Latest Odisha News

BREAKING NEWS

Browsing Category

ଫିଚର

ପଞ୍ଜଶିର ଘାଟିରେ ତାଲିବାନଙ୍କ ବର୍ବରତା

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନଙ୍କ ଆଖି ପଞ୍ଜଶିର ଘାଟିର ବିଦ୍ରୋହୀଙ୍କ ଉପରେ ରହିଛି । ରିପୋର୍ଟ ମୁତାବକ ଚଳିତ ମାସରେ ତାଲିବାନୀମାନେ ୨୭ଜଣ ବିଦ୍ରୋହୀ ଏଠାରେ ହତ୍ୟା କରି ସାରିଛନ୍ତି । ଆଖିରେ ପଟି ବାନ୍ଧି ସେମାନଙ୍କ ଗୁଳି କରାଯାଉଥିବା ଭିଡିଓ ଏବେ ଭାଇରାଲ ହେଉଛି ।…

ଆର୍ୟାନ ଖାନ ମାମଲା: ଏନସିବିରେ ବଡ଼ ଖୁଲାସା, ଅଧିକାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ

ମୁମ୍ବାଇ: ଗତ ବର୍ଷ ଅକ୍ଟୋବରରେ ଏନସିବିର ମୁମ୍ବାଇ ୟୁନିଟ୍ ଡ୍ରଗ୍ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରିଥିଲା। ଗୋଟିଏ ବର୍ଷ ପରେ ଏନସିବିର ଭିଜିଲାନ୍ସ ଟିମ୍ ଏହାର ନିର୍ଦ୍ଦେଶକଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଏନସିବିର ମୁମ୍ବାଇ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ଅପରାହ୍ନ ୫ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଅର୍ଥାତ ପାଞ୍ଚ ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି। ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଦ୍ଵିତୀୟ…

ଗ୍ୟାଙ୍ଗଷ୍ଟାର ଓ ଆତଙ୍କବାଦୀ ମଧ୍ୟରେ ରହିଛି ସମ୍ପର୍କ, ୫୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଏନଆଇଏ ଚଢଉ

ନୂଆଦିଲ୍ଲୀ: ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଚଢଉ କରିଛି। ବିଭିନ୍ନ ଗ୍ୟାଙ୍ଗଷ୍ଟାର ଓ ଆତଙ୍କବାଦୀ ଗୋଷ୍ଠୀଙ୍କ ସହ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ମଧ୍ୟରେ ସମ୍ପର୍କ ରହିଥିବା ସୂଚନା ପାଇ ପୋଲିସ ସହଯୋଗରେ ମଙ୍ଗଳବାର ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ,…

ପତ୍ନୀ ସହ ଶ୍ୱଶୁର ଘରର ପରିବାର ଲୋକଙ୍କୁ ଜିଅନ୍ତା ଜାଳିଦେଲା ଜ୍ୱାଇଁ

ଚଣ୍ଡିଗଡ଼: ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଅଭାବନୀୟ ଦୃଶ୍ୟ। ଜିଲ୍ଲାର ମୋହିତପୁରରେ ଜଣେ ଯୁବକ ନିଜ ଶାଶୁ ଘରକୁ ଯାଇ ପତ୍ନୀ, ଝିଅ, ପୁଅ ସମେତ ଶାଶୁ ଓ ଶ୍ୱଶୁରଙ୍କୁ ଜୀବନ୍ତ ଜାଳି ଦେଇଛି। ପତ୍ନୀ ଘରକୁ ନଫେରିବାରୁ ଏହି ୩୦ ବର୍ଷୀୟ ଯୁବକ ପତ୍ନୀ ଏବଂ ତାଙ୍କ ପରିବାର ଲୋକଙ୍କ ସହ ଏପରି କାଣ୍ଡ…

ଦିଲ୍ଲୀରେ ୨୦୦୦ କିଲୋରୁ ଅଧିକ ବାଣ ଜବତ, ୬ ଗିରଫ

ନୂଆଦିଲ୍ଲୀ: ଆସୁଛି ଦୀପାବଳି, ଆରମ୍ଭ ହେଲାଣି ବେଆଇନ ବାଣ କାରବାର। ମଙ୍ଗଳବାର ଦିଲ୍ଲୀ ପୋଲିସ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢଉ କରି ୨୦୦୦ କିଲୋରୁ ଅଧିକ ବାଣ ଜବତ କରିଛି। ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଦୀପାବଳି ପୂର୍ବରୁ ଦିଲ୍ଲୀ ପୋଲିସ ଆକ୍ସନ ମୁଡରେ ରହିଛି। ଦିଲ୍ଲୀ…

ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ୨୦୨୩-୨୪ ବିପଣନ ଋତୁ ପାଇଁ ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ମଞ୍ଜୁରି ମିଳିଛି । ଚାଷୀମାନଙ୍କୁ ସେମାନଙ୍କର…

ଠିକା ନିଯୁକ୍ତି ପ୍ରଥାରୁ ହଟିଲେନି ପ୍ରାଥମିକ ସ୍କୁଲର ଶିକ୍ଷକ, ଝାଡିଲେ ଅସନ୍ତୋଷ

ଭୁବନେଶ୍ୱର: ରାଜ୍ୟ ସରକାର ଠିକା ନିଯୁକ୍ତି ପ୍ରଥା ହଟାଇଛନ୍ତି । ଏପରି କରି ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି ବୋଲି ଶାସକ ଦଳର ନେତା କହୁଛନ୍ତି । କିନ୍ତୁ ସରକାର ଯେଉଁ ଠିକା ବ୍ୟବସ୍ଥା ଉଚ୍ଛେଦ କରିଛନ୍ତି ତାହା ସମସ୍ତଙ୍କ ପାଇଁ ନୁହେଁ ବୋଲି ସୂଚନା ରହିଛି । ଆଉ ଯେଉଁମାନେ ଠିକାରୁ…

କିଏ ହେବେ କଂଗ୍ରେସ ସଭାପତି ? ଆଜି ହେବ ଘୋଷଣା

ନୂଆଦିଲ୍ଲୀ: ​​ମଲ୍ଲିକାର୍ଜୁନ ଖଡ଼ଗେ ସଭାପତି ହେବେ କି ଶଶୀ ଥରୁର ।  ଆଜି 24 ବର୍ଷ ପରେ କଂଗ୍ରେସ ଏହାର ପ୍ରଥମ ଅଣ-ଗାନ୍ଧୀ ସଭାପତି ପାଇବ। କଂଗ୍ରେସ ସଭାପତି ପଦ ପାଇଁ ଭୋଟ୍ ଗଣନା ଆଜି  ବୁଧବାର ଦିନ ଅନୁଷ୍ଠିତ ହେବ।  24 ବର୍ଷ ପରେ ଗାନ୍ଧୀ ପରିବାର ବାହାରେ ଜଣେ ନେତା ଦେଶର ସର୍ବ ପୂରାତନ…

ଭାରତୀୟ ଟିମ ପାକିସ୍ତାନ ଗସ୍ତ ନକଲେ ଦିନିକିଆ ବିଶ୍ୱକପରୁ ଓହରିଯିବାକୁ ଚେତାବନୀ ଦେଲା ପାକିସ୍ତାନ!

ଇସଲାମାବାଦ: ପାକିସ୍ତାନରେ ଏବେ କ୍ରିକେଟକୁ ନେଇ ଚର୍ଚା ଜୋର ଧରିଛି ।  ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ଯିବ ନାହିଁ କହିବା ପରେ ପାକିସ୍ତାନରେ ଏବେ ଘନ ଘନ ବୈଠକ ଚାଲିଛି ।  ବିସିସିଆଇ ସମ୍ପାଦକ ଜୟ ଶାହ ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ବର୍ଷ ପାକିସ୍ତାନ ଗସ୍ତରେ ଯିବ ନାହିଁ ଭାରତ ।…