Latest Odisha News

BREAKING NEWS

Browsing Category

ଫିଚର

କେମିତି ଦୂର ହେବ କୋଷ୍ଠକାଠିନ୍ୟ ସମସ୍ୟା ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲର ଖରାପ ଜୀବନଶୈଳୀ ଯୋଗୁଁ ଲୋକଙ୍କ ପେଟ ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ଏହି ସମସ୍ୟାଗୁଡିକ ଅନ୍ୟାନ୍ୟ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ଜୀବନଶୈଳୀ ବଦଳିବା ଯୋଗୁଁ ଅଧିକାଂଶ ଲୋକ ବିଭିନ୍ନ ଶାରୀରିକ ଏବଂ ମାନସିକ ସମସ୍ୟାର ଶିକାର ହେଉଛନ୍ତି।…

ଅମିତାଭ ବଚ୍ଚନଙ୍କ ବିରୋଧରେ ଜୟା ବଚ୍ଚନଙ୍କ ଅଭିଯୋଗ, କହିଲେ ମୋର ପ୍ରଶଂସା କରନ୍ତି ନାହିଁ

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଯୋଡି ହେଉଛି ଇଣ୍ଡଷ୍ଟ୍ରିର ଅନ୍ୟତମ ପ୍ରତୀକ ଯୋଡି। ସେମାନଙ୍କୁ ଅନେକ ପୁରସ୍କାର ଶୋ’ରେ ଏକାଠି ଦେଖିବାକୁ ମିଳିଛି। ନିକଟରେ ଦୁହେଁ ପୁଣି ଥରେ 'କୌନ ବନେଗା କରୋଡପତି ମଞ୍ଚ'ରେ ଏକାଠି ହୋଇଥିଲେ। ଯେଉଁଠାରେ ଜୟା ବଚ୍ଚନ ତାଙ୍କ ସ୍ୱାମୀଙ୍କ ଉପରେ…

ଗାଈକୁ ଜାତୀୟ ପଶୁ କରିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗାଈକୁ ଜାତୀୟ ପ୍ରାଣୀ ମାନ୍ୟତା ପ୍ରଦାନ ପାଇଁ କରାଯାଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଏପରିକି ଏ ନେଇ ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଚାରପତି ସଞ୍ଜୟ କିଶାଲ କୌଲ ଆବେଦନକାରୀ ଓକିଲଙ୍କ ପଚାରିଥିଲେ ଏହା କଣ…

ଟ୍ରେନ ଟିକେଟ କିଣିବାକୁ ନଥିଲା ଟଙ୍କା, ଶୌଚାଳୟରେ ଲୁଚି ରହୁଥିଲେ ଗଜଲ ଗାୟକ ଜଗଜିତ୍ ସିଂ

ମୁମ୍ବାଇ: ଗଜଲ ଜଗତର ସମ୍ରାଟ ଭାବେ ପରିଚିତ ଜଗଜିତ୍ ସିଂ। ଜଗଜିତ୍ ସିଂଙ୍କ ଭଳି କଳାକାରଙ୍କୁ ଯେତେ ପ୍ରଶଂସା କରିବା ସେତେ କମ ହେବ। ତାଙ୍କ ଜୀବନ କାହାଣୀ ଉପରେ ଅନେକ ପୁସ୍ତକ ଲେଖାଯାଇଛି। ଏହି ପୁସ୍ତକରୁ ଜଣାଯାଏ ଯେ ସେ ଅନେକ ସଂଘର୍ଷ କରିଛନ୍ତି। ଯେତେବେଳେ ଜଗଜିତ ସିଂ ପ୍ରଥମଥର ପାଇଁ…

ୟୁକ୍ରେନ୍ ଉପରେ ୭୫ଟି ମିସାଇଲ୍ ମାଡ଼ କଲା ଋଷ

କିଭ୍: ଋଷ ସହ କ୍ରିମିଆକୁ ଯୋଡ଼ୁଥିବା ବ୍ରିଜ୍ ବିସ୍ଫୋରଣ ପରେ ପୁଣି ରକ୍ତମୁଖା ହୋଇଛି ଋଷ । ଆଜି ୟୁକ୍ରେନର ବିଭିନ୍ନ ସହରରେ ଋଷ ପ୍ରାୟ ୭୫ଟି ମିସାଇଲ୍ ମାଡ଼ କରିଛି । କେବଳ କିଭରେ ୩ଟି ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ୟୁକ୍ରେନ୍ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଛପି…

ବିବାହର ୪ ମାସ ପରେ ଯମଜ ସନ୍ତାନର ମାଆ ହେଲେ ନୟନତାରା

ମାଡ୍ରାସ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ନୟନତାରା ବିବାହାର ୪ମାସ ପରେ ଯମଜ ସନ୍ତାନର ମାଆ ହୋଇଛନ୍ତି । ନୟନତାରା ଏବଂ ତାଙ୍କ ପତି ବିଘ୍ନେଶ ଶିବନ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ପୁଅଙ୍କ ପାଦକୁ ନୟନତାରା ଏବଂ ବିଘ୍ନେଶ ଗେହ୍ଲ କରୁଥିବା ଦେଖିବାକୁ ମିଳିଛି ।…

ଅଫିସରେ ଭଡ଼ା ଲାଗିଥିବା ଗାଡ଼ି ପାଇଁ କନିଷ୍ଠ କିରାଣିଙ୍କ ଦ୍ୱାରା ଲାଞ୍ଚ ନେଉଥିଲେ DEO

ଯାଜପୁର: ଲାଞ୍ଚ ନେଇ ଧରା ପଡ଼ିଲେ ଜିଲ୍ଲା ନିଯୁକ୍ତି ଅଫିସର । ଯାଜପୁର ଜିଲ୍ଲା ନିଯୁକ୍ତି ଅଧିକାରୀ ତାପସ କୁମାର ସ୍ୱାଇଁ ଭିଜିଲାନ୍ସ ହାତରେ ପଡ଼ିଛନ୍ତି । ତାଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣିଙ୍କ ହାତରେ ୧୨ ହଜାର ୬ ଶହ ଟଙ୍କା ଲାଞ୍ଚ ନେଉଥିଲେ ତାପସ ସ୍ୱାଇଁ । ଅଫିସ୍ କାର୍ଯ୍ୟ ପାଇଁ…

ଆଜିବି ଲୋକଙ୍କ ଭିତରେ ରହିଛି ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଡନ୍’ର କ୍ରେଜ୍, ଥିଏଟରରେ ବାଜୁଛି ତାଳି

ମୁମ୍ବାଇ: ଭେଟେରାନ୍ ଅଭିନେତ୍ରୀ ଶବାନା ଆଜମୀ ଅମିତାଭ ବଚ୍ଚନଙ୍କ ୮୦ତମ ଜନ୍ମଦିନ ଅବସରରେ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନର ଚଳଚ୍ଚିତ୍ର 'ଫେଷ୍ଟିଭାଲ୍ - ବଚ୍ଚନ ବ୍ୟାକ୍ ଟୁ ଦ ବିଗିନିଂ'ରେ ଯୋଗ ଦେଇଥିଲେ। ଏହି ଫିଲ୍ମ ଫାଉଣ୍ଡେସନ ୪ ଦିନ ଧରି ଚାଲିବ। ଏହି କାରଣରୁ ଶନିବାର ମୁମ୍ବାଇର ଜୁହୁସ୍ଥିତ…

ନାଁ ମୁଲାୟମ..କିନ୍ତୁ ରାଜନୀତିରେ ନେଉଥିଲେ କଠୋର ନିଷ୍ପତି

ନୂଆଦିଲ୍ଲୀ:ରାଜନୀତି ଆଖଡାରେ ପ୍ରତିଷ୍ଠିତ ପହିଲମାନ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଯାଇଛି । ୨୫ ବର୍ଷର ରାଜନୈତି କ୍ୟାରିୟରରେ ମୁଲାୟମ ୫ଥର ଦଳ ବଦଳାଇବା ପରେ ଶେଷରେ ନିଜ ପାର୍ଟି ତିଆରି କରିଥିଲେ । ୧୯୬୭ରେ ସୋସଲିଷ୍ଟ ପାର୍ଟି ଟିକେଟରେ ଲଢ଼ି ପ୍ରଥମ ଥର ପାଇଁ ନିର୍ବାଚନ ଜିତିଥିଲେ । ଏହାର…

ରାଜନୀତିର ୫୫ ବର୍ଷ, ମୁଲାୟମ ଯେବେ ହୋଇଥାନ୍ତେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଦେଶର ହିନ୍ଦୀ ଭାଷାଭାଷୀ ଅଞ୍ଚଳର ରାଜନୀତିରେ ୫ ଦଶନ୍ଧିରୁ ଅଧିକ ସମୟ ଧରି ସକ୍ରିୟ ଥିଲେ ମୁଲାୟମ ସିଂ ଯାଦବ । ୫୫ ବର୍ଷର ଲମ୍ବା ରାଜନୈତିକ ଜୀବନ ଭିତରେ ମୁଲାୟମ ପ୍ରଧାନମନ୍ତ୍ରୀ ହେଉ ହେଉ ଅଟକି ଯାଇ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ । ୭ ଥର ସାଂସଦ ରହିଥିବା ମୁଲାୟମ ୮ ଥର…