Latest Odisha News

BREAKING NEWS

Browsing Category

ଫିଚର

ଇଟାଲୀର ସିନର ଜିତିଲେ ଅଷ୍ଟ୍ରେଲିଆନ ଓପନ ଟାଇଟଲ

ମେଲବୋର୍ଣ୍ଣ: ଇଟାଲୀର ଯୁବ ଖେଳାଳି ୟାନିକ ସିନର ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ୨୨ ବର୍ଷୀୟ ସିନର ଫାଇନାଲରେ ରୁଷିଆର ଡାନିଏଲ ମେଡଭେଡେବଙ୍କୁ ୩-୬, ୩-୬, ୬-୪, ୬-୪ ଓ ୬-୩ ସେଟରେ ପରାସ୍ତ କରିଥିଲେ । ସିନରଙ୍କ ଏହା କ୍ୟାରିୟରର ପ୍ରଥମ…

ଏହି ମନ୍ଦିରକୁ ଗଲେ ମୃତ୍ୟୁ ନିଶ୍ଚିତ

ନୂଆଦିଲ୍ଲୀ: ରହସ୍ୟରେ ଭରା ଆମ ଦୁନିଆ । ଏବେ ବି ପୃଥିବୀରେ ଏ ଭଳି ସ୍ଥାନ ରହିଛି ଯାହା ବିଷୟରେ ଶୁଣିଲେ ଲୋକଙ୍କୁ ବିଶ୍ୱାସ ହୁଏନି । ତୁର୍କୀର ପ୍ରାଚୀନ ସହର ହେରାପଲିସରେ ଏ ଭଳି ଏକ ମନ୍ଦିର ଅଛି ଯେଉଁଠାକୁ ଗଲେ ଫେରିବା ପ୍ରାୟତଃ ଅସମ୍ଭବ ମନେ ହୁଏ । ଏଠାରେ ଅନେକ ଲୋକଙ୍କ ରହସ୍ୟମୟ ଢ଼ଙ୍ଗରେ…

ମୃତ୍ୟୁଯନ୍ତା ପାଲଟିଛି ଦ୍ୱାରଶୁଣି ଘାଟି: ଟ୍ରକ ଓଲଟି ଡ୍ରାଇଭର ମୃତ, ପିଆଜ ବୋହିନେଲେ ଲୋକ

ବାରିପଦା: ମୟୂରଭଞ୍ଜ ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା । କିଛି ଦିନ ତଳେ ଏକ ଯାତ୍ରା ପାର୍ଟିର ଟ୍ରକ ଓଲଟି ୬ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ଏକ ପିଆଜ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଛି । ଯେଉଁଥିରେ ଟ୍ରକ ଚାଳକଙ୍କର ମୃତ୍ୟୁ ଘଟିଛି । ସୂଚନା…

BSKY ନବୀନ କାର୍ଡ; ଫେବ୍ରୁଆରୀ ୮ଯାଏଁ ଅନଲାଇନ୍ ପଞ୍ଜିକରଣ ବୃଦ୍ଧି

ଭୁବନେଶ୍ୱର: BSKY ନବୀନ କାର୍ଡ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଛି । ଆସନ୍ତା ଫେବ୍ରୁଆରୀ ୮ତାରିଖ ଯାଏଁ ଅନଲାଇନ୍ ପଞ୍ଜିକରଣ ବୃଦ୍ଧି କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ସୂଚନା ଦେଇଛନ୍ତି । ପୂର୍ବରୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନ…

ଭାରତ-ମିଆଁମାର ସୀମା ସିଲକୁ ବିରୋଧ କରିବ ମଣିପୁରର ଆଦିବାସୀ ସଂଗଠନ

ଇମ୍ଫାଲ୍: ଭାରତ-ମିଆଁମାର ସୀମାରେ ତାରବାଡ଼ ଘେରାଉ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର ନିଷ୍ପତ୍ତିକୁ ବିରୋଧ କରିବ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର ଏକ ଆଦିବାସୀ ସଂଗଠନ । ଆଇଟିଏଲଏଫ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଭାରତ-ମିଆଁମାର ସୀମାରେ ତାରବାଡ ଏବଂ…

ଗୁଜରାଟରେ ଭୂକମ୍ପ ଝଟକା, ଲୋକେ ଭୟଭୀତ

ଗାନ୍ଧିନଗର: ଗୁଜରାଟରେ ଭୂକମ୍ପ ଝଟକା। ଗୁଜରାଟର କଚ୍ଛ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ୍ ରିସର୍ଚ୍ଚ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଭଚାଉଠାରୁ ଉତ୍ତର-ଉତ୍ତର-ପୂର୍ବରେ ୨୧ କିଲୋମିଟର ଦୂରରେ…

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା, ୬ମୃତ

ଚେନ୍ନାଇ: ସିମେଣ୍ଟ ବୋଝେଇ ଟ୍ରକ ଓ କାର ମଧ୍ୟରେ ଧକ୍କା ହେବା ଫଳରେ ୬ଜଣଙ୍କର ମୃତ୍ୟୁ ହୋଇଛି।ଦକ୍ଷିଣ ତାମିଲନାଡୁର ସିଙ୍ଗିଲିପାଟ୍ଟି ଏବଂ ପୁନ୍ନୟାପୁରମ୍ ମଝିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଛି।ମୃତକମାନେ ହେଲେ କାର୍ତ୍ତିକ, ଭେଲ…

୨୭ ବର୍ଷ ପରେ ଅଷ୍ଟ୍ରେଲିଆକୁ ତାର ମାଟିରେ ହରାଇଲା ୱେଷ୍ଟଇଣ୍ଡିଜ

ବ୍ରିସବେନ: ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ ଆଜି ଇତିହାସ ରଚିଛି । ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିବାରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆକୁ ୮ ରନରେ ହରାଇ ସିରିଜକୁ ୧-୧ରେ ବରାବର କରିଛି । ୨୭ ବର୍ଷ ପରେ ଅଷ୍ଟ୍ରେଲିଆକୁ ତାର ମାଟିରେ ହରାଇବାରେ ୱେଷ୍ଟଇଣ୍ଡିଜ ସଫଳ ହୋଇଛି । ୧୯୯୭ରେ ୱେଷ୍ଟଇଣ୍ଡିଜ ଶେଷ…

ରାଷ୍ଟ୍ରୀୟ ସମ୍ମାନ ସହ ପଞ୍ଚଭୂତରେ ଲୀନ ହେଲେ ବର୍ଷୀୟାନ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ

ଯାଜପୁର: ପଞ୍ଚଭୂତରେ ଲୀନ ହେଲେ ଯାଜପୁର ଜିଲ୍ଲାର ଶତାୟୁ ପୁରୁଷ ତଥା ବର୍ଷୀୟାନ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ନରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ 102 ବର୍ଷ ହୋଇଥିଲା । ଶତାୟୁଙ୍କ ପାର୍ଥିବ ଶରୀର…

ନିଶ୍ଚିହ୍ନ ହୋଇଗଲା ପରିବାର: ଜିଅନ୍ତା ଜଳିଗଲେ ବାପା,ମା’ ଓ ୩ ଛୁଆ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବରେଲିରେ ଗୋଟିଏ ପରିବାର ୫ଜଣ ଜୀବନ୍ତ ଦଗ୍ଧ। ସ୍ୱାମୀ, ସ୍ତ୍ରୀ ଏବଂ ତିନି ନିରୀହ ଶିଶୁଙ୍କର ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି। ବରେଲିର ଫରିଦପୁରର ମୋହଲା ଫରାଖପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ଘର ବାହାରେ ତାଲା ପଡିଥିବାରୁ କେହି ହତ୍ୟା ପରେ ନିଆଁ ଲଗାଇ…