Latest Odisha News

BREAKING NEWS

Browsing Category

ଫିଚର

ମିଳିଲାନି ଜାମିନ୍, ଜେଲରେ ରହିବେ ରହସ୍ୟମୟୀ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ରହସ୍ୟମୟୀ ବ୍ଲାକମେଲର ଅର୍ଚ୍ଚନାର ଜାମିନ୍ ଆବେଦନ ଖାରଜ ହୋଇଛି । ଭୁବନେଶ୍ୱର SDJM କୋର୍ଟ ସୋମବାର ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ଖାରଜ କରି ଦେଇଛନ୍ତି । ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଅର୍ଚ୍ଚନା ଅକ୍ଟୋବର ୬ରେ ଗିରଫ ପରେ ଜେଲରେ ରହିଛି । ଅର୍ଚ୍ଚନା ନାଗ ତା ନାଗ ଫାସରେ…

ଦର୍ଶକଙ୍କ ମନକୁ ଛୁଇଁଛି ଚଳଚ୍ଚିତ୍ର ‘ଡକ୍ଟର ଜୀ’, ୩ ଦିନରେ ୧୫ କୋଟି ଟଙ୍କା କଲେକ୍ସନ

ମୁମ୍ବାଇ: ସ୍ୱଳ୍ପ ବଜେଟ୍ ଚଳଚ୍ଚିତ୍ରରେ ଅଭିନୟ କରି ହିଟ୍ ହେଉଥିବା ଅଭିନେତା ଆୟୁଷ୍ମାନ ଖୁରାନା ଏବେ ପୁଣି କମାଲ କରିଛନ୍ତି। ତାଙ୍କ ଚଳଚ୍ଚିତ୍ର 'ଡକ୍ଟର ଜୀ' ପାଇଁ ଆଜିକାଲି ସେ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ଅଭିନେତାଙ୍କ ଫିଲ୍ମ ବକ୍ସ ଅଫିସରେ ଦର୍ଶକଙ୍କ ହୃଦୟ ଜିତିବା ସହିତ ଭଲ ଆୟ ମଧ୍ୟ…

ସୃଷ୍ଟି ହେଲା ଘୂର୍ଣ୍ଣି ବଳୟ, ୨୦ ତାରିଖ ସୁଦ୍ଧା ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଘୂର୍ଣ୍ଣି ବଳୟଟି ବାୟୁମଣ୍ଡଳର ୩.୧ କିମି ଯାଏ ବ୍ୟାପିଛି । ପ୍ରଭାବରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୦ତାରିଖ ବେଳକୁ ଏକ ଲଘୁଚାପ…

ଟି୨୦ ବିଶ୍ୱକପ: ଖେଳିପାରିବେ କୋଭିଡ ପଜିଟିଭ ଖେଳାଳି

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆରେ ଆରମ୍ଭ ହୋଇ ଯାଇଥିବା ଟି୨୦ ବିଶ୍ୱକପ କ୍ରିକେଟରେ ଆଇସିସି କୋଭିଡ କଟକଣାକୁ ସମ୍ପୂର୍ଣ୍ଣ ଭାବେ କୋହଳ କରିଦେଇଛି । ଏପରିକି କୋଭିଡ ୧୯ ପଜିଟିଭ ଖେଳାଳିଙ୍କୁ ମଧ୍ୟ ମ୍ୟାଚ ଖେଳିବା ପାଇଁ ସୁଯୋଗ ଦିଆଯିବ । ସଂକ୍ରମିତ ଖେଳାଳିଙ୍କୁ ଆଇସୋଲେସନରେ ରଖାଯିବନି । ତେବେ…

ଯୁବକଙ୍କ ହାତ ବାନ୍ଧି ଗାଡ଼ି ପଛରେ ଦୌଡ଼ାଇବାକୁ ନେଇ କ’ଣ କହିଲେ କଟକ ଡିସିପି ?

କଟକ: ବିଚ୍ ରାସ୍ତାରେ ଦୁର୍ବୃତ୍ତଙ୍କ ବର୍ବରତା ପରେ ମୁହଁ ଖୋଲିଛନ୍ତି କଟକ ଡିସିପି ପିନାକ ମିଶ୍ର । ଡିସିପି କହିଛନ୍ତି, ଦୁର୍ବୃତ୍ତ ଯୁବକଙ୍କ ହାତ ବାନ୍ଧି ଗାଡ଼ି ପଛରେ ଦୌଡ଼ାଇବାକୁ ଟ୍ରାଫିକ୍ ପୋଲିସ ଦେଖି ନାହିଁ । ପୋଲିସ ଯାଞ୍ଚ କରୁଛି । ଯଦି ଦୁର୍ବୃତ୍ତ କୌଣସି ଟ୍ରାଫିକ୍ ପୋଷ୍ଟ…

ଉଜ୍ଜଳ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଲେମନ୍ ବାମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଲେମନ୍ ବାମ୍ ବା ଲେମ୍ବୁ ବାମ୍ ସମ୍ପର୍କରେ କେବେ ଶୁଣିଛନ୍ତି କି ? ଲେମନ୍ ବାମ୍ ଆପଣଙ୍କ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଅଧିକାଂଶ ଲୋକେ ଲେମ୍ବୁ ବାମ ବିଷୟରେ ଜାଣନ୍ତି ନାହିଁ। କିନ୍ତୁ ଏହା ଅନେକ ଉପକାର କରିଥାଏ। ଆମ ଚର୍ମ ସମ୍ବନ୍ଧୀୟ ସମସ୍ୟା ପାଇଁ…

ଚୋରା ମଦକୁ ବିରୋଧ କରି ତାତିଲେ ଶତାଧିକ ମହିଳା

ଯାଜପୁର: ଚୋରା ମଦକୁ ବିରୋଧ କରି ତାତିଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ବିଂଝାରପୁର ଥାନା ଆଉଁରୀ ପଞ୍ଚାୟତ ଢ଼ିହକୁଳା ଅଞ୍ଚଳରେ। ଢିହକୁଳା ଗ୍ରାମରେ ବିଜୟ ମଳିକଙ୍କ ପୁଅ ସଞ୍ଜୟ ମଳିକ ଦୀର୍ଘ ଦିନ ହେବ ଚୋରା ମଦ କାରବାର କରୁ ଆସୁଥିଲା। ଏ ନେଇ ବାରମ୍ବାର ଅଭିଯୋଗ ପରେ ବି କୌଣସି…

ଭାଇଚାରାର ସହରରେ ଭାଇଗିରି, ଯୁବକଙ୍କ ହାତକୁ ବାନ୍ଧି ଗାଡ଼ି ପଛରେ ଦୌଡ଼ାଇଲେ ଦୁର୍ବୃତ୍ତ

କଟକ: କଟକରେ ତାଲିବାନୀ ଶାସନ । ଅଧଘଣ୍ଟାର ଆତଙ୍କରେ ଭୟଭୀତ କଟକବାସୀ । କଟକରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କ ହାତକୁ ବାନ୍ଧି ଗାଡ଼ି ପଛରେ ପ୍ରାୟ ୨ କିଲୋମିଟର ଦୌଡ଼ାଇଛନ୍ତି । ଜନଗହଳି ପୂର୍ଣ୍ଣ କଟକ ସହରରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେଉଛି । ସନ୍ଧ୍ୟା ସମୟରେ ଭାଇଚାରାର…

କୁନୁରର ଡଲଫିନ୍ ନୋଜ୍ ପର୍ଯ୍ୟଟକଙ୍କୁ କରେ ଆକୃଷ୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତରେ ଏପରି ଅନେକ ପର୍ଯ୍ୟଟନସ୍ଥଳ ଅଛି, ଯେଉଁଠାର ସୁନ୍ଦର ଦୃଶ୍ୟ ମନରେ ଚିରସ୍ମରଣୀୟ ହୋଇ ରହିଯାଏ। ଆଜି ଆମେ ଆଲୋଚନା କରିବା କୁନୁର ହିଲ୍ ଷ୍ଟେସନ ସମ୍ପର୍କରେ। ଏଠାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରେ। କୁନୁର ତାମିଲନାଡୁରେ ଅବସ୍ଥିତ। କୁନୁର…

ଚୀନର ମାନୁଫାକଚରିଂ ମଡେଲକୁ ଅନ୍ଧ ଭଳି ଅନୁସରଣ ନକରୁ ଭାରତ: ରାଜନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ଅର୍ଥନୀତି ସମ୍ବନ୍ଧରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏକ ବଡ଼ ପରାମର୍ଶ ଦେଇଛନ୍ତି। ରଘୁରାମ ରାଜନ କହିଛନ୍ତି ଯେ ଭାରତକୁ ସେବା ରପ୍ତାନି ଭିତ୍ତିକ ଅଭିବୃଦ୍ଧି ଉପରେ ଧ୍ୟାନ ଦେବା ଆବଶ୍ୟକ। ଯଦି ଭାରତ ଚାଇନାର ଉତ୍ପାଦନ ଲିଡ୍…