର୍ଡ କିପଲିଙ୍ଗ ଜଙ୍ଗଲ ବୁକ ଲେଖିଥିଲେ । ଏହା ଉପରେ ହଲିଉଡରେ ଫିଲ୍ମ ବି ନିର୍ମିତ ହୋଇସାରିଛି । ମଧ୍ୟପ୍ରଦେଶର ବଡବାନୀ କଲେଜରେ ପାଠ ପଢ଼ୁଥିବା ମୋଗଲୀ ବୟ ଏବେ ଚର୍ଚ୍ଚାରେ । ସେ ମୋଗଲୀ ଜଙ୍ଗଲରେ…

ବିନ୍ନୀ ହେଲେ ବିସିସିଆଇର ୩୬ତମ ସଭାପତି

ମୁମ୍ବାଇ: ପୂର୍ବତନ ଅଲରାଉଣ୍ଡର ରୋଜର ବିନ୍ନୀ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ୩୬ତମ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ମଙ୍ଗଳବାର ବାର୍ଷିକ ବୈଠକ ପରେ ଏ ନେଇ ଚୂଡାନ୍ତ ଘୋଷଣା କରାଯାଇଛି । ୬୭ ବର୍ଷୀୟ ବିନ୍ନୀ ଏକମାତ୍ର ବ୍ୟକ୍ତି ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସୌରଭ…

ରାଜଧାନୀ ଉପକଣ୍ଠରେ କୃଷକ ମେଳି

ଭୁବନେଶ୍ୱର: ପୁଣି ମେଳି ବାନ୍ଧିଲେ ଚାଷୀ । ଦାନା ବାନ୍ଧିଲା ଆନ୍ଦୋଳନ । ଆଜି ହଜାର ହଜାର କୃଷକ ରାଜଧାନୀ ଆଡ଼କୁ ଆନ୍ଦୋଳନ ପାଇଁ ଅଗ୍ରସର ହେଉଥିବା ବେଳେ ରାଜଧାନୀ ଉପକଣ୍ଠରେ ଅଟକାଇଛି ପୋଲିସ । ବାଲିଅନ୍ତା ସାପ୍ତାହିକ ହାଟରେ ନବନିର୍ମାଣ କୃଷକ ସଂଗଠନର ରାଲିକୁ ପୋଲିସ ଅଟକାଇଥିଲା ।…

ୟୁଏଇକୁ ୭୯ ରନରେ ହରାଇଲା ଶ୍ରୀଲଙ୍କା, କାମରେ ଲାଗିଲାନି ମୟପ୍ପନଙ୍କ ହ୍ୟାଟ୍ରିକ

ଗିଲୋଙ୍ଗ: ଟି୨୦ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଶ୍ରୀଲଙ୍କା ୭୯ ରନରେ ୟୁଏଇକୁ ପରାସ୍ତ କରି ସୁପର ୧୨ ପ୍ରବେଶ ଆଶା ଉଜ୍ଜୀବୀତ ରଖିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୮ ୱିକେଟ ହରାଇ ୧୫୨ ରନ କରିଥିଲା । ପାଶୁମ ନିଶାଙ୍କା ୭୪ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଧନଞ୍ଜୟ…

ଅମାବାସ୍ୟାରେ ହେବ ସୂର୍ଯ୍ୟପରାଗ, ଶ୍ରୀମନ୍ଦିରରେ କିଭଳି ହେବ ଦେବନୀତି

ପୁରୀ : କାର୍ତ୍ତିକ ମାସରେ ପଡ଼ୁଛି ଉଭୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ । ଅମାବାସ୍ୟା ତିଥିରେ ସୂର୍ଯ୍ୟ ପରାଗ ହେବା ସହ ପୂର୍ଣ୍ଣିମା ତିଥିରେ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଶ୍ରୀମନ୍ଦିରରେ କିଭଳି ଦେବନୀତି ସମ୍ପନ୍ନ ହେବ ସେନେଇ ସବୁଠି ଚର୍ଚ୍ଚା ଚାଲିଛି। ଶ୍ରୀମନ୍ଦିର ପରିଚାଳନା କମିଟି…

ଏସିଆ କପ କ୍ରିକେଟ ଖେଳିବାକୁ ପାକିସ୍ତାନ ଯିବନି ଭାରତ

ନୂଆଦିଲ୍ଲୀ: ୨୦୨୩ ଏସିଆ କପ କ୍ରିକେଟ ଖେଳିବା ପାଇଁ ପାକିସ୍ତାନ ଯିବନି ଭାରତ । ମଙ୍ଗଳବାର ବିସିସିଆଇ ସଚିବ ଜୟ ଶାହ ଏହା ସ୍ପଷ୍ଟ କରିଛନ୍ତି । ବର୍ତମାନ ପରିସ୍ଥିତିରେ ପାକିସ୍ତାନ କ୍ରିକେଟ ଖେଳିବା ପାଇଁ ଯିବା ସମ୍ଭବପର ନୁହେଁ । ମଙ୍ଗଳବାର ବିସିସିଆଇ ବୈଠକରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ…

ହାଇଦ୍ରାବାଦରୁ କାହିଁକି ମୁମ୍ବାଇ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ?

ଭୁବନେଶ୍ୱର: ହାଇଦ୍ରାବାଦରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇ ଯାଇଛନ୍ତି । ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଭବନର ସମ୍ପ୍ରସାରଣ ଲାଗି ଆସନ୍ତାକାଲି ଶିଳାନ୍ୟାସ କରିବେ । ଶିଳାନ୍ୟାସ ସାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ପୂର୍ବତନ ସହକର୍ମୀଙ୍କୁ ଦାୟୀ କରି ଟ୍ରେନ୍ ଟ୍ରାକରେ ଜୀବନ ହାରିଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ

ସମ୍ବଲପୁର: ମଙ୍ଗଳବାର ରେଳ ଧାରଣାରୁ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ ମିଳିଛି । ମୃତକ କ୍ଷିରୋଦ କୁମାର ନାଥ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ । ସମ୍ବଲପୁର ଜିଲ୍ଲା ସିନ୍ଦୂରପଙ୍କ ନିକଟରୁ କ୍ଷିରୋଦଙ୍କ ମୃତଦେହ ମିଳିଛି । ଟାମ୍ପେରକେଲା ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ…

ବାତ୍ୟା ବିପଦ, କର୍ମଚାରୀଙ୍କ ଛୁଟି ବାତିଲ୍ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଅକ୍ଟୋବର ୨୨ରେ ବଙ୍ଗୋପସାଗରରେ ବାତ୍ୟା ନେଇ ପାଣିପାଗ ବିଭାଗ ଆକଳନ କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ପରେ ରାଜ୍ୟ ସରକାର ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରି ଦେଇଛନ୍ତି । ଅକ୍ଟୋବର ୨୩ରୁ ୨୫ ଯାଏ ୩ ଦିନ ପାଇଁ ସମସ୍ତ…

୨୨ ପରେ ବାତ୍ୟା: ଆଇଏମଡି ଡିଜି

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏ ବ୍ୟାପିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା…