Latest Odisha News

BREAKING NEWS

Browsing Category

ଫିଚର

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା, ମମତାଙ୍କ ଦଳର ଆଉ ଜଣେ ବିଧାୟକ ଗିରଫ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଆଉ ଜଣେ ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ। ଇଡି ଏହି ବିଧାୟକଙ୍କୁ ଗିରଫ କରିଛି। ଏହାପୂର୍ବରୁ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଗିରଫ ହୋଇ ଜେଲରେ ରହିଛନ୍ତି। ମାଣିକ…

ଅକ୍ଟୋବର ମାସ ଆସିଲେ ଉପକୂଳିଆ ଲୋକଙ୍କୁ ଘାରୁଛି ବାତ୍ୟା ଭୟ

ଭୁବନେଶ୍ୱର: ପ୍ରତିବର୍ଷ ବାତ୍ୟା ଦେଖୁଛି ଓଡ଼ିଶା । କେବେ ମେ’ତ ଆଉ କେବେ ଅକ୍ଟୋବର ଓ ନଭେମ୍ବରରେ ଓଡ଼ିଶାରେ ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼ । ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ବଙ୍ଗୋପସାଗରରେ ୧୮୭୭-୨୦୦୫ ମସିହା ମଧ୍ୟରେ ବଢ଼ିଛି ବାତ୍ୟା ସଂଖ୍ୟା । ମୁଖ୍ୟତଃ ଏସବୁ ବାତ୍ୟା ମେ ମାସରୁ ନେଇ…

ଆଜି ବି ଅଛନ୍ତି ରେଖା ଓ ଅମିତାଭ ବଚ୍ଚନଙ୍କ ଦିୱାନା, ଜାଣନ୍ତୁ ଏହି ଯୋଡିଙ୍କ ପ୍ରେମ କାହାଣୀ

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ କାହାଣୀ ସମ୍ପର୍କରେ ସମସ୍ତେ ଅବଗତ ଅଛନ୍ତି। ସେମାନଙ୍କର ପ୍ରେମ କାହାଣୀ ଏବେ ମଧ୍ୟ ଲୋକମାନଙ୍କ ପାଇଁ ଏକ ଆଲୋଚନାର ବିଷୟ ପାଲଟିଥାଏ। ଯଦିଓ ଅମିତାଭ ବଚ୍ଚନ ଜୟା ବଚ୍ଚନଙ୍କୁ ବିବାହ କରିଛନ୍ତି, କିନ୍ତୁ ତାଙ୍କର ପ୍ୟାର କା ପଞ୍ଚନାମା କେବଳ…

ଆର ପାରିରେ ଛେଲେ ଶୋ ଫିଲ୍ମର ଶିଶୁ କଳାକାର ରାହୁଲ

ମୁମ୍ବାଇ: ଓସ୍କାର ପୁରସ୍କାର ପାଇଁ ଯାଇଥିବା ଭାରତୀୟ ଫିଲ୍ମ ଛେଲେ ଶୋର ଶିଶୁ କଳାକାର ରାହୁଲ କୋଲୀ ଆଉ ନାହାନ୍ତି । ୧୫ ବର୍ଷୀୟ ରାହୁଲ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ଫିଲ୍ମ ଶୁଟିଂ ବେଳେ ତାଙ୍କୁ କ୍ୟାନସର ହୋଇଥିବା ଜଣା ପଡିଥିଲା । ଫିଲ୍ମ ରିଲିଜ ହେବା ପୂର୍ବରୁ ତାଙ୍କ…

ନୂଆ ନିୟମ ଜାରି କଲା ବିଏମସି, ନମାନିଲେ ଦେବେ ଜୋରିମାନା

ଭୁବନେଶ୍ୱର: ଭୁବନେଶ୍ୱରକୁ ସ୍ବଚ୍ଛ ରଖିବା ନିମନ୍ତେ ଭୁବନେଶ୍ବର ମହାନଗର ନିଗମ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛି। ଘର ବାହାରେ ୫ ମିଟର ପର୍ଯ୍ୟନ୍ତ ସଫା ନରଖିଲେ ଜୋରିମାନା ଦେବାକୁ ହେବ ବୋଲି ପୂର୍ବରୁ କହିଥିଲା ବିଏମସି। ଏବେ ଏହି ଧାରାରେ ଏଣିକି ଘର ବାହାରେ ଦୁଇଟି ଡଷ୍ଟବିନ୍ ବା…

୮୦ ବର୍ଷରେ ପାଦ ଥାପିଲେ ବିଗ୍‌ ବି ଅମିତାଭ ବଚ୍ଚନ

ମୁମ୍ବାଇ: ଆଜି ହେଉଛି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ  । ୮୦ ବର୍ଷରେ ପାଦ  ଦେଇଛନ୍ତି ବିଗ୍‌ ବି ଅମିତାଭ  । ଗୋଟିଏ ନାଁ  କିନ୍ତୁ ସାଉଁଟିଛନ୍ତି ଅନେକ ଚରିତ୍ର ଓ ଅନେକ ପରିଚୟ । ୧୯୪୨ ମସିହା ଅକ୍ଟୋବର ମାସ ଆଜିର ଦିନରେ ଉତ୍ତର ପ୍ରଦେଶର ଆଲ୍ଲାହାବାଦରେ ଜନ୍ମଗ୍ରହଣ କରିଥିଲେ ଅମିତାଭ…

ପାକିସ୍ତାନରେ ଆତଙ୍କବାଦୀଙ୍କ ରାସ୍ତା ଅବରୋଧ, ଜେଲରେ ଥିବା ସାଥୀଙ୍କୁ ମୁକ୍ତ କରିବାକୁ ଦାବି

ଇସଲାମାବାଦ: ଏବେ ବି ଆତଙ୍କବାଦୀଙ୍କ କବଜାରେ ଅଛନ୍ତି ପାକିସ୍ତାନ ମନ୍ତ୍ରୀ ଓ ପର୍ଯ୍ୟଟକ। ଆତଙ୍କବାଦୀମାନେ ରାସ୍ତାରୁ ମନ୍ତ୍ରୀ ଓ ପର୍ଯ୍ୟଟକଙ୍କୁ ଉଠାଇ ନେବା ସହ ଜେଲରେ ବନ୍ଦି ଥିବା ସାଥୀ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ସେପଟେ ମନ୍ତ୍ରୀ ଏବଂ ପର୍ଯ୍ୟଟକଙ୍କୁ ଛଡେଇ…

ଆଜିଠୁ ଆରମ୍ଭ ହେଉଛି ଅଣ୍ଡର-17 ମହିଳା ଫିଫା ବିଶ୍ବକପ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଉଛି ଅଣ୍ଡର-17 ମହିଳା ଫିଫା ବିଶ୍ବକପ  । ଆଜି ସଂଧ୍ୟା ୮ଟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦଘାଟନୀ ମ୍ୟାଚରେ ଆଜି ସାମ୍ନାସାମ୍ନି ହେବେ ଭାରତ ଓ ଶକ୍ତିଶାଳୀ ଆମେରିକା। ଏନେଇ ଦୁଇଦଳ ଅଭ୍ୟାସ…

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ: ଆଜି ଧାମନଗର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିବେ ସୂର୍ଯ୍ୟବଂଶୀ ସୂରଜ । ସକାଳ ୧୧ଟା ୫ ମିନିଟରେ ସୂର୍ଯ୍ୟବଂଶୀ ସୂରଜ ନିଜର ନାମାଙ୍କନ ପତ୍ର ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିବା ନେଇ ସୂଚନା ମିଳିଛି ।  ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା…

ରାଜ୍ୟ ସରକାର ୨ ହଜାର ସ୍କୁଲରେ ବାଣ୍ଟିବେ ୪୩ ହଜାର ଫୁଟବଲ୍

ଭୁବନେଶ୍ବର: ଆସନ୍ତାକାଲିଠାରୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ଅଣ୍ଡର 17 ମହିଳା ଫିଫା ବିଶ୍ବକପ ।  ପ୍ରଥମ ଥର ପାଇଁ ଓଡ଼ିଶାରେ ଫିଫା ବିଶ୍ବକପ  ଆୟୋଜିତ ହେବାକୁ ଯାଉଥିବା ବେଳେ ଏଥିପାଇଁ ଫୁଟବଲ ପ୍ରେମୀମାନେ ବେଶ ଉତ୍ସାହିତ ଅଛନ୍ତି । ଏହି ଅବସରରେ ରାଜ୍ୟରେ ଫୁଟବଲ ଖେଳର ବିକାଶ ଓ…