Latest Odisha News

BREAKING NEWS

Browsing Category

ଫିଚର

ଖୋ ଖୋ: ସେମିରୁ ବିଦା ହେଲା ଓଡିଶା

କଟକ: ସ୍ଥାନୀୟ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍ଟିମେଟ ଖୋ ଖୋରେ ଓଡିଶାର ଅଭିଯାନ ସେମିଫାଇନାଲରେ ଶେଷ ହୋଇଛି । ଏହା ଖୋ ଖୋ ପ୍ରେମୀଙ୍କୁ ନିରାଶ କରିଛି । ଗତ ସଂସ୍କରଣର ଚାମ୍ପିୟନ ଓଡିଶା ଲିଗ ପର୍ଯ୍ୟାୟରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ମଧ୍ୟ ସେମିରେ ଗୁଜରାଟ ଜ୍ୟାଂଟସ…

ଓଡ଼ିଶାରେ ଚାରି ଦିନ ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା, ଉତ୍ସାହିତ କଂଗ୍ରେସ

ଭୁବନେଶ୍ବର: ଆସନ୍ତା ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହେବ। ୪ ଦିନ ପାାଇଁ ଓଡିଶାରେ ଯାତ୍ରା କରିବେ ଦଳର ଏହି ଶୀର୍ଷ ନେତା। ପିସିସି ସଭାପତି କଂଗ୍ରେସ ନେତା ଶରତ ରାଉତ ଏହା କହିଛନ୍ତି। ଝାଡଖଣ୍ଡର ଜାମସେଦପୁରରୁ ଓଡ଼ିଶାର କେନ୍ଦୁଝର…

ଦେଶରେ ପ୍ରତି ୫ଝିଅଙ୍କ ମଧ୍ୟରୁ ଜଣେ ଓ ପ୍ରତି ୬ ପୁଅଙ୍କ ମଧ୍ୟରୁ ଜଣେ ବାଲ୍ୟ ବିବାହର ଶିକାର: ରିପୋର୍ଟ

ନୂଆଦିଲ୍ଲୀ: ବାଲ୍ୟ ବିବାହ ଏକ ସାମାଜିକ ସମସ୍ୟା ।ଦେଶ ସ୍ୱାଧୀନ ହେବାର ୭୫ବର୍ଷ ପାର କଲାଣି । ତଥାପି ବାଲ୍ୟ ବିବାହ ପରି କୁପ୍ରଥାର ଅନ୍ତ ଘଟିନି । ବାଲ୍ୟ ବିବାହ ବିରୁଦ୍ଧରେ କଠୋର ନିୟମ ରହିଥିଲେ ମଧ୍ୟ କେତେକ ରାଜ୍ୟରେ ଏହି ପ୍ରଥା ଏଯାବତ ଚାଲିଛି । ଗତ ଦଶନ୍ଧି ତୁଳନାରେ ଏହି ବାଲ୍ୟ ବିବାହ…

ରାତିରେ ୨ରୁ ୪ ଡିଗ୍ରୀ ତଳକୁ ଖସିବ ତାପମାତ୍ରା; ୧୭ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱର, କଟକ ସମେତ ୯ଟି…

୮ ମାସ ହେବ ହୋଟେଲରେ ରହୁଛନ୍ତି ୮ ଜଣିଆ ପରିବାର

ବେଜିଂ: ପ୍ରାୟତଃ ହୋଟେଲରେ ରହିବା ସର୍ବଦା ମହଙ୍ଗା ସାବ୍ୟସ୍ତ ହୋଇଥାଏ । ମାତ୍ର ଚୀନର ନାନୟାଙ୍ଗରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି । ଏଠାରେ ଏକ ବିଳାସପୂର୍ଣ୍ଣ ହୋଟେଲରେ ଏକ ଆଠ ଜଣିଆ ପରିବାର ୮ମାସ ହେବ ରହି ଆସୁଛନ୍ତି । ଏପରିକି ସେମାନେ ଆହୁରି…

5T ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: 5T ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହେବାକୁ ଥିବା ବେଳେ ଆଜି ପ୍ରଥମ ଦିନରେ ୩୮୯ଟି ସ୍କୁଲ ଲୋକାର୍ପିତ ହୋଇଛି। ଗଞ୍ଜାମ ଜିଲ୍ଲାର ୧୪୯, ଝାରସୁଗୁଡ଼ାର ୧୧,…

କୁହୁଡି ସମୟରେ ଦୁର୍ଘଟଣା କମ୍ ପାଇଁ ପରାମର୍ଶ ଜାରି କଲା ପରିବହନ ବିଭାଗ

ଭୁବନେଶ୍ବର: ରାଜ୍ୟରେ ଦେଖା ଦେଇଛି ଘନ କୁହୁଡି। କୁହୁଡ଼ି ସମୟରେ ସଡ଼କ ବ୍ୟବହାରକାରୀଙ୍କ ପାଇଁ ପରାମର୍ଶ ଜାରି କରିଛି ରାଜ୍ୟ ପରିବହନ ବିଭାଗ। ନିମ୍ନ ଦୃଶ୍ୟମାନତା ଓ ସମ୍ଭାବ୍ୟ ଦୁର୍ଘଟଣା ସମସ୍ୟା ଏଡାଇବା ପାଇଁ ପରାମର୍ଶ ଜାରି କରାଯାଇଛି। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେଉ…

ମଣିରତ୍ନମଙ୍କୁ ଶାହାରୁଖ କହିଲେ ଆପଣ କହିଲେ ମୁଁ ବିମାନ ଉପରେ ନାଚିବି

ମୁମ୍ବାଇ: ବଲିଉଡ ବାଦଶାହ ଶାହାରୁଖ ଖାଁ ପଠାନ, ଜବାନ ଏବଂ ଏବେ ଡଙ୍କି ଫିଲ୍ମର ସଫଳତାର ମଜା ଉଠାଉଛନ୍ତି । ରିପୋର୍ଟ ଅନୁସାରେ ଶାହାରୁଖ ଖୁବ ଶୀଘ୍ର ୩ଟି ନୂଆ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଅବସରରେ ସେ ମଣିରତ୍ନମଙ୍କ ଫିଲ୍ମରେ ପୁୂନର୍ବାର ଅଭିନୟ କରିବା ପାଇଁ ଆଗ୍ରହ ପ୍ରକାଶ…

ବେଦାନ୍ତ ଜମି ଅଧିଗ୍ରହଣ ମାମଲା : ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କଲା ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ…

ପୁରୀ: ବେଦାନ୍ତ ବିଶ୍ବବିଦ୍ୟାଳୟ ନାଁରେ ବେଆଇନ ଜମି ଅଧିଗ୍ରହଣ ନେଇ ସ୍ଵର ଉତ୍ତୋଳନ କରିଛି ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି । ବେଆଇନ ଜମି ଅଧିଗ୍ରହଣ ଜାଲିଆତିର ତଦନ୍ତ ଓ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଦୀର୍ଘ ୮ମାସ ବିତିଯାଇଥିଲେ…

ବିବାଦ ବଢ଼ିବା ଯୋଗୁ ଓଟିଟିରୁ ହଟିଲା ନୟନତାରାଙ୍କ ଅନ୍ନପୂର୍ଣ୍ଣାନୀ

ମାଡ୍ରାସ: ଜବାନ ଫିଲ୍ମରେ ନୟନତାରା ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଏବେ ସେ ପୁନର୍ବାର ଚର୍ଚ୍ଚାରେ ଅଛନ୍ତି । ଅବଶ୍ୟ ଏଥର ସେ ତାଙ୍କ ଫିଲ୍ମ ଅନ୍ନପୂର୍ଣ୍ଣାନୀଙ୍କୁ ନେଇ ବିବାଦରେ ଫସିଛନ୍ତି । ବିବାଦ ବଢ଼ିବାରୁ ଓଟିଟି ପ୍ଲାଟଫର୍ମରୁ ଏବେ ଏହାକୁ ହଟେଇ ଦିଆଯାଇଛି…