Latest Odisha News

BREAKING NEWS

Browsing Category

ଫିଚର

ବେରୋଜଗାରକୁ ନେଇ ଟ୍ରୋଲର ଶିକାର ହେଲେ ଅଭିଷେକ ବଚ୍ଚନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ହୁଏତ ଫିଲ୍ମରେ ସକ୍ରିୟ ନାହାଁନ୍ତି, କିନ୍ତୁ ସୋସିଆଲ ମିଡିଆରେ ସେ ବହୁତ ସକ୍ରିୟ ଥାନ୍ତି। ଆଜିକାଲି ଅଭିଷେକ ବଚ୍ଚନ ମଦ୍ୟ ଲୋକମାନଙ୍କ ଦ୍ୱାରା ଟ୍ରୋଲ ହେଉଛନ୍ତି। ସେଲିବ୍ରିଟିମାନେ ସେମାନେ ସୋସିଆଲ ମିଡିଆରେ ଯେ କୌଣସି ପୋଷ୍ଟ କରନ୍ତୁ ତାକୁ ନେଇ…

ମୁକେଶ ଅମ୍ବାନୀଙ୍କ ଫେରାରୀ କାର ପିଟିହେଲା ଡିଭାଇଡରରେ !

ମୁମ୍ବାଇ: ଏକ ଲାଲ ରଙ୍ଗର ଫେରେରୀ SF90 କାର ( MHO1 DV 0777) ଡିଭାଇଡରରେ ପିଟି ହୋଇଛି। ଏହି ବିଦେଶୀ କାର ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କର ବୋଲି କୁହାଯାଉଛି। ତେବେ କାର ଭିତରେ କିଏ କିଏ ଥିଲେ ତାହା ସ୍ପଷ୍ଚ ହୋଇପାରିନି। ଗୁରୁବାର ବିଳମ୍ବିତ ରାତି କହିବାକୁ ଗଲେ ଶୁକ୍ରବାର ଏହି…

ଟପ୍ ଲେସ୍ ହୋଇ ଦିପାବଳୀ ଶୁଭେଚ୍ଛା ଜଣାଇଲେ ଉର୍ଫି

ମୁମ୍ବାଇ: ବିଗ୍ ବସ୍ ଓଟିଟି ଫେମ୍ ଉର୍ଫି ଜାଭେଦ୍ ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ ନିଜ ପୋଷାକର ଡିଜାଇନ ଏବଂ ବୋଲ୍ଡନେସ ହେତୁ ସର୍ବଦା ଆଲୋଚନା ଘେରକୁ ଆସନ୍ତି। ଏବେ କିନ୍ତୁ ଦିପାବଳୀ ଅବସରରେ ସେ ଆଉ ଏକ ଭିଡିଓ ସେୟାର…

‘ଡର୍ଟି ବୋମା’ ପକାଇପାରେ ୟୁକ୍ରେନ, ଆଶଙ୍କା କଲା ଋଷ

ମସ୍କୋ: ବାରମ୍ବାର ମିସାଇଲ, ବୋମା ପକାଇ ୟୁକ୍ରେନକୁ ଧ୍ବଂସ କରିବାକୁ ପ୍ରୟାସ କରୁଥିବା ଋଷ ଶେଷରେ ଏବେ ନିଜର ସ୍ଥିତିକୁ ନେଇ ବ୍ୟଥିତ ବୋଲି ଜଣାପଡିଛି। ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଋଷ ବୈଦେଶିକ ମନ୍ତ୍ରୀ ଆଶଙ୍କା କରିଛନ୍ତି ଯେ ୟୁକ୍ରେନ ମୁକାବିଲା କରିବାକୁ ଯାଇ…

୫ ବଲରେ ମ୍ୟାଚର ମୋଡ ବଦଳାଇଲେ କିଙ୍ଗ୍ କୋହଲି..ଏପରି ହେବ ଭାବିପାରିନଥିବ ପାକିସ୍ତାନ

ମେଲବର୍ଣ୍ଣ: ଏସିଆ କପରେ ଭାରତ ପାକିସ୍ତାନ ବିପକ୍ଷରେ ଦ୍ବିତୀୟ ମ୍ୟାଚରେ ହାରିବା ପରେ ଟି-୨୦ ବିଶ୍ବକପର ପ୍ରଥମ ମ୍ୟାଚରେ କ'ଣ ରହିବ ଫଳାଫଳ ସେ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ଶେଷରେ ସମସ୍ତ ଅପେକ୍ଷାର ଅନ୍ତ ଘଟିଛି ଆଉ ଦୀପାବଳିର ଦିନକ ପୂର୍ବରୁ ଟିମ୍ ଇଣ୍ଡିଆ ଭେଟି ଦେଇଛି ଭାରତୀୟଙ୍କୁ…

ହିନା ଖାନଙ୍କ ବୋଲ୍ଡ ଲୁକ୍ ଦେଖି ଫ୍ୟାନ୍ସ ହେଲେ ଦିୱାନା

ମୁମ୍ବାଇ: ଟିଭି ଅଭିନେତ୍ରୀ ହିନା ଖାନ ଆଧୁନିକ ପୋଷାକରେ ଯେତେ ଗ୍ଲାମରସ ଲାଗନ୍ତି ଟ୍ରାଡିଶନାଲ ପୋଷାକରେ ଷ୍ଟାଇଲିସ୍ ଅନ୍ଦାଜରେ ସେ ଅଧିକ ସୁନ୍ଦର ଲାଗନ୍ତି। ନିକଟରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଟ୍ରାଡିଶନାଲ ଲୁକର କିଛି ଫଟୋ ସେୟାର କରିଛନ୍ତି। ହିନା ଖାନ ଏକତା କପୁରଙ୍କ…

ମ୍ୟାଚ ହାରିବା ପରେ ପାକିସ୍ତାନ କ୍ରିକେଟରୁ ଆସିଲା ଖରାପ ଖବର, ହସ୍ପିଟାଲରେ କ୍ରିକେଟର

ମେଲବର୍ଣ୍ଣ: ପାକିସ୍ତାନର କ୍ରିକେଟର ଉମର ଆକମଲ ଡାକ୍ତରଖାନାରେ ଭର୍ତ୍ତି। ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନ ହାରିବା ପରେ ଏହି ଖେଳାଳି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ମେଲବର୍ଣ୍ଣ ମ୍ୟାଚର ଦୁଇ ଦିନ ପୂର୍ବରୁ ପାକିସ୍ତାନର ଶାନ ମାସୁଦଙ୍କୁ…

ବିଗ୍ ବସ୍ ୧୬: ଫ୍ୟାନ୍ସଙ୍କୁ ପସନ୍ଦ ଆସୁନାହିଁ କରନ ଜୋହରଙ୍କ ହୋଷ୍ଟିଂ

ମୁମ୍ବାଇ: ଲୋକପ୍ରିୟ ଶୋ ବିଗ୍ ବସ୍ ହାଉସରେ ଚାଲିଥିବା ୱିକେଣ୍ଡ ୱାରରେ କରନ ଜୋହର ହୋଷ୍ଟ କରୁଛନ୍ତି। କିନ୍ତୁ ଦର୍ଶକଙ୍କୁ ସଲମାନ ଖାନଙ୍କ ହୋଷ୍ଟ ବହୁତ ପସନ୍ଦ ଆସୁଛି ଏବଂ କରନଙ୍କ ହୋଷ୍ଟକୁ ନାପସନ୍ଦ କରୁଛନ୍ତି ଦର୍ଶକ। ସଲମାନ ଖାନ ଯେପରି ପ୍ରତିଯୋଗୀମାନଙ୍କ ସହ କଥାବାର୍ତ୍ତା କରନ୍ତି ଏବଂ…

ସଲମାନ ରୁସଦି ଗୋଟିଏ ଆଖି ହରାଇଲେ

ନ୍ୟୁୟର୍କ: ଭାରତରେ ଜନ୍ମିତ ବ୍ରିଟିଶ ଔପନାସିକ ସଲମାନଙ୍କ ରୁସଦି ଏକ ଆଖି ହରାଇଛନ୍ତି । ତାଙ୍କୁ ଆକ୍ରମଣ ପରେ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଏପରି ସୂଚନା ମିଳିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବଡ ଖବର ସାମ୍ନାକୁ ଆସିଛି ।  ଛୁରି ମାଡରେ ତାଙ୍କ ବେକ ଓ ତଳିପେଟରେ ଗଭୀର ଆଘାତ…

ଫିଟ୍‌ନେସ୍ ସେଣ୍ଟରରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଭୁବନେଶ୍ବର:  ଭୁବନେଶ୍ୱରର ଜାଗମରା ସ୍ଥିତ ଫିଟ୍‌ନେସ୍ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। ଆଜି ରାତି ୧୦ଟାରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଅଗ୍ନିଶମ ବାହିନୀ ପହଁଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛି । ଦୁଇ ମହଲା ବିଶିଷ୍ଟ କୋଠାରେ ରହିଛି ଏହି ଫିଟ୍‌ନେସ୍ ସେଣ୍ଟର। ଏହାର ପ୍ରବେଶ…