Latest Odisha News
Browsing Category

ଫିଚର

ନୂଆପଡାରେ ସାମ୍ବାଦିକଙ୍କ ବୁମ୍ ଫିଙ୍ଗି ଅପମାନିତ କଲେ ପ୍ରକ୍ସି ସରପଞ୍ଚ

ନୂଆପଡା: ରାଜ୍ୟ ତଥା ରାଜ୍ୟ ବାହାରେ ବାରମ୍ବାର ସାମ୍ବାଦିକ ମାନେ କେବେ ରାଜନେତା ତ କେବେ ସରକାରୀ କର୍ମଚାରୀ ତ ଆଉ କେବେ ଅସାଧୁ ବ୍ୟକ୍ତି ଙ୍କ ଆକ୍ରମଣ ର ଶିକାର ହେଉଛନ୍ତି । ହେଲେ ସରକାରଙ୍କ ଉକ୍ତ ଆକ୍ରମଣ କାରୀଙ୍କ ବିରୁଦ୍ଧ ଦୃଢ କାର୍ଯ୍ୟାନୁଷ୍ଠାନ ଅଭାବ ଯୋଗୁଁ ଏହା କମିବା ବଦଳରେ…

ପୋଖରୀରେ ଭାସୁଛି ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଛତାପୀପଳ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଆଜି ସକାଳୁ ସକାଳୁ ଗାଁରେ ଥିବା ଏକ ପୋଖରୀରେ ଜଣେ ବୃଦ୍ଧାଙ୍କର ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ । ମୃତ ବ୍ୟକ୍ତି ଜଣଙ୍କ ହେଲେ କାଲୁ ଦୀପ । ଖବର ମୁତାବକ,…

ପୂରଣ ହେବ ନୀଳଗିରିବାସୀଙ୍କ ସ୍ୱପ୍ନ: ଆଜିଠାରୁ ନୀଳଗିରରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ

ବାଲେଶ୍ଵର: ବହୁ ଦିନର ଅପେକ୍ଷାର ଅନ୍ତ ଘଟିଲା । ପୂରଣ ହେଲା ନୀଳଗିରିବାସୀଙ୍କ ସ୍ୱପ୍ନ । ଆଜିଠାରୁ ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ସଙ୍କେତ ଦେଖାଇ ରେଳ ଚଳାଚଳର ଶୁଭାରମ୍ଭ କରିବେ । ନୀଳଗିରି ଗୋପୀନାଥପୁର ନିକଟରେ ନବ ନିର୍ମିତ ରେଳ…

ଶିଶୁ ଶ୍ରମିକ ରଖିବେନି ଉଠାଦୋକାନୀ, ଦେବାକୁ ପଡ଼ିବ ଅଣ୍ଡରଟେକିଂ

ଭୁବନେଶ୍ବର: ଶିଶୁ ଶ୍ରମିକ ନିରୋଧୀ ଆଇନ ଥାଇ ବି ଆମ ଦେଶରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ରହିଛି । ଆଇନକୁ ଉଲ୍ଲଂଘନ କରି ଶିଶୁ ଶ୍ରମିକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଉଛି । ଫଳରେ ସେମାନେ ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି । ଏଣୁ ବଢ଼ୁଥିବା ଶିଶୁ…

ଓଏଏସ୍ ସ୍ତରରେ ଅଦଳବଦଳ, ୧୨ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ବର: ୧୨ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଧୀରେନ୍ଦ୍ରନାଥ କରଙ୍କୁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଭାବେ ହୋଇଥିବା ବଦଳିକୁ ବାତିଲ କରାଯାଇଛି । ଝାରସୁଗୁଡ଼ା…

ଟି୨୦ କ୍ରିକେଟରେ ସର୍ବାଧିକ ୱିକେଟ ହାସଲ କଲେ ଟିମ ସୌଥୀ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଅଭିଜ୍ଞ ପେସ ବୋଲର ଟିମ ସୌଥୀ ଆନ୍ତର୍ଜାତୀୟ ଟି୨୦ କ୍ରିକେଟ ଇତିହାସରେ ନୂତନ ଅଧ୍ୟାୟ ଯୋଡିଛନ୍ତି । ସେ ପ୍ରଥମ ପୁରୁଷ କ୍ରିକେଟର ଭାବେ ୧୫୦ ୱିକେଟ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ପାକିସ୍ତାନ ବିପକ୍ଷ ଟି୨୦ ମ୍ୟାଚରେ ସେ ୪ଟି ୱିକେଟ ହାସଲ କରି ଏହି…

ଶ୍ରୀନଅରରେ ସମ୍ପନ୍ନ ହେଲା ଗଜପତିଙ୍କ ଆଚାର୍ଯ୍ୟବରଣ ନୀତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ କାର୍ଯ୍ୟ ପାଇଁ ସରିଲା ଆଚାର୍ଯ୍ୟ ବରଣ । ଆଜି ସନ୍ଧ୍ୟା ୫ ଟା ରୁ ୬ ଟା ମଧ୍ୟରେ ଶ୍ରୀନଅର ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଚାର୍ଯ୍ୟ ବରଣ କରିବା ସହ ଗୁଆ ଟେକିଛନ୍ତି । ସନ୍ଧ୍ୟା 6 ଟା ରୁ ରାତି 8 ଟା ମଧ୍ୟରେ ଅଙ୍କୁରରୋପଣ ହେବ ।…

ମୋବାଇଲ ଉପଭୋକ୍ତାଙ୍କୁ ସତର୍କ କଲା ଟେଲିକମ ବିଭାଗ, ଡାଏଲ କରନ୍ତୁ ନାହିଁ ଏହି ନମ୍ବର

ନୂଆଦିଲ୍ଲୀ: ଭାରତର ଲକ୍ଷ ଲକ୍ଷ ମୋବାଇଲ ଫୋନ୍ ୟୁଜରଙ୍କୁ ସତର୍କ ସୂଚନା ଜାରି କରିଛି ଟେଲିକମ୍ ବିଭାଗ। ମୋବାଇଲ ଫୋନ୍ ବ୍ୟବହାରକରୀ '*୪୦୧#' ଏବଂ ପରେ ଏକ ଅଜଣା ନମ୍ବର ଡାଏଲ୍ କରିବା ପୂର୍ବରୁ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଠକେଇରେ ଫସିବା ଦ୍ୱାରା ଡାଏଲ ହେଉଥିବା…

ପୁଞ୍ଚ ସେକ୍ଟରରେ ସେନା ଗାଡ଼ି ଉପରେ ଆତଙ୍କୀ ହମଲା, ଚାଲିଛି ସର୍ଚ୍ଚ ଅପରେସନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ପୁଣି ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ। ଆଜି ସନ୍ଧ୍ୟାରେ ପୁଞ୍ଚ ଜିଲ୍ଲାର କ୍ରିଷ୍ଣା ଘାଟି ନିକଟରେ ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।…

ମାଲେସିଆ ଓପନ ବ୍ୟାଡମିଂଟନ: ସେମିରେ ସାତ୍ୱିକସାଇାଜ-ଚିରାଗ

କୁଆଲାଲମ୍ପୁର: ଭାରତୀୟ ଯୋଡି ସାତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଚଳିତ ମାଲେସିଆ ଓପନ ବ୍ୟାଡମିଂଟନର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲରେ ସାଇରାଜ-ଚିରାଗ ଚୀନର ରେନ ଜିୟାଙ୍ଗ ୟୁ ଓ ଜି ଟିଙ୍ଗ ଯୋଡୀଙ୍କୁ ୨୧-୧୧ ଓ ୨୧-୮ରେ ପରାସ୍ତ କରିଥିଲେ…