Latest Odisha News

BREAKING NEWS

Browsing Category

ଫିଚର

ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ରହିଥିଲେ ହିନ୍ଦୁ ଶରଣାର୍ଥୀ

ନୂଆଦିଲ୍ଲୀ: ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ସର୍ବଦା ଷଡଯନ୍ତ୍ର ରଚୁଛି । ଏବେ ଏ ଭଳି ଆଉ ଏକ ଘଟଣାର ପର୍ଦ୍ଦାଫାଶ ହୋଇଛି । ପାକିସ୍ତାନରୁ ଆସି ଭାରତରେ ରହୁଥିବା ହିନ୍ଦୁ ଶରଣାର୍ଥୀ ଭାଗଚାନ୍ଦଙ୍କୁ ଗିରଫ କରାଯିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ଏହି ୪୪ ବର୍ଷୀୟ…

ପୁରସ୍କାର ପାଇଁ ଚୟନ କରାଯିବା ନେଇ ଫିଲ୍ମ ଫେୟାର ଉପରେ କଙ୍ଗନା କ୍ଷୁବ୍ଧ, ମାନହାନୀ କେସ କରିବେ

ମୁମ୍ବାଇ: ବଲିଉଡରେ ଫିଲ୍ମ ଫେୟାର ପୁରସ୍କାର ପାଇବା ପାଇଁ ସମସ୍ତେ ବ୍ୟଗ୍ର ହେଉଥିବା ବେଳେ କଙ୍ଗନା ରାନାୱତଙ୍କ ବ୍ୟତୀକ୍ରମ ଦେଖିବାକୁ ମିଳିଛି । ନିକଟରେ ଫିଲ୍ମ ଫେୟାର ତାଙ୍କୁ ଥାଲାଇଭି ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ତାଲିକାରେ ରଖିଥିବାରୁ ସେ ରାଗି ଯାଇଛନ୍ତି । ମୁଁ କୌଣସି ଭ୍ରଷ୍ଟ ଏବଂ…

ନୂତନ ବିଏମସି ବିଲଲ୍ଡିଂ ଏବଂ ଓ’ହବ୍ ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ୫ଟି ସଚିବ

ଭୁବନେଶ୍ୱର:  ନିର୍ମାଣାଧୀନ ନୂତନ ବିଏମସି ବିଲ୍ଡିଂ ଏବଂ ଓ ’ ହବ୍ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ସତ୍ୟନଗରଠାରେ ନିର୍ମାଣାଧୀନ ନୂତନ ବିଏମସି ବିଲ୍ଡିଂ ଏବଂ ଓ ’ ହବ୍ ନିର୍ମାଣ କାର୍ଯ୍ୟର…

ଉତ୍ତର ବାଲେଶ୍ବରରେ ଭୟଙ୍କର ସ୍ଥିତି ଉପୁଜିଛି : ଏସ୍‌ଆରସି

ବାଲେଶ୍ବର: ବନ୍ୟା ପାଇଁ ବାଲେଶ୍ବର ଜିଲ୍ଲା ଲାଗି ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ଦାୟିତ୍ବ ତୁଲାଉଥିବା ଜିଲ୍ଲାପାଳ ପଦ୍ମନାଭ ବେହେରା କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରହାରୀ ୧୫.୦୩ ମିମି ବର୍ଷା ରେକର୍ଡ ହୋଇଛି। ସୁବର୍ଣ୍ଣରେଖାର ରାଜଘାଟ ଠାରେ ୧୧.୦୧ ମିଟର‌ରେ  ଜଳ…

ବନ୍ୟା ପ୍ରଭାବରେ ବାଲେଶ୍ୱର ଜିଲ୍ଲା, ଉତ୍ତର ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର :  ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ପ୍ରଦୀପ ଜେନା କହିଲେ ଯେ, ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଛି । ଝାଡଖଣ୍ଡର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗାଲୁଡିହ…

ଜାଲ ରେସିଡେଣ୍ଟ ସାର୍ଟିଫିକେଟ: ତିନି ଗିରଫ

ବ୍ରହ୍ମପୁର; ସେନାରେ ନିଯୁକ୍ତି ପାଇବା ନିମନ୍ତେ ଜାଲ୍‌ ରେସିଡେଣ୍ଟ ସାର୍ଟିଫିକେଟ ଦେଇଥିବା ଅଭିଯୋଗରେ ଗୋପାଳପୁର ଥାନା ପୁଲିସ ୨ ଜଣ ଯୁବକ ସମେତ ଜାଲ ରେସିଡାଣ୍ଟ ପ୍ରସୃତ କରିଥିବା ଜନସେବା କେନ୍ଦ୍ର ମାଲିକକୁ ଗିରଫ କରାଯାଇଛି । ଅନ୍ୟ ପଟେ ଜାଲ ମାଟ୍ରିକ ସାର୍ଟିଫିକେଟ ମାମଲାରେ ଅନ୍ୟ ୨…

ବନ୍ୟା ପରିଚାଳନାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ: ବିଜେପି

ଭୁବନେଶ୍ୱର : ଚାରି ଦିନପରେ ବି ବନ୍ୟା ପରିଚାଳନା, ବନ୍ୟା ନିୟନ୍ତ୍ରଣ, ବନ୍ୟା ପ୍ରପିଡୀତଙ୍କୁ ସାହାଯ୍ୟ କରିବାରେ ରାଜ୍ୟ ସରକାର  ଅସମର୍ଥ ହୋଇଥିବାରୁ ବିଜେପି  ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଜଳବନ୍ଦୀ ହୋଇ ରହିଥିବା ଅଧିକାଂଶ ଜାଗାରେ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ସାତସପନ…

ବଡ଼ଚଣା ଡାକ୍ତରଖାନାରେ ରୋଗୀଙ୍କୁ ଆକ୍ରମଣ; ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କିଛି ଦାୟିତ୍ୱ ନାହିଁ?

ଯାଜପୁର: ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଆକ୍ରମଣ ହେଲା । ମାଡ଼ ମାରି ଲହୁ ଲୁହାଣ କଲେ ସିକ୍ୟୁରିଟି ଗାର୍ଡ । ପ୍ରତିକ୍ରିୟାରେ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ କହିଲେ- "ଆମର କିଛି କର୍ତ୍ତବ୍ୟ ନାହିଁ"। ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ଚି ରଞ୍ଜନ ପଶାୟତ…

ଡାକ୍ତରଙ୍କୁ ହାତ ଉଠାଇବା ଘଟଣା : ଝିଅର ଭୁଲ ପାଇଁ କ୍ଷମା ମାଗିଲେ ମିଜୋରମ ମୁଖ୍ୟମନ୍ତ୍ରୀ

ଗୌହାଟୀ: ଝିଅର ଭୁଲ ପାଇଁ ଶେଷରେ ମିଜୋରମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ସୋସିଆଲ ମିଡିଆରେ ଏବଂ ସର୍ବ ସାଧାରଣରେ କ୍ଷମା ମାଗିଛନ୍ତି । ଆଇଜଲର ଏକ କ୍ଲିନିକରେ ବିନା ଆପଏଂଟମେଂଟରେ ଜଣେ ଡାକ୍ତର ଚିକିତ୍ସା କରିବା ପାଇଁ ମନା କରିବାରୁ ଜୋରାମଥାଙ୍ଗାଙ୍କ ଝିଅ ମିଲାରୀ ଚାଙ୍ଗଟ୍ଟେ ତାଙ୍କ ଉପରକୁ…

ଆସନ୍ତାକାଲିଠୁ ଦୁଇଦିନ ପୁରୀରେ  ବନ୍ଦ ରହିବ ସ୍କୁଲ

ପୁରୀ: ଲଗାଣ ବର୍ଷା ପାଇଁ ପୁରୀ ଜିଲ୍ଲାରେ ଅନେକ ଗାଁ ଏବେ ପାଣି ଘେରରେ ରହିଛି ।  ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକେ ସମସ୍ୟା ଘେରରେ ଥିବାରୁ  ଆଉ ୨ ଦିନ ସ୍କୁଲଗୁଡ଼ିକ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଅର୍ଥାତ ଆସନ୍ତାକାଲି ଏବଂ ପରଦିନ( ଅଗଷ୍ଟ ୨୨ ଓ ୨୩ ତାରିଖ )  …