Latest Odisha News

BREAKING NEWS

Browsing Category

ଫିଚର

ଚନ୍ଦକା ଅଞ୍ଚଳରୁ ଲୁଟେରା ଗିରଫ; ୫ଲକ୍ଷ ଟଙ୍କା ଏବଂ ୧୪୮ ଗ୍ରାମ ସୁନା ଜବତ

ଭୁବନେଶ୍ୱର: ରବିବାର ଚନ୍ଦକା ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ୍ ଧରା ପଡ଼ିଛନ୍ତି। ସ୍ପେଶାଲ ସ୍କ୍ୱାର୍ଡ ଏବଂ ଚନ୍ଦକା ଥାନାର ମିଳିତ ଉଦ୍ୟମରେ ଚଢାଉ କରାଯାଇ ଅଭିଯୁକ୍ତ ସହିତ ଚୋରୀ ସାମଗ୍ରୀକୁ କିଣୁଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୫ଲକ୍ଷ ଟଙ୍କା ଏବଂ ୧୬୦…

ଆଞ୍ଚଳିକ ନାୟକଙ୍କ ନାମରେ ନାମିତ ହେବ ଏମ୍ସ 

ନୂଆଦିଲ୍ଲୀ:  ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ଓ ଏୈତିହାସିକ ଘଟଣାର ସ୍ମାରକିଙ୍କ ନାମରେ ଦେଶର ଦିଲ୍ଲୀ ସମେତ ସମସ୍ତ ୨୩ଟି ଏମ୍ସ ନାମକରଣ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି ।କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏ ସର୍ମ୍ପକରେ ପରାମର୍ଶ ଲୋଡିବା ପରେ ଅଧିକାଂଶ…

ଭିଜିଲାନ୍ସ ଜାଲରେ ଓ୍ୱାର୍ଡ ଅଫିସର; ୧୫ ହଜାର ନେଇ ଗିରଫ

ଭୁବନେଶ୍ୱର: ବିଏମସିର ଟ୍ୟାକ୍ସ ଆଦାୟକାରୀ ଅଫିସର ତଥା ଓ୍ୱାର୍ଡ ଅଫିସର ହେମନ୍ତ ସାହୁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଖଣ୍ଡଗିରି ସ୍ଥିତ ଓ୍ୱାର୍ଡ ନଂ-୨୩ର ଓ୍ୱାର୍ଡ ଅଫିସର ତଥା ଟ୍ୟାକ୍ସ କଲେକ୍ଟର ହେମନ୍ତ ସାହୁ ଏବଂ ପୂର୍ବତନ ଟ୍ୟାକ୍ସ କଲେକ୍ଟର ଯୋଗେନ୍ଦ୍ର ପ୍ରଧାନ…

ଶାହନୱାଜଙ୍କୁ ବଡ ଆଶ୍ୱସ୍ତି: ହାଇକୋର୍ଟ ଆଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଶାହନୱାଜ ହୁସେନଙ୍କୁ ଆଜି ମିଳିଛି ସୁପ୍ରିମ ରିଲିଫ । ମାନ୍ୟବର ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟ ଦ୍ୱାରା ଜାରୀ କରାଯାଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ଶାହନୱାଜଙ୍କ ବିରୋଧରେ ଆସିଥିବା ୨୦୧୮ ବଳାତ୍କାର ଅଭିଯୋଗ ମାମଲାରେ ଏଫଆଇଆର ପଂଜୀକରଣ କରିବାକୁ…

ଭାରତରେ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା ଆତଙ୍କବାଦୀ ରୁଷରେ ଗିରଫ

ମସ୍କୋ: ରୁଷିଆର ସୁରକ୍ଷା ଏଜେନ୍ସି ଜଣେ ଆଇଏସ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏହି ଆତଙ୍କବାଦୀଠାରୁ ମିଳିଥିବା ତଥ୍ୟ ଅନୁସାରେ ଆଇଏସ ଭାରତ ସରକାରର କେତେକ ତୁଙ୍ଗ ନେତାଙ୍କୁ ମାରିବା ପାଇଁ ଆତ୍ମଘାତୀ ଷଡଯନ୍ତ୍ର ରଚୁଛି । ଏହା ପ୍ରକାଶ ପାଇବା ପରେ ବିଜେପିର ବରିଷ୍ଠ ନେତାଙ୍କୁ ଆଲର୍ଟ…

ଆରଆରବି ପରୀକ୍ଷା ପାଇଁ ହଟିଆ-ପୁରୀ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ରେଳପଥ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ଆଶାୟୀ ପରୀକ୍ଷାର୍ଥ ମାନଙ୍କ ସୁବିଧା ପାଇଁ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସହରରେ କମ୍ପୁଟରୀକୃତ (ସିବିଟି) ପରୀକ୍ଷା ହେବାକୁ ଯାଉଥିବାରୁ ଆରଆରବି ପରୀକ୍ଷା…

ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ୍; ସୁରତରେ ପଶିଥିଲା, ବ୍ରହ୍ମପୁର ଏମ୍‌କେସିଜିରେ ବାହାରିଲା

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ରବିବାର ଏକ ଭିନ୍ନ ଧରଣର ଅ​‌ସ୍ତ୍ରୋପଚାର କରାଯାଇଛି । ଜଣେ ବ୍ୟକ୍ତିଙ୍କ ପେଟ ଭିତରେ ଥିବା ଏକ ବଡ ଷ୍ଟିଲ ଗ୍ଲାସକୁ ଅ​‌ସ୍ତ୍ରୋପଚାର କରି ବାହାର କରାଯାଇଛି। ସୁରତରେ ସାଙ୍ଗ…

କଳାବଜାରି କରି ଦରଦାମ ବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ଉପରେ ଗୁଇନ୍ଦା ନଜର

ଭୁବନେଶ୍ୱର : ରାଜ୍ୟ ବାସିଙ୍କ ପାଇଁ ବୋଝ ଉପରେ ନଳିତା ବିଡା  । ବର୍ଷା ଓ ବନ୍ୟାର ଦୁଃଖ ସହ ଦରଦାମ ବୃଦ୍ଧି ରାଜ୍ୟବାସିଙ୍କ  ମୁଣ୍ଡବ୍ୟଥାର କାରଣ ପାଲିଟିଛି  । ଚାଷୀ କ୍ଷତିଗ୍ରସ୍ତ ହେବା ସହ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ତାସହ  ଦରଦାମ ବୃଦ୍ଧି ଖାଉଟି  ମାନଙ୍କ ଉପରେ ବୋଝ…

ସେପ୍ଟେମ୍ବର ୫ତାରିଖ ପର୍ଯ୍ୟନ୍ତ ହାଜତରେ ରହିବେ ସଞ୍ଜୟ ରାଉତ

ମୁମ୍ୱଇ: ପାତ୍ରା ଚୈଲ ଜମି ଦୁର୍ନୀତି ଅଭିଯୋଗ ମାମଲାରେ ଗିରଫ ହୋଇଥିବା ଶିବ ସେନାର ସାଂସଦ ସଞ୍ଜୟ ରାଉତଙ୍କୁ ବିଚାର ବିଭାଗୀୟ ମିଆଦ ଅବଧିକୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଛି। ଅଗଷ୍ଟ ମାସ ଆରମ୍ଭରେ ଇଡି ସଞ୍ଜୟଙ୍କୁ ଗିରଫ କରିଥିଲା । ପ୍ରଥମେ ପ୍ରବର୍ତ୍ତନ…

ବନ୍ୟା ସ୍ଥିତିର ସମୀକ୍ଷା କଲେ ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ୱର : ରାଜ୍ୟର ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ । ଆଜି  ଦିନ ୧୧ଟାରେ ଏହି ସମୀକ୍ଷା ବୈଠକ ବସିଥିଲା । ରାଜ୍ୟରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ନେଇ ଆକ୍ସନକୁ ଆସିଛି ରାଜ୍ୟ ସରକାର । ରବିବାର ଏନେଇ ସମୀକ୍ଷା ବୈଠକ କରିଥିଲେ ଜଳସଂପଦ…