Latest Odisha News

BREAKING NEWS

Browsing Category

ଫିଚର

ପିକନିକ ପାଇଁ ପରିବହନ ବିଭାଗ ଆଣିଲା ନୂଆ ଗାଇଡଲାଇନ, କମିବ ସଡକ ଦୁର୍ଘଟଣା

ଭୁବନେଶ୍ବର: ସରିଛି ବର୍ଷ ୨୦୨୩ । ଆରମ୍ଭ ହୋଇଛି ନୂଆବର୍ଷ ୨୦୨୪ । ଆଉ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକେ ବିଭିନ୍ନ ପର୍ଯ୍ୟଟନ ସ୍ଥାନକୁ ପିକନିକ ମନାଇବାକୁ ଯାଉଛନ୍ତି । ଆଉ ଏହି ସମୟରେ ଅନେକ ଦୁର୍ଘଟଣା ର ଶିକାର ହେଉଛନ୍ତି । ଅନେକ ସମୟରେ ଭିନ୍ନ ଭିନ୍ନ ସ୍ଥାନରୁ ଦୁର୍ଘଟଣା ଖବର ପ୍ରକାଶ…

ଚଳିତ ବର୍ଷ ଏହି ବଲିଉଡ ଫିଲ୍ମ ଉପରେ ରହିବ ନଜର

ମୁମ୍ବାଇ: ବଲିଉଡର ଅନେକ ଫିଲ୍ମ ୨୦୨୩ରେ ଭଲ ବ୍ୟବସାୟ କରିଛି । ଏହା ମଧ୍ୟରେ ଜୱାନ, ପଠାନ, ଡଙ୍କି, ସାଲାର, ଆନିମଲ ଓ ଗଦର ୨ ଏହାର ଜ୍ୱଳନ୍ତ ଉଦାହରଣ । ସାଉଥ ଓ ନର୍ଥ କମ୍ବିନେଶନ ଯୋଗୁ ଦର୍ଶକ ଥିଏଟରକୁ ଫେରିବା ଆରମ୍ଭ କରିଛନ୍ତି । ୨୦୨୪ରେ ମଧ୍ୟ ରିଲିଜ ହେବାକୁ ଅନେକ ଫିଲ୍ମ ନେଇ ଦର୍ଶକଙ୍କ…

‘ଆମ ମସଜିଦ ଆମେ ହରାଇଲୁ…‘ ରାମ ମନ୍ଦିର ଉଦଘାଟନ ପୂର୍ବରୁ ଓବେସିଙ୍କ ବିସ୍ଫୋରକ ବୟାନ

ଲକ୍ଷ୍ନୌ: ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ପାଇଁ ଗୋଟିଏ ପଟେ ସଜବାଜ ଚାଲିଥିବାବେଳେ ଏପଟେ ବିସ୍ଫୋରକ ବୟାନ ଦେଇଛନ୍ତି ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସ୍ଲିମିନର ମୁ୍ଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓବେସି । ଓବେସିଙ୍କର ବୟାନ ଏବେ ଭାଇରାଲ…

ଜାନୁଆରୀ ୬ରୁ BSKY-ନବୀନ କାର୍ଡ ଅନଲାଇନ ପଞ୍ଜିକରଣ: ୧୬ ଯାଏ ଖୋଲା ରହିବ ପୋର୍ଟାଲ 

ଭୁବନେଶ୍ବର: ଜାନୁଆରୀ ୬ରୁ BSKY-ନବୀନ କାର୍ଡ ଲାଗି ଅନଲାଇନ ପଞ୍ଜିକରଣ ଆରମ୍ଭ ହେବ । ଜାନୁଆରୀ ୧୬ ତାରିଖ ଯାଏ ଖୋଲା ରହିବ ପୋର୍ଟାଲ । ଯେଉଁ ହିତାଧିକାରୀ BSKY କାର୍ଡ ପାଇନାହାନ୍ତି ସେମାନେ ନାମ ପଞ୍ଜିକରଣ କରିପାରିବେ ।ପ୍ରତି ପଞ୍ଚାୟତ ଓ ଗ୍ରାମସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯିବ।…

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଲଖବୀର ସିଂ ଲଣ୍ଡାଙ୍କୁ ମଧ୍ୟ ସରକାର ଆତଙ୍କି ଘୋଷିତ କରି ସାରିଛନ୍ତି । ଏହି ଦୁଇ ଜଣ ଏବେ କାନାଡାରେ ଲୁଚି କରି ରହୁଛନ୍ତି । ପଞ୍ଜାବରେ ବିଭିନ୍ନ…

ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ବାବଦକୁ ଓଡ଼ିଶାର ଦ୍ୱିତୀୟ ସର୍ବାଧିକ ସଂଗ୍ରହ: ଡିସେମ୍ବର ମାସରେ ୨୫୭୮.୦୫ କୋଟି…

ଭୁବନେଶ୍ବର: ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡ଼ିଶାର ଦ୍ୱିତୀୟ ସର୍ବାଧିକ ସଂଗ୍ରହ କରିଛି। ୨୦୨୨ ମସିହା ଡିସେମ୍ବରରେ ଏହାର ପରିମାଣ ୧୫୧୫.୮୮ କୋଟି ଥିବା ବେଳେ ୨୦୨୩ ଡିସେମ୍ବରରେ ୨୫୭୮.୦୫ କୋଟି ଆଦାୟ କରିଛି।ଫଳରେ ଏ କ୍ଷେତ୍ରରେ ୭୦.୦୭ ପ୍ରତିଶତ ଉଲ୍ଲେଖନୀୟ ଅଭିବୃଦ୍ଧି…

ଆସନ୍ତୁ ଜାଣିବା ପାଣି ତଳେ କେଉଁଠାରେ ରହିଛି ସବୁଠାରୁ ବଡ ବିନାଶକାରୀ ସ୍ଥାନ

ଟୋକିଓ: ଜାପାନର ସମୂଦ୍ରରେ ଚୁଉକ ଦ୍ୱୀପ ଏ ଭଳି ଏକ ସ୍ଥାନ ଯାହା ପର୍ଯ୍ୟଟକଙ୍କୁ ଭିନ୍ନ ଭିନ୍ନ କାରଣ ନେଇ ଆକୃଷ୍ଟ କରିଥାଏ । ତେବେ ଏହାର ପାଣି ତଳେ ସବୁଠାରୁ ବଡ ବିନାଶକାରୀ ସ୍ଥାନ ରହିଛି । ଯାହାକି ଇତିହାସର କେତେକ କରାଳ କାହାଣୀର ମୂକ ସାକ୍ଷୀ ସାଜିଛି । ଏଠାରେ ବଡ ବଡ ଜାହାଜର…

ସଡ଼କ ସୁରକ୍ଷା ସପ୍ତାହର ଉଦଘାଟନ ସମାରୋହ: ଜାନୁଆରୀ ୭ ଯାଏ ଚାଲିବ କାର୍ଯ୍ୟକ୍ରମ 

ଭୁବନେଶ୍ବର: ଓଡ଼ିଶାର ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ। ଜାନୁଆରୀ ୧ରୁ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସପ୍ତାହ ପାଳନ ହେବ। ନାଗରିକଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତା ସୃଷ୍ଟି କରିବାକୁ ଏହି ସପ୍ତାହ ପାଳନ କରାଯାଉଛି। ଏହାର ବିଷୟବସ୍ତୁ…

ଡିସେମ୍ବରରେ ୧.୬୫ ଲକ୍ଷ କୋଟିର ଜିଏସଟି ଆଦାୟ 

ନୂଆଦିଲ୍ଲୀ: ଗତବର୍ଷ ଦେଶରେ ମୋଟ ଜିଏସଟି ଆଦାୟ ବୃଦ୍ଧି ପାଇଛି। ଡିସେମ୍ବରରେ ୧.୬୫ ଲକ୍ଷ କୋଟିର ଜିଏସଟି ସଂଗ୍ରହ ହୋଇଛି। ୨୦୨୩ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଜିଏସଟି ଆଦାୟ ୧୨ ପ୍ରତିଶତ ବୃଦ୍ଧି ପାଇ ୧୪.୯୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ରିପୋର୍ଟ ପ୍ରକାଶ…

ମୃତ୍ୟୁକୁ ଜୟ କରି ନାଁ ହେଲା ବିଜୟିନି, ହସ୍ପିଟାଲରେ ହେଲା ଏକୋଇଶିଆ

ଭୁବନେଶ୍ଵର: କଥାରେ ଅଛି ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ । ମୃତ୍ୟୁକୁ ଜୟ କରି ବୋରୱେଲ୍ ରୁ ସୁରକ୍ଷିତ ବାହାରିଥିଲା ବୋଲି ଆଜି ତା ନାଁ ହେଲା ବିଜୟିନି । ଆପଣ ଭାବୁଥିବେ ଆମେ ଏପରି କାହା କଥା କହୁଛୁ । ଇଏ ହେଉଛି ସେଇ ଶିଶୁ ଯାହାର ଜନ୍ମର କେଇ ଘଣ୍ଟା ପରେ ପରିତ୍ୟକ୍ତ…