Latest Odisha News

BREAKING NEWS

Browsing Category

ଫିଚର

ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଜନସ୍ୱାସ୍ଥ୍ୟ ବିଭାଗ ଡିଭିଜନ୍-୧, ଭୁବନେଶ୍ୱରର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ୩ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଭୁବନେଶ୍ୱର…

ଇନଭର୍ଟର ପରି କାର୍ଯ୍ୟ କରେ ଏହି କମ ମୂଲ୍ୟର ସୋଲାର ପାୱାର ଜେନେରେଟର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣଙ୍କ ଘରେ ବାରମ୍ବାର ବିଦ୍ୟୁତ ସରବରାହ ସମସ୍ୟା ଦେଖାଦେଉଛି, ତେବେ ଆପଣ ନିଶ୍ଚିତ ଭାବେ ଇନଭର୍ଟର କିଣୁଥିବେ। ନହେଲେ ବୈଦ୍ୟୁତିକ ଉପକରଣଗୁଡିକ ଚଳାଇବାରେ ବହୁ ଅସୁବିଧା ହେବ। କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ଏହି ଇନଭର୍ଟର କିଣିବା ପାଇଁ ସକ୍ଷମ ନଥାନ୍ତି।…

୩ ଥରର ମୁଖ୍ୟମନ୍ତ୍ରୀ, ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମଙ୍କ ଦେହାନ୍ତ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି । ୮୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ମୁଲାୟମ । ଉଚ୍ଚ ରକ୍ତଚାପ ଓ ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁଁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ…

ଖାକିରେ କଳଙ୍କ, ରାସ୍ତା କଡ଼ରେ ଶୋଇଥିବା ଯୁବକଙ୍କ ମୋବାଇଲ୍ ଚୋରି କଲା ପୋଲିସ

ଲକ୍ଷ୍ନୌ: ପୁଣି ଖାକିରେ କଳଙ୍କ । ପୋଲିସ ସାଜିଲା ଚୋର । ପୋଲିସ ଯଦି ସାଧାରଣ ଲୋକଙ୍କଠାରୁ ଚୋରି କରିବ ତେବେ ନ୍ୟାୟ କାହାଠୁ ଆଶା କରାଯିବ। ଏପରି ଏକ ଦୃଶ୍ୟ ଉତ୍ତରପ୍ରଦେଶର କାନପୁରରେ ଦେଖିବାକୁ ମିଳିଛି। କାନପୁର ମହାରାଜପୁର ଅଞ୍ଚଳରେ ଏକ ରାସ୍ତା କଡ଼ରେ ଶୋଇଥିବା ଜଣେ ଯୁବକଙ୍କ ମୋବାଇଲ…

ଖାଦ୍ୟ ସହ ବିଳମ୍ବରେ ପହଞ୍ଚିଲେ ଜୋମାଟୋ ଡେଲିଭରି ବୟ, ଚନ୍ଦନ ଲଗାଇ ପୂଜା କଲେ ଗ୍ରାହକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋସିଆଲ ମିଡ଼ିଆ ଆସିବା ପରଠାରୁ କେଉଁ ଅଞ୍ଚଳରେ କିପରି ଘଟଣା ଘଟୁଛି ତାହା ଆମେ ସହଜରେ ଜାଣିପାରୁଛୁ। ବେଳେ ବେଳେ ଦେଶର ଖବର ସମ୍ବନ୍ଧୀୟ ହେଉ କିମ୍ବା କିଛି କୌତୁହଳ କଥା, ସମସ୍ତ ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୁଏ। ନିକଟରେ ପୁଣି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ…

ନାଇଜେରିଆରରେ ନୌକାବୁଡି ୭୬ ମୃତ

ଓଡିଶା ସମ୍ବାଦ ବ୍ୟୁରୋ: ନାଇଜେରିଆର ଅନମ୍ବ୍ରା ରାଜ୍ୟସ୍ଥିତ ଏକ ନଦୀରେ ନୌକା ଓଲଟି ୭୬ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ଏହା ସ୍ପଷ୍ଟ କରିଛନ୍ତି। କୁହାଯାଉଛି ଯେ ନୌକାରେ କ୍ଷମତାରୁ ଅଧିକ ଯାତ୍ରୀ ପରିବହନ ଲାଗି ଏପରି ଦୁର୍ଘଟଣା ଘଟିଛି।…

ବିବାହିତ ପୁରୁଷ ଜାଣି ସୁଦ୍ଧା ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: କେରଳ ହାଇକୋର୍ଟ

ଥିରୁବନ୍ତପୁରମ: କେରଳ ହାଇକୋର୍ଟ ବିବାହିତ ପୁରୁଷଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏକ ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଯଦି ଜଣେ ବିବାହିତ ପୁରୁଷଙ୍କ ସହ ଜଣେ ମହିଳାଙ୍କ ଶାରୀରିକ ସମ୍ପର୍କ ରହିଛି, ଏପରିକି ପୁରୁଷ ବିବାହିତ ବୋଲି ଜାଣି ସୁଦ୍ଧା ମହିଳା ଯଦି…

୨୦୧୯ରେ ବିଜେପି ହାରିଥିବା ଲୋକସଭା ଆସନରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ରାଲି

ନୂଆଦିଲ୍ଲୀ: ମିଶନ ୨୦୨୪ । ବିଜେପି ଆରମ୍ଭ କଲା ରଣନୀତି । ୨୦୧୯ ସାଧାରଣ ନିର୍ବାଚନରେ ଯେଉଁ ୧୪୪ ଲୋକସଭା ଆସନରେ ଦଳ ହାରିଥିଲା ସେହି ଆସନକୁ ମଜବୁତ କରିବାକୁ ଯୋଜନା କରିଛି ବିଜେପି । ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ପୂର୍ବରୁ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଗୃହମନ୍ତ୍ରୀ…

ଅଷ୍ଟ୍ରେଲିଆରେ ୧୧ ବର୍ଷ ପରେ ଟି-୨୦ କ୍ରିକେଟରେ ଇଂଲଣ୍ଡର ପ୍ରଥମ ବିଜୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘରୋଇ ଟି -୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଷ୍ଟ୍ରେଲିଆ ୧୧ ବର୍ଷ ମଧ୍ୟରେ ଇଂଲଣ୍ଡଠୁ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି।  ଇଂଲଣ୍ଡର ଏଲେକ୍ସ ହେଲ୍ସ (୮୪) ଏବଂ ଜୋସ୍ ବଟଲର (୬୮) ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହିତ ମାର୍କ ଉଡ (୩୪/୩)ଙ୍କ ଘାତକ ବୋଲିଂ ଯୋଗୁଁ ଇଂଲଣ୍ଡ…

ନାବାଳିକା ଗର୍ଭବତୀ ହେବା ଘଟଣା; ସେବାସଦନରେ ସମୀକ୍ଷା କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ମନ୍ତ୍ରୀ ସୁରମା…

ଜି. ଉଦୟଗିରି: କନ୍ଧମାଳ ବେଲଘର ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ଘଟଣାରେ ରବିବାର ଜି ଉଦୟଗିରୀ ସ୍ଥିତ ସୁଭଦ୍ରା ମହତାବ ସେବା ସଦନ ଆସିଥିଲେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ସ୍ମୃତି ରେଖା ପଟ୍ଟନାୟକଙ୍କ ବ୍ୟତୀତ ମହିଳା ମୋର୍ଚ୍ଚା ର କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ ବିଜେପି ନେତୃବୃନ୍ଦ।…