Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀନଅରରେ ସମ୍ପନ୍ନ ହେଲା ଗଜପତିଙ୍କ ଆଚାର୍ଯ୍ୟବରଣ ନୀତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ କାର୍ଯ୍ୟ ପାଇଁ ସରିଲା ଆଚାର୍ଯ୍ୟ ବରଣ । ଆଜି ସନ୍ଧ୍ୟା ୫ ଟା ରୁ ୬ ଟା ମଧ୍ୟରେ ଶ୍ରୀନଅର ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଚାର୍ଯ୍ୟ ବରଣ କରିବା ସହ ଗୁଆ ଟେକିଛନ୍ତି । ସନ୍ଧ୍ୟା 6 ଟା ରୁ ରାତି 8 ଟା ମଧ୍ୟରେ ଅଙ୍କୁରରୋପଣ ହେବ ।…

ମୋବାଇଲ ଉପଭୋକ୍ତାଙ୍କୁ ସତର୍କ କଲା ଟେଲିକମ ବିଭାଗ, ଡାଏଲ କରନ୍ତୁ ନାହିଁ ଏହି ନମ୍ବର

ନୂଆଦିଲ୍ଲୀ: ଭାରତର ଲକ୍ଷ ଲକ୍ଷ ମୋବାଇଲ ଫୋନ୍ ୟୁଜରଙ୍କୁ ସତର୍କ ସୂଚନା ଜାରି କରିଛି ଟେଲିକମ୍ ବିଭାଗ। ମୋବାଇଲ ଫୋନ୍ ବ୍ୟବହାରକରୀ '*୪୦୧#' ଏବଂ ପରେ ଏକ ଅଜଣା ନମ୍ବର ଡାଏଲ୍ କରିବା ପୂର୍ବରୁ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଠକେଇରେ ଫସିବା ଦ୍ୱାରା ଡାଏଲ ହେଉଥିବା…

ପୁଞ୍ଚ ସେକ୍ଟରରେ ସେନା ଗାଡ଼ି ଉପରେ ଆତଙ୍କୀ ହମଲା, ଚାଲିଛି ସର୍ଚ୍ଚ ଅପରେସନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ପୁଣି ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ। ଆଜି ସନ୍ଧ୍ୟାରେ ପୁଞ୍ଚ ଜିଲ୍ଲାର କ୍ରିଷ୍ଣା ଘାଟି ନିକଟରେ ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।…

ମାଲେସିଆ ଓପନ ବ୍ୟାଡମିଂଟନ: ସେମିରେ ସାତ୍ୱିକସାଇାଜ-ଚିରାଗ

କୁଆଲାଲମ୍ପୁର: ଭାରତୀୟ ଯୋଡି ସାତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଚଳିତ ମାଲେସିଆ ଓପନ ବ୍ୟାଡମିଂଟନର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲରେ ସାଇରାଜ-ଚିରାଗ ଚୀନର ରେନ ଜିୟାଙ୍ଗ ୟୁ ଓ ଜି ଟିଙ୍ଗ ଯୋଡୀଙ୍କୁ ୨୧-୧୧ ଓ ୨୧-୮ରେ ପରାସ୍ତ କରିଥିଲେ…

୨୦୨୪ ଇତିହାସର ସବୁଠାରୁ ବଡ ନିର୍ବାଚନ ବର୍ଷ: ୬୩ଟି ଦେଶରେ ନିର୍ବାଚନ, ବିଶ୍ୱର ୪୯% ଲୋକ ଦେବେ ଭୋଟ୍

ନୂଆଦିଲ୍ଲୀ: ୨୦୨୪ ବିଶ୍ୱର ଗଣତାନ୍ତ୍ରିକ ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବର୍ଷ । ଚଳିତ ବର୍ଷ ୬୩ ଟି ଦେଶରେ ଓ ୟୁରୋପୀୟ ୟୁନିଅନରେ ରାଷ୍ଟ୍ରପତି କିମ୍ବା ସଂସଦୀୟ ନିର୍ବାଚନ ହେବ। ବିଶ୍ୱର ମୋଟ ଜନସଂଖ୍ୟାର ୪୯% ଭୋଟ୍ ଦେବେ । ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ…

ରାଜ୍ୟ ନିର୍ବାଚନ କମିଟି ଘୋଷଣା କଲା ଏଆଇସିସି

ଭୁବନେଶ୍ୱର: ଆସନ୍ତା ୨୦୨୪ ଲୋକସଭା ଓ ବିଧାନ ସଭା ନିର୍ବାଚନକୁ ଆଖି ଆଗରେ ରଖି ଆଜି ଏଆଇସିସି ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି । ଏଆଇସିସି ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖର୍ଗେ ଉକ୍ତ କମିଟିକୁ ଅନୁମୋଦନ କରିଛନ୍ତି । ଏନେଇ ଏଆଇସିସିର ସାଧାରଣ…

ପ୍ରତିଶୃତି ରକ୍ଷା କଲେ ରେଳମନ୍ତ୍ରୀ; କଟକ ରେଳ ଷ୍ଟେସନରେ ‘ଗୋଟିଏ ଷ୍ଟେସନ୍-ଗୋଟିଏ ଉତ୍ପାଦ ଷ୍ଟଲ୍’ ରେ…

କଟକ: କଥା ଦେଇ କଥା ରଖିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କଟକ ରେଳ ଷ୍ଟେସନରେ ଥିବା 'ଗୋଟିଏ ଷ୍ଟେସନ୍-ଗୋଟିଏ ଉତ୍ପାଦ ଷ୍ଟଲ୍' ରେ ଉପଲବ୍ଧ ହେଲା ମାଣିଆବନ୍ଧ ଶୀଢୀ । ବର୍ତ୍ତମାନ କଟକ ରେଳ ଷ୍ଟେସନରେ ଥିବା ଯାତ୍ରୀମାନେ ଷ୍ଟେସନ ପରିସରରେ ପ୍ରସିଦ୍ଧ ମାଣିଆବନ୍ଧ ହ୍ୟାଣ୍ଡଲୁମ୍ ଉତ୍ପାଦ…

୨୦୨୬ରୁ ଦେଶରେ ଆରମ୍ଭ ହେବ ପ୍ରଥମ ବୁଲେଟ୍ ଟ୍ରେନ: ସୁରଟ-ବିଲିମୋରାକୁ ଯୋଡ଼ିବ

ଗାନ୍ଧିନଗର: ଭାରତରେ ପ୍ରଥମ ବୁଲେଟ୍‌ ଟ୍ରେନ୍‌ ୨୦୨୬ରୁ ଗଡ଼ିବ। ଏହି ଟ୍ରେନ୍‌ ସୁରଟ ଏବଂ ବିଲିମୋରା ମଧ୍ୟରେ ଚାଲିବ। ଏଥିସହ ପ୍ରଥମ ମେଡ୍‌ ଇନ୍‌ ଇଣ୍ଡିଆ ମେମୋରି ଚିପ୍‌ ୨୦୨୪ରୁ ବଣ୍ଟା ଯିବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଗୁଜରାଟରେ ଆୟୋଜିତ ଶିଖର…

ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ନିଷ୍ଠୁରତା, ଛାଡ଼ପତ୍ର ପାଇଁ ଆଧାର: ହାଇକୋର୍ଟ

ଭୋପାଳ: ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ପତ୍ନୀ ସ୍ୱାମୀ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ମାନସିକ ନିଷ୍ଠୁରତା ବୋଲି ବିବେଚନା କରାଯାଇପାରେ ଏବଂ ଛାଡ଼ପତ୍ର ପାଇଁ ଏକ ବୈଧ ଆଧାର ଭାବରେ ଏହାକୁ ଗ୍ରହଣ କରାଯାଇପାରେ। ଏହି ରାୟ ଏକ ମାମଲାରୁ…

ଗୋଦାମ ଗୃହ ନିର୍ମାଣ ନିମନ୍ତେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ

ଭୁବନେଶ୍ୱର: ରାଜ୍ୟରେ ସମବାୟ ସମିତି ଜରିଆରେ ବିଶ୍ଵର ବୃହତ୍ତମ ଶସ୍ୟ ଭଣ୍ଡାର ଯୋଜନାରେ ଗୋଦାମ ଗୃହ ନିର୍ମାଣ ନିମନ୍ତେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି । ସମବାୟ ନିବନ୍ଧକ ଉଦ୍ଧବ ଚରଣ ମାଝିଙ୍କ ଉପସ୍ଥିତିରେ ନିର୍ମାଣକାରୀ ସଂସ୍ଥା ତଥା ଜାତୀୟ ନିର୍ମାଣ ନିଗମ (NBCC),…