Latest Odisha News

BREAKING NEWS

Browsing Category

ଫିଚର

କନ୍ଧମାଳରେ ଲାଲ୍ ହିଂସା; ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା, ଜାଳିଦେଲେ ୫ଟି ଗାଡ଼ି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ମାଓବାଦୀ ପୁଣି ଥରେ ପୋଲିସକୁ ଚ୍ୟାଲେଞ୍ଜ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ମାଓବାଦୀ ଦୁଇ ଦୁଇଟି ହିଂସା ଘଟାଇଛନ୍ତି । ଗତକାଲି ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତ ଆମ୍ବାବାଡ଼ି ଗାଁରେ ଲାଲବାହିନୀ ଜଣେ ଯୁବକଙ୍କୁ ପୋଲିସ ଇନଫର୍ମର ସନ୍ଦେହର ବିଭତ୍ସ ଭାବେ…

ଆଂଶିକ ସୂର୍ଯ୍ୟୋପରାଗ କଣ ? କଣ ରହିବ ପ୍ରଭାବ ?

ଭୁବନେଶ୍ୱର: ଏ ବର୍ଷର ଶେଷ ବା ଅନ୍ତିମ ସୂର୍ଯ୍ୟୋପରାଗ ଆଜି ଦ୍ୱି ପ୍ରହର ପରେ ଆରମ୍ଭ ହେବ । ଏହି ସୂର୍ଯ୍ୟୋପରାଗ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳରେ ଦେଖାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟୋପରାଗର ୧୨ ଘଣ୍ଟା ପୂର୍ବରୁ ଅଶୁଭ କାଳ ଆରମ୍ଭ ହୋଇଥାଏ । ଭାରତରେ ସୂର୍ଯ୍ୟୋପରାଗ ଦିନ…

ମଠରୁ ଉଦ୍ଧାର ହେଲା ଲିଙ୍ଗାୟତ ସାଧୁଙ୍କ ମୃତ ଦେହ

ବାଙ୍ଗାଲୋର: କର୍ଣ୍ଣାଟକର ରାମପୁର ଜିଲ୍ଲାରେ ଜଣେ ଲିଙ୍ଗାୟତ ସାଧୁଙ୍କ ମୃତ ଦେହ ସନ୍ଦେହ ଅବସ୍ଥାରେ ଜବତ ହୋଇଛି । ବସମାଲିଙ୍ଗ ସ୍ୱାମୀଙ୍କ ମୃତ ଶରୀର ନିକଟରୁ ୨ଟି ସୁଇସାଇଡ ନୋଟ ଜବତ ହୋଇଛି । ମାନସିକ ଚାପ ଯୋଗୁ ସେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ପ୍ରାରମ୍ଭିକ ତଦନ୍ତରେ ଆଶଙ୍କା ବ୍ୟକ୍ତ…

ବସରେ ଦୀପ ଜାଳି ଶୋଇଥିଲେ, ଅଗ୍ନିକାଣ୍ଡ ଯୋଗୁଁ ଜଳିଗଲେ

ରାଞ୍ଜି: ଦୀପାବଳିରେ ବଡ ଅଘଟଣ। ବସରେ ଦୀପ ଜାଳି ଦୀପାବଳି ପାଳନ କରୁଥିଲେ। ହେଲେ ଶୋଇଥିବା ବେଳେ ଉଭୟ ନିଆଁର ଆଁରେ ଜଳିଯାଇଛନ୍ତି। ରାଞ୍ଚିର କାଣ୍ଟାଟୋଲିରେ ଥିବା ଖଡାଗଡା ବସ୍ ଷ୍ଟାଣ୍ଡରେ ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବସଟିରେ ଏତେ ଜୋର ନିଆଁ ଲାଗିଥିଲା ଯେ ଆଖପାଖ ଅଞ୍ଚଳ ଅନ୍ଧାର…

ଦୁର୍ବଳ ହେଲା ବାତ୍ୟା ସିତ୍ରାଙ୍ଗ, ବାଂଲାଦେଶରେ ୭ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ : ବିଳମ୍ବିତ ରାତିରେ ସାମୁଦ୍ରିକ ଝଡ ସିତ୍ରାଙ୍ଗ ବାଂଲାଦେଶରେ ସ୍ଥଳଭାଗ ଛୁଇଁଛି। ବାତ୍ୟାର ପ୍ରକୋପରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମିଳିିଥିବା ସୂଚନା ଅନୁଯାୟୀ ବାତ୍ୟା ସିତ୍ରାଙ୍ଗ ଗତକାଲି ରାତି ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ବାଂଲାଦେଶର ଲ୍ୟାଣ୍ଡଫଲ କରିଥିଲା। ଏହି…

ଋଷି ସୁନକ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ

ବ୍ରିଟେନ: କନଜରଭେଟିଭ୍ ଦଳର ନେତା ଋଷି ସୁନକ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ ଏହି ପଦରେ ବସିବାକୁ ଯାଉଛନ୍ତି। ଶପଥ ନେବା ପୂର୍ବରୁ ଋଷି ଆଜି ଅପରାହ୍ନରେ ବକିଙ୍ଗହମ୍ ପ୍ୟାଲେସରେ କିଙ୍ଗ ଚାର୍ଲ୍ସଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ପଦ…

ଡେଡ୍ ସ୍କିନ ହଟାଇବା ପାଇଁ ଘରୋଇ ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଧୂଳି ଏବଂ ପ୍ରଦୂଷଣ ହେତୁ ତ୍ୱଚାରେ ଟ୍ୟାନ୍ କିମ୍ବା ମଇଳା ଜମା ହୋଇଯାଏ। ଏପରି କ୍ଷେତ୍ରରେ ତ୍ୱଚାର ଚମକ ହଜିଯାଏ ଏବଂ ତ୍ୱଚା ମଳିନ ପଡିଯାଏ। ମୃତ ଚର୍ମ କୋଷଗୁଡ଼ିକୁ ବାହାର କରିବା ପାଇଁ ଆପଣ ଏକ ଘରେ ତିଆରି ସ୍କ୍ରବ୍ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ଜାଣିବା…

ବାତ୍ୟାକୁ ନେଇ ସତର୍କ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକତା: ସଂପ୍ରତି ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ସାମୁଦ୍ରିକ ବାତ୍ୟା କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସତର୍କ ରହିବାକୁ ସମୁଦ୍ରକୂଳବର୍ତ୍ତି ଜିଲ୍ଲାର ଲୋକମାନଙ୍କୁ କହିଛନ୍ତି । ବାତ୍ୟାକୁ ନେଇ ସବୁ ବିଭାଗ ସହ ବୈଠକ କରିବା ପରେ…

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଋଷି ସୁନକ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଲଣ୍ଡନ: ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।  ଆସନ୍ତା ଅକ୍ଟୋବର ୨୮ ତାରିଖରେ ଶପଥ ନେବେ ସୁନକ । ୨୯ ତାରିଖରେ ଗଠନ କରିବେ ନୂତନ କ୍ୟାବିନେଟ୍‌ । ଲିଜ୍‌ ଟ୍ରସ୍‌ ଇସ୍ତଫା ଦେବାପରେ କଞ୍ଜରଭେଟିଭ୍‌ ପାର୍ଟିର ଅଧିକାଂଶ ସାଂସଦ ତାଙ୍କୁ ନେତା ଭାବେ ସମର୍ଥନ…

ଟ୍ବିଟରରେ ପଙ୍ଗା ନେଲେ ପାକିସ୍ତାନୀ ଫ୍ୟାନ୍, ଜବାବ ଦେଲେ ଗୁଗୁଲ ସିଇଓ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁଗୁଲ ସିଇଓ ସୁନ୍ଦର ପିଚାଇ ସୋମବାର ଟ୍ୱିଟ୍ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଭାରତ-ପାକିସ୍ତାନ ମ୍ୟାଚ ଦେଖି ସେ ବହୁତ ଖୁସି ବୋଲି କହିଛନ୍ତି। କିନ୍ତୁ ଜଣେ ପାକିସ୍ତାନୀ କ୍ରିକେଟ ଫ୍ୟାନ୍ ସୁନ୍ଦର ପିଚାଇଙ୍କୁ ତାଙ୍କ ପୋଷ୍ଟରେ ଟ୍ରୋଲ୍ କରିବାକୁ…