Latest Odisha News

BREAKING NEWS

Browsing Category

ଫିଚର

ପ୍ରଥମ ଦିନରେ ୧୫ କୋଟି ଟଙ୍କା ଆୟ କଲା ଅକ୍ଷୟଙ୍କ ଫିଲ୍ମ ‘ରାମ ସେତୁ’

ନୂଆଦିଲ୍ଲୀ: ଅକ୍ଷୟ କୁମାର ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାମ ସେତୁ' ପ୍ରେକ୍ଷାଳୟକୁ ଆସିଛି। ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହେବା ପରଠାରୁ ଲୋକମାନେ ଏହି ଫିଲ୍ମ ରିଲିଜକୁ ଅପେକ୍ଷା କରି ରହିଥିଲେ। ଦିପାବଳୀର ବିଶେଷ ଉତ୍ସବରେ ଏହି ଫିଲ୍ମ ମୁକ୍ତିଲାଭ…

ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ‘ରେଡି ଟୁ ଇଟ୍ ଫୁଡ’

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଜାରରେ ମିଳୁଥିବା 'ରେଡି ଟୁ ଇଟ ଫୁଡ' କିମ୍ବା ପ୍ୟାକେଜ୍ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ଠିକ ନୁହେଁ। ଯଦି ଆପଣ ସ୍ୱାସ୍ଥ୍ୟ ପ୍ରତି ସଚେତନ ଅଛନ୍ତି ତେବେ ଆପଣ ଏହି ଖାଦ୍ୟରୁ ଦୂରେଇ ରହିବା ଉଚିତ୍। କିନ୍ତୁ ଆଜିକାଲି ବଜାରେ ମିଳୁଥିବା ପ୍ୟାକେଡ ଫୁଡ ଉପରେ ହେଲଦି…

ସାମ୍ପୁ ବ୍ୟବହାର କଲେ ହୋଇପାରେ କର୍କଟ, ବଜାରରୁ ଡ୍ରାଏ ସାମ୍ପୁ ଫେରାଇ ଆଣିବ ୟୁନିଲିଭର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସମସ୍ତେ କେଶ ଧୋଇବା ପାଇଁ ସାମ୍ପୁ ବ୍ୟବହାର କରନ୍ତି। କିନ୍ତୁ ଅନେକ ବଡ଼ ବଡ଼ ବ୍ରାଣ୍ଡ ସାମ୍ପୁ ବ୍ୟବହାର କଲେ ହୋଇପାରେ କ୍ୟାନସର। ଜଣାଶୁଣା କମ୍ପାନୀ ୟୁନିଲିଭରର ଏକାଧିକ ସାମ୍ପୁରେ ଏପରି ରାୟାନିକ ପଦାର୍ଥ ରହିଛି ଯାହା କର୍କଟ ରୋଗ ସୃଷ୍ଟି କରେ। ଡୋଭ୍,…

ଫିଲ୍ମ ‘ଗଜନି’ରୁ ଅସିନଙ୍କ କ୍ୟାରିୟର ଆରମ୍ଭ, ବିବାହ ପରେ ପରିବାର ସହ ବିତାଉଛନ୍ତି ସମୟ

ମୁମ୍ବାଇ: ସୁପରଷ୍ଟାର ଆମୀର ଖାନଙ୍କ ଫିଲ୍ମ 'ଗଜନି'ରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଅସିନ ଆଜି ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ଅସିନ ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଥିଲେ, କିନ୍ତୁ ବର୍ତ୍ତମାନ ସେ ବହୁତ ଦିନ ପର୍ଯ୍ୟନ୍ତ ବଡ ପରଦାରୁ ଦୂରେଇ ରହିଛନ୍ତି। ୨୦୧୬…

ଛାଡପତ୍ର ପରେ ମଧ୍ୟ ହ୍ରିତିକ ରୋଶନ ଏବଂ ସୁଜୈନ ଖାନ ଭଲ ବନ୍ଧୁ

ମୁମ୍ବାଇ: ଆଜି ହ୍ରିତିକ ରୋଶନଙ୍କ ପୂର୍ବ ପତ୍ନୀ ସୁଜୈନ ଖାନଙ୍କ ଜନ୍ମଦିନ। ମୁମ୍ବାଇର ପ୍ରସିଦ୍ଧ ଇଣ୍ଟେରିୟର ଡିଜାଇନରଙ୍କୁ ୪୪ ବର୍ଷ ବୟସ ହୋଇଛି। ହ୍ରିତିକ ରୋଶନଙ୍କ ସହ ଛାଡପତ୍ର ପରେ ସୁଜୈନ, ଅର୍ସଲାନ ଗୋନିଙ୍କୁ ଡେଟ କରୁଛନ୍ତି। ବିବାହର ୧୪ ବର୍ଷ ପରେ ହ୍ରିତିକ ଏବଂ ସୁଜୈନ ଅଲଗା…

କମ ବୟସରେ ବଡ଼ ତାରକା ହୋଇଥିଲେ ରବିନା ଟଣ୍ଡନ୍, ବଡ଼ ଚଳଚ୍ଚିତ୍ରରେ ପାଇଥିଲେ କାମ

ମୁମ୍ବାଇ: ୯୦ ଦଶକର ସୁନ୍ଦର ଅଭିନେତ୍ରୀ ରବିନା ଟଣ୍ଡନ୍ ଏବେ ମଧ୍ୟ ନିଜ କାମରେ ଲୋକଙ୍କୁ ମନୋରଞ୍ଜନ କରୁଛନ୍ତି। ଅଭିନେତ୍ରୀ ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି। ରବିନା ଟଣ୍ଡନ ନିଜ କ୍ୟାରିଅରରେ ଅନେକ ଭଲ ଭଲ ଚଳଚ୍ଚିତ୍ର କରିଛନ୍ତି। ସେଥିମଧ୍ୟରୁ ଏପରି ଟପ୍ ଚଳଚ୍ଚିତ୍ର ଅଛି ଯାହା ଏଭର ଗ୍ରିନ…

ଋଷି ସୁନକଙ୍କ କ୍ୟାବିନେଟରେ ତିନି ମହିଳା ମନ୍ତ୍ରୀ ସାମିଲ: ବ୍ରେବରମେନ ପୁଣି ହେଲେ ଗୃହମନ୍ତ୍ରୀ

ଲଣ୍ଡନ: ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ଏଥିରେ ତିନି ଜଣ ମହିଳାଙ୍କୁ କ୍ୟାବିନେଟ ମନ୍ତ୍ରୀଭାବେ ସ୍ଥାନ ଦେଇଛନ୍ତି ସୁନକ । ସୁଏଲା ବ୍ରେବରମେନ ପୁଣି ଗୃହମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ । ଟ୍ରସଙ୍କ ମନ୍ତ୍ରୀମଣ୍ଡଳରେ ସେ ମଧ୍ୟ…

କୋଏମ୍ବାଟୁର ବିସ୍ଫୋରଣରେ ଆତଙ୍କୀ ଲିଙ୍କ୍! ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ୟୁଏପିଏ

କୋଏମ୍ବାଟୁର : ଶେଷରେ କୋଏମ୍ବାଟୁର କାର ବିସ୍ଫୋରଣ ମାମଲାରେ ଆତଙ୍କବାଦୀ ଆଇଏସଆଇଏସ ଲିଙ୍କ ଥିବା ପୋଲିସ କହିଛି । ଗତ ରବିବାର ଦିନ ତାମିଲନାଡୁର କୋଏମ୍ବାଟୁରର କୋଟାଇ ଏସୱାରାନ ମନ୍ଦିର ନିକଟରେ ଏକ କାର ଭିତରେ ହୋଇଥିବା ବିସ୍ଫୋରଣ ମାମଲାକୁ ନେଇ ବିଜେପି ଆତଙ୍କବାଦୀ ଲିଙ୍କ୍ ଥିବା ଦାବି…

ଆରପାରିରେ ଅଗାଧୁଆ ମଣିଷ

ମଣିଷ ପୁଣି ବର୍ଷ ବର୍ଷ ଧରି ଗାଧେଇବନି । ଏହା ସହଜରେ ବିଶ୍ୱାସ କରି ହୁଏନି । ଆଜ୍ଞା ହଁ ଇରାନରେ ଆମୋଉ ହାଜି ନାମକ ଏକ ବ୍ୟକ୍ତି ଅଛନ୍ତି । ଯିଏ କି ସାରା ବିଶ୍ୱରେ ଅପରିସ୍କାର ମଣିଷ ଭାବେ ପରିଚିତ । ମଙ୍ଗଳବାର ୯୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଏହି ଚର୍ଚ୍ଚିତ ମଣିଷଜଣକ ୬୦ ବର୍ଷ…

ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆର ବିଜୟ ଅଭିଯାନ ଆରମ୍ଭ

ମେଲବୋର୍ଣ୍ଣ: ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇ ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ଅଭିଯାନ ଆରମ୍ଭ କରିଛି । ମାର୍କସ ଷ୍ଟୋଇନସ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି…