Latest Odisha News

BREAKING NEWS

Browsing Category

ଫିଚର

ଭାରତ-କାନାଡ଼ା ସମ୍ପର୍କରେ ଫାଟ ପରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଛାତ୍ର, ପଢନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଭାରତ ସହ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ଭାରତୀୟ ଛାତ୍ର କାନାଡା (ଇଣ୍ଡିଆ କାନାଡା କୂଟନୈତିକ ରୋ') ଛାଡ଼ୁଥିବାର ଖବର ସାମ୍ନାକୁ ଆସୁଛି। କାନାଡାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତୀୟ ଛାତ୍ରମାନଙ୍କୁ କାନାଡା ଦେଇଥିବା ଶିକ୍ଷା ଅନୁମତି ସଂଖ୍ୟାରେ ତୀବ୍ର ହ୍ରାସ…

ରୋହିତ ଶର୍ମା ଫିଟ୍ ନା ଅନ୍ ଫିଟ୍? ସୁପର ଓଭରରେ ଦଳ ବିଜୟୀ ହେବା ପରେ ଦେଲେ ଜବାବ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷରେ ଯଦିଓ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଗୋଟିଏ ପରେ ଗୋଟିଏ ଜବରଦସ୍ତ ବ୍ୟାଟିଂ ଦର୍ଶକ ଦେଖିଥିଲେ କିନ୍ତୁ ମ୍ୟାଚ ଶେଷରେ ଏପରି କିଛି ଘଟିଥିଲା ଯାହା ଦର୍ଶାଇଥିଲା ଯେ ରୋହିତ ଶର୍ମା 'ଅନ୍ ଫିଟ୍'। ଏହାପୂର୍ବରୁ ମଧ୍ୟ ରୋହିତଙ୍କ ଫିଟନେସକୁ…

ଇରାନର ଏୟାରଷ୍ଟ୍ରାଇକକୁ କଡ଼ା ଜବାବ ଦେଲା ପାକିସ୍ତାନ, ଆତଙ୍କବାଦୀ ଲିଙ୍କକୁ ଉଭୟଙ୍କ ଖଣ୍ଡନ

ଇସଲାମାବାଦ: ପାକିସ୍ତାନ ଇରାନ ଉପରେ ଏୟାର ଷ୍ଟ୍ରାଇକ୍ କରି କଡା ଜବାବ ଦେଇଛି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ପାକିସ୍ତାନ ଆକାଶମାର୍ଗ ଦେଇ ଇରାନରେ ପ୍ରବେଶ କରି ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଏବଂ ବେଲୁଚିସ୍ତାନ ଲିବରେସନ ଫୋର୍ସ (ବିଏଲ୍ଏଫ)ର ଅନେକ ଟାର୍ଗେଟ ଉପରେ…

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି। ସକାଳଠୁ ଏଯାବତ କୁହୁଡିର ଚାଦର ଏବେ ଘେରି ରହିଛି। ଉପକୂଳ ଓଡ଼ିଶା ଓ ଏହାର ଆଖପାଖ ଜିଲ୍ଲାଗୁଡ଼ିକରେ ଆଜି ସକାଳେ ଘନ କୁହୁଡ଼ି ଲାଗି ରହିଥିବା ଭୁବନେଶ୍ୱର ପାଣିପାଗ…

୧୪-୧୮ ବର୍ଷ ବୟସର ଅଧିକାଂଶ ଗାଁ ପିଲା ତୃତୀୟ ଶ୍ରେଣୀ ଗଣିତ କରିପାରୁ ନାହାନ୍ତି: ରିପୋର୍ଟ

ନୂଆଦିଲ୍ଲୀ: ବୁଧବାର ପ୍ରଥମ ଫାଉଣ୍ଡେସନ୍ ଦ୍ୱାରା ପ୍ରକାଶିତ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଏଏସ୍ଇଆର୍) ୨୦୨୩ ଭାରତର ଗ୍ରାମୀଣ କିଶୋର ମାନଙ୍କ ମଧ୍ୟରେ ୧୪-୧୮ ବର୍ଷ ବୟସବର୍ଗର ଗ୍ରାମୀଣ ଯୁବକମାନଙ୍କ ମଧ୍ୟରେ ମୌଳିକ ସାକ୍ଷରତା ଏବଂ ଗଣିତରେ ନିରାଶାଜନକ ସ୍ଥିତିକୁ ପଦାରେ ପକାଇଛି।…

ଗାଁରେ ୧୪ରୁ ୧୮ ବର୍ଷର ୪୨% ପିଲା ଇଂରାଜୀରେ ସରଳ ବାକ୍ୟ ପଢ଼ି ପାରୁନାହାନ୍ତି: ରିପୋର୍ଟ

ନୂଆଦିଲ୍ଲୀ: ଗ୍ରାମୀଣ ଭାରତରେ ୧୪ରୁ ୧୮ ବର୍ଷ ବୟସର ୪୨ ପ୍ରତିଶତ ପିଲା ସହଜ ଇଂରାଜୀ ବାକ୍ୟ ପଢ଼ି ପାରୁ ନଥିବା ବେଳେ ଅଧାରୁ ଅଧିକ ପିଲାଙ୍କୁ ସରଳ ଭାଷା ତିଆରି କରିବାରେ ଅସୁବିଧା ହେଉଛି ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ବୁଧବାର ପ୍ରକାଶିତ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ…

ଦେଶରେ ଶିକ୍ଷାର ସ୍ଥିତି ଅତ୍ୟନ୍ତ ଦୟନୀୟ, ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଦେଶରେ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଭୁଶୁଡ଼ିବାରେ ଲାଗିଛି। ନିମ୍ନଗାମୀ ହେଉଥିବା ଶିକ୍ଷା ବ୍ୟବସ୍ଥାର ଅତ୍ୟନ୍ତ ଦୟନୀୟ ଅବସ୍ଥାକୁ ଚାଲିଯାଇଛି। ନିକଟରେ ଆସିଥିବା ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟରୁ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି। ଦେଶର ପାଖାପାଖି ୨୫ ପ୍ରତିଶତ…

ଆଜିଠୁ ପୁରୀକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ

ଭୁବନେଶ୍ୱର: ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଜଗନ୍ନାଥ ଏକ୍ସପ୍ରେସ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ୩୦ଟି ଯାକ ଜିଲ୍ଲାରୁ ପୁରୀ କୁ ସିଧାସଳଖ ଗଡ଼ିବ ଏସି ଡିଲକ୍ସ ଆରାମଦାୟକ ବସ। ତେବେ ପ୍ରଥମ…

ଟି୨୦ରେ ରୋହିତ ହାସଲ କଲେ ସର୍ବାଧିକ ଶତକ

ବାଙ୍ଗାଲୋର: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଭାରତର ରୋହିତ ଶର୍ମା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ସେ ପ୍ରଥମ ଖେଳାଳି ଭାବେ ଟି୨୦ରେ ୫ଟି ଶତକ ହାସଲ କରିଛନ୍ତି । ତାଙ୍କ ପଛକୁ ୪ ଶତକ ସହ ଭାରତର ସୂର୍ଯ୍ୟକୁମାର ଯାଦବ ଏବଂ ଅଷ୍ଟ୍ରେଲିଆର ଗ୍ଲେନ…

ଜନ୍ମ ତାରିଖ ସଂଶୋଧନ ପାଇଁ ଆଧାର କାର୍ଡ ବ୍ୟବହାର କରାଯାଇପାରିବ ନାହିଁ: ଇପିଏଫଓ 

ନୂଆଦିଲ୍ଲୀ: ଆଧାର କାର୍ଡକୁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବିବେଚନା କରାଯାଏ । ହେଲେ ଆଧାରକାର୍ଡକୁ ନେଇ ଇପିଏଫଓ ଏକ ବଡ ନିଷ୍ପତ୍ତି ନେଇଛି । ଜନ୍ମ ତାରିଖକୁ ଅପଡେଟ କିମ୍ବା ସଂଶୋଧନ କରିବା ପାଇଁ ଆଧାର କାର୍ଡ ବ୍ୟବହାର କରାଯାଇପାରିବ ନାହିଁ। ଇପିଏଫଓ ପକ୍ଷରୁ ଜନ୍ମ ତାରିଖ ଅପଡେଟ…