Latest Odisha News

BREAKING NEWS

Browsing Category

ଫିଚର

ନୌସେନାରେ ସାମିଲ ହେଲା ଆଇଏନଏସ ସନ୍ଧାୟକ

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହେଲା INS- ସନ୍ଧାୟକ । ଆଜି ଆନୁଷ୍ଠାନିକ ଭାବେ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଏହି ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ନୌସେନା ମୁଖ୍ୟ ଆଡମିରଲ ଆର ହରି କୁମାର ଯୋଗ ଦେଇଥିଲେ । ସୁରକ୍ଷିତ ସାମୁଦ୍ରିକ ନାଭିଗେସନ୍ ଏହି…

୨୦୨୭ ସୁଦ୍ଧା ଓଡ଼ିଶା ହେବ କୁଷ୍ଠ ମୁକ୍ତ ରାଜ୍ୟ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ୨୦୨୭ ସୁଦ୍ଧା ଓଡ଼ିଶା ହେବ କୁଷ୍ଠରୋଗ ମୁକ୍ତ। ଯାହା SDG ୨୦୩୦ ପାଇବାରେ ସହାୟକ ହେବ। NLEP ସମୀକ୍ଷାରେ ଏହି ରୋଡ଼ମ୍ୟାପ ସ୍ଥିର କରିଛି ସ୍ୱାସ୍ଥ୍ୟ ବିଭାଗ। ଏହି କ୍ରମରେ ରାଜ୍ୟରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ…

ରଣଜୀ ଟ୍ରଫି: ପଣ୍ଡିଚେରୀ ବିପକ୍ଷରେ ସୁଯୋଗ ହାତଛଡା କରୁଛି ଓଡିଶା

କଟକ: ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ପଣ୍ଡିଚେରୀ ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡିଶା ଦ୍ୱିତୀୟ ଦିବସରେ ଭଲ ସ୍ଥିତିରେ ରହିବା ସତ୍ୱେ ବିପକ୍ଷ ଦଳକୁ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ଅନାବଶ୍ୟକ ସୁଯୋଗ ପ୍ରଦାନ କରିଛି । ଗ୍ରୁପ ଡିର ଏହି ମୁକାବିଲାରେ ଓଡିଶା ପ୍ରଥମ…

ସମ୍ବଲପୁରରେ ୬୮,୦୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ 

ସମ୍ବଲପୁର: ଦିନିକିଆ ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଇଆଇଏମର ନବ ନିର୍ମିତ କ୍ୟାମ୍ପସକୁ ଉଦଘାଟନ କରିବା ସହ ୬୮,୦୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା…

ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ

ଚଣ୍ଡିଗଡ: ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ । ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଉଥିବା ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି । ଗତ କିଛି ମାସ ମଧ୍ୟରେ ପଞ୍ଜାବରେ ରାଜ୍ୟପାଳ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନଙ୍କ…

କୋହଲି ଖୁବ ଶୀଘ୍ର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବେ ବୋଲି କହିଲେ ଡିଭିଲର୍ସ

ମୁମ୍ବାଇ: ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଏବେ କିଛି ମାସ ଧରି ଗଣମାଧ୍ୟମରେ ଖବର ପ୍ରକାଶ ପାଇ ଆସୁଛି । ତେବେ ଏହାର ସତ୍ୟତା ନେଇ କେହି ଦୃଢ଼ ଭାବରେ କହି ପାରୁ ନାହାନ୍ତି । ତେବେ ଶନିବାର ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା କୋହଲିଙ୍କ ପ୍ରିୟ ବନ୍ଧୁ ଏବି ଡିଭିଲର୍ସ ଏହାର ଖୁଲାସା…

ପାରା ଆଥଲେଟ ସୁବର୍ଣ୍ଣା ରାଜଙ୍କୁ ଫ୍ଲାଇଟରେ ମିଳିଲାନି ହ୍ୱିଲଚେୟାର

ନୂଆଦିଲ୍ଲୀ: ଭାରତୀୟ ପାରା ଆଥଲେଟ ସୁବର୍ଣ୍ଣା ରାଜଙ୍କୁ ଏୟାରଲାଇନ୍ସର କ୍ରୁ ମେମ୍ବର୍ସ ଖରାପ ବ୍ୟବହାର କରିଛନ୍ତି । ସୁବର୍ଣ୍ଣାଙ୍କ ଅଭିଯୋଗ ଅନୁସାରେ ସେ ବାରମ୍ବାର ତାଙ୍କ ହ୍ୱିଲଚେୟାର ମାଗିଥିଲେ ମଧ୍ୟ କେହି ଗୁରୁତ୍ୱ ଦେଇ ନ ଥିଲେ । ସେ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ବେଳେ ଏହି ଘଟଣା…

ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କରୋନା ଓ ସ୍ୱାଇନ ଫ୍ଲୁ

ଜୟପୁର: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ପୁଣି ଥରେ ଅସୁସ୍ଥ ହୋଇପଡିଛନ୍ତି । ସେ କରୋନା ଓ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସପ୍ତାହେ ପାଇଁ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଏନେଇ ସୋସିଆଲ ମିଡିଆ…

ଯଶସ୍ୱୀଙ୍କ ଦ୍ୱିଶତକ ପରେ ବୁମରାହଙ୍କୁ ୬ ୱିକେଟ: ଭାରତ ୧୭୧ ରନରେ ଅଗ୍ରଣୀ

ବିଶାଖାପଟନମ: ଯଶସ୍ୱୀ ଜୈସୱାଲଙ୍କ ଦ୍ୱିଶତକ ପରେ ଯଶପ୍ରୀତ ବୁମରାହଙ୍କ ୬ ୱିକେଟ ସଫଳତା ଯୋଗୁ ଭାରତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ୧୭୧ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିନେଇଛି । ଭାରତ ୩୩୬/୬ରୁ ଇନିଂସ ଆରମ୍ଭ କରି ୩୯୬ ରନରେ ଅଲଆଉଟ ହୋଇ…

ଜଳଖିଆ ନଦେବାରୁ ମା’କୁ ହତ୍ୟା କଲା ପୁଅ, ପରେ କଲା ଆତ୍ମସମର୍ପଣ

ବେଙ୍ଗାଲୁରୁ: ମା’କୁ ଲୁହାରଡରେ ପିଟି ମାରିଲା ପୁଅ। ସକାଳ ଜଳଖିଆ ନଦେବାରୁ ନାବାଳକ ପୁଅ ନିଜ ମା’କୁ ହତ୍ୟା କରିଛି। କର୍ଣ୍ଣାଟକର ମୁଲବାଗାଲ ସହରରେ ଘଟିଛି ଏହି ଘଟଣା । ନିଜ ମା’ଙ୍କୁ ହତ୍ୟା କରିବା ପରେ ପୋଲିସ ନିକଟକୁ ଯାଇ ଆତ୍ମସମର୍ପଣ କରିଥିଲା। ପରେ ପୋଲିସ ତାକୁ ଅଟକ କରିଛି ।…