Latest Odisha News

BREAKING NEWS

Browsing Category

ଫିଚର

ମାଆ କାଳୀଙ୍କ ବିବାଦୀୟ ପୋଷ୍ଟର: ନିର୍ମାତାଙ୍କ ବିରୋଧରେ ଏଫଆଇଆର ରୁଜୁ

ମୁମ୍ବାଇ: ଧାର୍ମିକ ସ୍ୱାଧୀନତା ଆଳରେ ହିନ୍ଦୁ ଧର୍ମକୁ ଟାର୍ଗେଟ କରିବା ସହଜ ହୋଇଛି । ନିକଟରେ କାଳୀ ନାମକ ଏକ ଡକ୍ୟୁମେଂଟ୍ରିରେ ମା କାଳୀ ଭୂମିକା କରୁଥିବା ଅଭିନେତ୍ରୀଙ୍କ ଗୋଟିଏ ହାତରେ ସିଗାରେଟ ଓ ଅନ୍ୟ ହାତରେ ଏଲଜିବିଟିକ୍ୟୁର ପତାକା ରହିଛି । ଦେବୀଙ୍କ ଏହି ରୂପ ଦେଖି ସମସ୍ତେ…

ବର୍ଷାଙ୍କୁ ଶାନ୍ତ କରିବ କି ‘ଗୀତା’?

କଟକ: ବର୍ଷା ଅନୁଭବଙ୍କ କଳି ଏବେ କୋର୍ଟରେ । ଷ୍ଟାର ଦମ୍ପତ୍ତିଙ୍କ ପରିବାରରେ ଆସିଛି ଝଡ । କାହା ମନ କାହା ପାଖରେ ନାହିଁ । ପରସ୍ପର ଦୋଷ ଦେଉଛନ୍ତି । ଅଶାନ୍ତିରେ ଜିଉଁଛନ୍ତି । ନ୍ୟାୟାଳୟରେ ନ୍ୟାୟ ପାଇଁ ଗୁହାରି କରୁଛନ୍ତି । ତେବେ ଦୁଇଜଣଙ୍କ  ଜୀବନରେ ଉଠିଥିବା ଝଡ଼କୁ ସମାଧାନ କରିବା…

ଆଜି ହେରା ପଞ୍ଚମୀ

ପୁରୀ: ଆଜି ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହେବ “ହେରା ପଞ୍ଚମୀ” ଉତ୍ସବ । “ହେରା” ଶବ୍ଦ ର ଅର୍ଥ ଦର୍ଶନ ଏବଂ “ପଞ୍ଚମୀ” ଶବ୍ଦ ର ଅର୍ଥ ପଞ୍ଚମ ଦିନ. ପୁରାଣ ଅନୁସାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥ ଯାତ୍ରା ଦିନ ମା ଲକ୍ଷ୍ମୀଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଗୋଟିଏ ଦିନ ପରେ ସେ ମାଉସୀ ମା ଙ୍କ…

ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଫୋନରେ ପ୍ରଧାନମନ୍ତ୍ରୀ ମୋଦୀ ଦ୍ରୌପଦୀଙ୍କୁ କ’ଣ କହିଥିଲେ ?

ରାଞ୍ଚି: ଯେତେବେଳେ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ସେତେବେଳେ ଏବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ କରି ମୁର୍ମୁଙ୍କୁ ପ୍ରଥମେ କରି କ'ଣ କହିଥିବେ ? ଆଉ ମୁର୍ମୁ ମୋଦୀଙ୍କୁ କ'ଣ କହିଥିବେ ? ସାଧାରଣତଃ ଏହା ସମସ୍ତେ ଜାଣିବାକୁ ଚାହାଁନ୍ତି।…

ସିନ୍ଦେ ଗୋଷ୍ଠୀ ଉଦ୍ଧବ ଗୋଷ୍ଠୀର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ପଠାଇଲା ସମନ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଏବେ ଶିବସେନା ଦଳର ଉଦ୍ଧବ ଠାକରେଙ୍କ ଦଳର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ବୋଲି କହିଛି। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଆସ୍ଥା ଭୋଟ୍ ସମୟରେ ହ୍ୱିପ ଉଲ୍ଲଂଘନ କରିଥିବା ଉଦ୍ଧବ ଗୋଷ୍ଠୀର…

ଜାତୀୟ ଷ୍ଟାର୍ଟଅପ୍‌ ରିପୋର୍ଟ : ଶୀର୍ଷ ପ୍ରଦର୍ଶକାରୀ ରାଜ୍ୟ ଭାବେ ଓଡ଼ିଶା ପୁରସ୍କୃତ

ନୂଆଦିଲ୍ଲୀ:  ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ସହାୟତା କରିବା କ୍ଷେତ୍ରରେ ରାଜ୍ୟମାନଙ୍କର ମାନ୍ୟତା (ରାଙ୍କିଙ୍ଗ) ପ୍ରତିଯୋଗିତାର ତୃତୀୟ ସଂସ୍କରଣ ପ୍ରକାଶ ପାଇଛି । କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ବୟନ ଶିଳ୍ପ ମନ୍ତ୍ରୀ  ପୀୟୂଷ ଗୋୟଲ…

ନୀଳାଚଳ ଇସ୍ପାତ ନିଗମ ଏବେ ଟାଟା ହାତରେ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ଏବେ ଟାଟା ହାତକୁ ଚାଲିଯାଇଛି । ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି  । ଏହି ଇସ୍ପାତ ପ୍ରକଳ୍ପ ବିକ୍ରୟ ପାଇଁ ଯେଉଁ ନିଲାମ ୨୦୨୨ଜାନୁୟାରୀ ୩୧ରେ ହୋଇଥିଲା ସେଥିରେ ଟାଟା…

ହୋଟେଲ, ରେସ୍ତୋରାଁ ଖାଦ୍ୟ ବିଲରେ ସେବା ଶୁଳ୍କ ଆଦାୟ କରିପାରିବେ ନାହିଁ

ନୂଆଦିଲ୍ଲୀ:  କୌଣସି ହୋଟେଲ କିମ୍ବା ରେସ୍ତୋରାଁ ସ୍ବତଃପ୍ରବୃତ ଭାବେ କିମ୍ବା ଭୁଲବଶତଃ ଖାଦ୍ୟ ବିଲ ଉପରେ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ କରିପାରିବେ ନାହିଁ  । ଏନେଇ  ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି । ହୋଟେଲ ଓ ରେସ୍ତୋରାଁରେ ସେବା ଶୁଳ୍କ ଲାଗୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ହେଲିକପ୍ଟର ଆଡକୁ କଳା ବେଲୁନ ଛାଡି ୩ କଂଗ୍ରେସ କର୍ମୀ ଗିରଫ

ହାଇଦ୍ରାବାଦ: ବିଜୟୱାଡାର ଗାନ୍ନାଭାରମ ବିମାନ ବନ୍ଦରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ତାଙ୍କ ହେଲିକପ୍ଟର ଆଡକୁ କଳା ବେଲୁନ ଛଡା ଯାଇଥିଲା । ଏ ନେଇ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହି ଖବର…

ମଣିରତ୍ନମଙ୍କ ପୋନ୍ନିୟନ ସେଲଭନ-୧: ସୁପରଷ୍ଟାର ବିକ୍ରମଙ୍କ ଲୁକ ଜାରୀ

ମାଡ୍ରାସ: ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ମଣିରତ୍ନମ ତାଙ୍କର ଆଗାମୀ ଫିଲ୍ମ ପୋନ୍ନିୟନ ସେଲଭନ ଖୁବ ଶୀଘ୍ର ରିଲିଜ ହେବ । ମୋସନ ପୋଷ୍ଟର ପରେ ସୋମବାର ଏଥିରେ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ସୁପରଷ୍ଟାର ବିକ୍ରମଙ୍କ ଲୁକ ଜାରୀ କରିଛନ୍ତି । ତାଙ୍କ ଲୁକ ଦେଖି ପ୍ରଶଂସକମାନଙ୍କ ମଧ୍ୟରେ…