Latest Odisha News

BREAKING NEWS

Browsing Category

ଫିଚର

ଦୁଇ ମହିଳା ମଓବାଦୀଙ୍କ ସହ କଂଗ୍ରେସ ନେତା ଗିରଫ

ରାୟପୁର: ପୋଲିସ ଜଣେ କଂଗ୍ରେସ ନେତାଙ୍କ ସମେତ ଦୁଇ ମହିଳା ମାଓବାଦୀଙ୍କୁ ଗିରଫ କରିଛି । ଦୁଇ ମହିଳା ମାଓବାଦୀଙ୍କୁ ଚିକିତ୍ସା ପାଇଁ ତେଲେଙ୍ଗାନା ନେଇଯାଉଥିଲେ କଂଗ୍ରେସ ନେତା। ଗିରଫ କଂଗ୍ରେସ ନେତା ଛତିଶଗଡ ବିଜାପୁରର। ପୋଲିସ ସୂଚନା ପାଇଥିଲା ଯେ ବିଜାପୁର ଜିଲ୍ଲାର ଭୋପାଳପାଟନମ୍ ବ୍ଲକରେ…

ପୁଟିନ ଡାକିଲେ ସୁରକ୍ଷା ପରିଷଦ ଜରୁରୀ ବୈଠକ, ଚିନ୍ତାରେ ୟୁକ୍ରେନ

ମସ୍କୋ: ୟୁକ୍ରେନର ସ୍ଥିତି ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିଛନ୍ତି । ସୋମବାର ବସିବାକୁ ଥିବା ଏହି ବୈଠକରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବଡ଼ ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଏହି ବୈଠକ ପୂର୍ବରୁ ସମଗ୍ର ୟୁକ୍ରେନରେ…

ନକଲି ପୋଲିସ ଗିରଫ, ସ୍ଥାନୀୟ ଲୋକେ ଦେଲେ ଉତ୍ତମ ମଧ୍ୟମ

ଘଟଗାଁ: ନକଲି ପୋଲିସ ଗିରଫ । କେନ୍ଦୁଝର ଘାଟଗାଓଁ ପୋଲିସ ଏହି ନକଲି ପୋଲିସକୁ ଗିରଫ କରିଛି । ଚାକିରୀ ଦେବା ବାହାନା କରି ଠକେଇ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହ ଘେରୁ ଆସିଥିଲା  ପରେ ଗିରଫ କରିଛି ପୋଲିସ। ଗିରଫ ବ୍ୟକ୍ତି ସୁଜିତ ପଢ଼ିଆରୀ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି।…

ହିନ୍ଦୁ ଦେବତାଙ୍କୁ ଅପମାନିତ କରି ବିବାଦୀୟ ହେବା ପରେ ଇସ୍ତଫା ଦେଲେ କେଜ୍ରିଓ୍ୱାଲଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ଶାସକ ଦଳ ଆମ୍ ଦାମି ପାର୍ଟି ସରକାରର ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ହିନ୍ଦୁ ଦେବତାଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି, ଯେଉଁ କାରଣରୁ ସେ ସମାଲୋଚିତ ହେବା ପରେ ସେ ଇସ୍ତଫା ଦେଇଛନ୍ତି। ଆପ ସରକାରରେ ସାମାଜିକ କଲ୍ୟାଣ…

‘ଭଲ ହୋଇଛି, ମୁସଲିମଙ୍କ ଜନସଂଖ୍ୟା କମୁଛି, ଆହୁରି କମିବା ଦରକାର’

ନୂଆଦିଲ୍ଲୀ: ହରିଆଣା ଗୃହମନ୍ତ୍ରୀ ଅନୀଲ ଭିଜ ରବିବାର ଏଆଇଏମଆଇଏମ ମୁଖ୍ୟ ତଥା ଲୋକସଭା ସାଂସଦ ଅସଦୁଦ୍ଦିନ ଓୱେସୀଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଏହା ଭଲ କଥା ଯେ ମୁସଲମାନଙ୍କ ସଂଖ୍ୟା କମିବାରେ ଲାଗିଛି । ଏହାକୁ ଆହୁରି କମ୍ କରିବା ଦରକାର।  ଭାରତରେ ମୁସଲମାନଙ୍କ ସଂଖ୍ୟା କମୁଛି…

ରାଷ୍ଟ୍ରପତି ମୁର୍ମୁଙ୍କୁ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତାଙ୍କୁ ରାଉରକେଲାରେ ଅଣ୍ଡାମାଡ

ରାଉରକେଲା: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ଡକ୍ଟର ଉଦିତ ରାଜଙ୍କୁ ବିରୋଧ । ରବିବାର ରାଉରକେଲାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କଂଗ୍ରେସ ନେତା ଉଦିତ ରାଜ…

ବିଜେଡି ନେତାଙ୍କୁ ବଡ଼ ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ବିଭିନ୍ନ ବୋର୍ଡର ଅଧ୍ୟକ୍ଷ ଓ ପରାମର୍ଶଦାତା ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର  ।  ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଛି ବିଜ୍ଞପ୍ତି  ।  ବିଜେଡିର ବରିଷ୍ଠ ନେତା ପ୍ରଶନ୍ନ ପାଟଶାଣୀଙ୍କୁ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି…

ଖୋର୍ଧା, ପୁରୀ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ନେଇ ସତର୍କ ସୂଚନା

ଭୁବନେଶ୍ବର: ଉପକୂଳ ଓଡ଼ିଶାର ଖୋର୍ଧା ଓ ପୁରୀ ଜିଲ୍ଲାରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ସଂଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଗାମୀ ତିନି ଘଣ୍ଟା  ବର୍ଷା ସହ ଘଡ଼ଘଡ଼ି ହେବାର ସଂଭାବନା ଥିବାରୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗତକାଲିଠାରୁ…

ସାଉଥ ଆଫ୍ରିକାକୁ ୭ ଉଇକେଟରେ ହରାଇଲା ଭାରତ: ଆୟାରଙ୍କ ଶତକ

ରାଞ୍ଚି: ଭାରତ - ଦକ୍ଷିଣ ଆଫ୍ରିକା ମଧ୍ୟରେ  ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାରତ ବିଜୟୀ ହୋଇଛି । ରାଞ୍ଚିରେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ସାଉଥ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୨୭୮ ରନ୍ ସଂଗ୍ରହ କରିଥିଲା । ଭାରତ ଆଗରେ ୨୭୯ ରନ୍ ବିଜୟ ଲକ୍ଷ୍ୟ ଥିବାବେଳେ ଭାରତ ୩…

ଫୁଟବଲ୍ ଖେଳୁଥିବା ବେଳେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ

ସୁନ୍ଦରଗଡ଼: ଖେଳ ପଡ଼ିଆରେ ଫୁଟବଲ୍ ଖେଳୁଥିବା ଚାଲିଗଲା ପ୍ରାଣ । ରବିବାର ଅପରାହ୍ଣରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବଣେଇଲତା ଗାଁରେ ଅଭାବନୀୟ ଘଟଣା ଘଟିଛି । ଫୁଟବଲ୍ ଖେଳ ବେଳେ ହୋଇଥିବା ବ୍ରଜପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ…