Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଆ ସମେତ ପାଞ୍ଚଟି ଭାଷାରେ ଟ୍ରେନିଂ ଦେବ ଗୁଗୁଲ

ନୂଆଦିଲ୍ଲୀ: ଇଣ୍ଟରନେଟ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲ ନ୍ୟୁଜ୍ ଇନିସିଏଟିଭ୍ ଟ୍ରେନିଂ ନେଟଓ୍ୱର୍କକୁ ସଂପ୍ରସାରଣ କରିଛି । ଓଡ଼ିଆ ସମେତ ପଞ୍ଜାବୀ, ଆସାମୀ, ଗୁଜରାଟୀ, ଏବଂ ମାଲାୟାଲମ ଭାଷାକୁ ସାମିଲ କରି ନ୍ୟୁଜ୍ ଇନିସିଏଟିଭ୍ ଟ୍ରେନିଂ ନେଟଓ୍ୱର୍କକୁ ଗୁଗୁଲ ଇଣ୍ଡିଆ ସଂପ୍ରସାରଣ କରିଛି।…

ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ସକାଳ ୮ଟା ୩୦ ସୁଦ୍ଧା ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଅଧିକ ୯୪.୨ ମିଲିମିଟର ବର୍ଷା କେନ୍ଦ୍ରାପଡ଼ାରେ ରେକର୍ଡ କରାଯାଇଛି । ଆଗାମୀ ୫ ଦିନ ଯାଏ ବର୍ଷା…

ପୂର୍ବ ଅପେକ୍ଷା ଓଡ଼ିଶାରେ ବଢ଼ିଛି ବିଜେପିର ଶକ୍ତି: ବୈଜୟନ୍ତ

ନୂଆଦିଲ୍ଲୀ: ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବିଜେପିର ଭୋଟର ସଂଖ୍ୟା ଏବଂ ନିର୍ବାଚିତ ପ୍ରତିନିଧିଙ୍କ ସଂଖ୍ୟା ବଢ଼ିଛି । ଯେଉଁଠି ଆଞ୍ଚଳିକ ଦଳ କ୍ଷମତାରେ ରହିଛି ସେଠାରେ ବିଜେପି ଭଲ ପ୍ରଦର୍ଶନ କରୁନାହିଁ ବା ମୋଦୀ ମ୍ୟାଜିକ କାମ କରୁନି ବୋଲି କହିବା ଭୁଲ୍ । ବିଜେପିର ରାଷ୍ଟ୍ରୀୟ ଉପସଭାପତି…

ୱିମ୍ବେଲଡନ ଟେନିସ: ମିକ୍ସଡ ଡବଲ୍ସ ସେମିରେ ଭାରତର ସାନିଆ

ନୂଆଦିଲ୍ଲୀ: ଭାରତର ଷ୍ଟାର ଖେଳାଳି ସାନିଆ ମିର୍ଜା ଚଳିତ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟର ମିକ୍ସଡ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସାନିଆ ଏବଂ ତାଙ୍କ କ୍ରୋଏସୀୟ ଯୋଡି ମ୍ୟାଟ ପୋଭିକ କ୍ୱାର୍ଟର ଫାଇନାଲରେ କାନାଡାର ଗ୍ରାବିୟାଲା ଡାବ୍ରୋବସ୍କି ଓ ଅଷ୍ଟ୍ରେଲିଆର ଜନ ପୀୟର୍ସଙ୍କୁ…

“ନୂପୁର ଶର୍ମାଙ୍କ ବିରୋଧରେ ଖଣ୍ଡପୀଠଙ୍କ ରାୟ ‘ଲକ୍ଷ୍ମଣ ରେଖା’ ଅତିକ୍ରମ କରିଛି”

ନୂଆଦିଲ୍ଲୀ: ଦେଶର ଅବସରପ୍ରାପ୍ତ ବିଚାରପତି ଏବଂ ଆଇଏଏସର ଏକ ଗୋଷ୍ଠୀ ନିଲମ୍ବିତ ବିଜେପି ସଦସ୍ୟ ନୂପୁର ଶର୍ମାଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀକୁ ସମାଲୋଚନା କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ଟିପ୍ପଣୀ କରିବା ବେଳେ "ଲକ୍ଷ୍ମଣ ରେଖା"କୁ ଅତିକ୍ରମ କରିଛନ୍ତି ଏବଂ…

୧୫ ବର୍ଷ ପରେ ଇଂଲଣ୍ଡରେ ଭାରତର ଟେଷ୍ଟ ସିରିଜ ଜିତିବା ସ୍ୱପ୍ନ ଧୂଳିସାତ

ବର୍ମିଂହାମ: ୧୫ ବର୍ଷ ପରେ ଇଂଲଣ୍ଡ ମାଟିରେ ଭାରତୀୟ କ୍ରିକେଟ ଦଳର ଟେଷ୍ଟ ସିରିଜ ଜିତିବା ଆଶା ଧଳିସାତ ହୋଇଛି । ଏଠାରେ ଅନୁଷ୍ଠିତ ୫ମ ଟେଷ୍ଟରେ ଭାରତ ବିପକ୍ଷରେ ଇଂଲଣ୍ଡ ଐତିହାସିକ ବିଜୟ ହାସଲ କରିଛି । ୩୭୮ ରନର ବଡ ଟାର୍ଗେଟକୁ ଘରୋଇ ଦଳ ମାତ୍ର ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଜୋ…

ମା’ କାଳୀ ମଦ ଏବଂ ମାଂସ ଗ୍ରହଣ କରୁଥିବା ଦେବୀ: ଟିଏମସି ସାଂସଦ

ନୂଆଦିଲ୍ଲୀ: ଯେତେବେଳେ ମୁସଲିମଙ୍କ ଧର୍ମଗୁରୁ ତଥା ଭଗବାନ ପ୍ରୋଫେଟ ମହମ୍ମଦକୁ ନେଇ ନୂପୁର ଶର୍ମା ବିବାଦୀୟ ମନ୍ତବ୍ୟ ଦେବା ପରେ ସାରା ଦେଶରେ ଗୋଟିଏ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସେତେବେଳେ ହିନ୍ଦୁ ଧର୍ମର ଦେବୀ ମା' କାଳୀ ସିଗାରେଟ୍ ଟାଣୁଥିବାର ଏକ ସିନେମା ପୋଷ୍ଟରକୁ ନେଇ…

୮ ତାରିଖରେ ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତା ୮ ତାରିଖରେ ଓଡ଼ିଶା ଆସିବେ । ରାଷ୍ଟ୍ରପତି ନିର୍ବାଚନ ପାଇଁ ସାଂସଦ, ବିଧାୟକମାନଙ୍କୁ ଭେଟିବେ ମୁର୍ମୁ । ପୂର୍ବରୁ ଦ୍ରୌପଦୀ ମୁର୍ମୁ ବିହାର, ଝାଡ଼ଖଣ୍ଡ, ତାମିଲନାଡୁ, ତେଲଙ୍ଗାନା ଆଦି ରାଜ୍ୟ ଗସ୍ତ କରିଥିବା ବେଳେ ଓଡ଼ିଶା…

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ମାଓ ନେତା ସବ୍ୟସାଚୀ

ବ୍ରହ୍ମପୁର: କାନର ଅସ୍ତ୍ରୋପଚାର ପାଇଁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେ ବର୍ତ୍ତମାନ ଇଏନଟି…

ରୁଚିକାଙ୍କ ପରେ ଆଉ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା, ଭଡ଼ା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଆଉ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ବିଜେବି କଲେଜ ହଷ୍ଟେଲରେ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ଏ ପର୍ଯ୍ୟନ୍ତ ମନରୁ ଲିଭିନି । ଆଜି ଆଉ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଆଚାର୍ଯ୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ମିଳିଛି ଛାତ୍ରୀ ଜଣଙ୍କର ଝୁଲନ୍ତା ମୃତଦେହ । ଛାତ୍ରୀ…