Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟସଭାରୁ ଇସ୍ତଫା ଦେଲେ କଟକ ମେୟର ସୁବାସ ସିଂହ

କଟକ: ରାଜ୍ୟସଭା ପଦରୁ ଇସ୍ତଫା ଦେଲେ କଟକର ମେୟର ସୁବାସ ସିଂହ। ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟସଭାରୁ ନିଜର ଇସ୍ତଫା ବାବଦରେ ଘୋଷଣା କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ୨ ବର୍ଷରୁ ଅଧିକ ସମୟ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ୨୦୨୦…

କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନୀଙ୍କୁ ଗିରଫ କଲା ଆସାମ ପୁଲିସ

ଅହମଦାବାଦ: ଗୁଜରାଟ କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନୀ ଗିରଫ । ଆସାମ ପୁଲିସ ବିଳମ୍ବିତ ରାତିରେ ତାଙ୍କୁ ଗୁଜରାଟର ପଲାନପୁରରୁ ଗିରଫ କରିଥିଲା। ଏହାପରେ ଆଜି ସକାଳୁ ଅହମଦାବାଦରୁ ବିମାନ ଯୋଗେ ଆସାମ ନେଇଯାଇଛି । ବିଧାୟକଙ୍କ ଅଫିସ ଗିରଫଦାରୀ ବାବଦରେ ସୂଚନା ଦେଇଛି। ଗୁଜରାଟର ଏହି ନେତା…

୩୪ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ, ୨୪ ଘଣ୍ଟାରେ କରୋନା ନେଲା ୫୬ ଜୀବନ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨,୩୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୪୩୩ରେ ପହଞ୍ଚିଛି। ମାର୍ଚ୍ଚ ୧୮ ତାରିଖରେ ୨୦୭୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ…

ଆଜିଠୁ ଲାଗୁ ହେଲା ଓମଫେଡ କ୍ଷୀରର ବର୍ଦ୍ଧିତ ଦର , ଲିଟର ପିଛା ୨ଟଙ୍କା ବୃଦ୍ଧି

 ଭୁବନେଶ୍ୱର : ଆଜିଠୁ ଲାଗୁ ହେଲା ଓମଫେଡ କ୍ଷୀରର ବର୍ଦ୍ଧିତ ଦର । ଓମଫେଡ କ୍ଷୀରର ଦର ବଢିଛି । ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି କମ୍ପାନୀ । ଚାଷୀଙ୍କ ଲାଭକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଓମଫେଡ ଗୋଲ୍ଡ ମୂଲ୍ୟ ୫ମିଲି ଲିଟିର ପ୍ରତି ୨୪ ଟଙ୍କା ଏବଂ ଓମଫେଡ ପ୍ରିମିୟମ…

ଆଠ ବର୍ଷ ସରକାରର ସଫଳତା ତାଲିକା ଜାରି କରିବ ବିଜେପି

ନୂଆଦିଲ୍ଲୀ: ମେ ୨୬ରେ ମୋଦୀ ସରକାର ତାଙ୍କ ଆଠ ବର୍ଷର ଶାସନରେ ସଫଳତାର ଏକ ତାଲିକା ଜାରି କରିବ। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ସୂଚନା ରହିଛି । ୨୦୧୪ ମେ ୨୬ରେ ଦେଶର ୧୪ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର…

ଟ୍ୱିଟରରେ ଶଶୀ ଥରୁର ଲେଖିଥିବା ଇଂଲିଶ ଶବ୍ଦର ଅର୍ଥ ଜାଣିଛନ୍ତି କି ?

ନୂଆଦିଲ୍ଲୀ: କେରଳ ଥିରୁଅନନ୍ତପୁରମ ସାଂସଦ ତଥା କଂଗ୍ରେସ ନେତାଙ୍କ ଶଶି ଥରୁରଙ୍କର ଆଉ ଏକ ପରିଚୟ ରହିଛି । ତାହା ହେଉଛି ଥରୁର ବ୍ରାଣ୍ଡ ଇଂରାଜୀ । ଯାହାକୁ ବୁଝିବା ବହୁତ କଷ୍ଚକର । ଅନେକ ଥର ତାଙ୍କ ଇଂରାଜୀ ଭାଷାକୁ ନେଇ ସେ ଚର୍ଚ୍ଚାରେ ରୁହନ୍ତି । ମନମୋହନ ସିଂହ ସରକାରରେ ଥିବା ବେଳେ ସେ…

ତିନି ଦିନରେ ତିନି ଥର ସୋନିଆ-ପ୍ରଶାନ୍ତ ଭେଟଘାଟ, କ’ଣ କହୁଛନ୍ତି କଂଗ୍ରେସ ନେତା ?

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆଉ ଥରେ ଭେଟିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ)। ତିନି ଦିନରେ ତିନି ଥର ପରସ୍ପରକୁ ଭେଟିଛନ୍ତି । ଇତିମଧ୍ୟରେ ତିନିଟି ପର୍ଯ୍ୟାୟରେ ବୈଠକ ସରିଛି ଏବଂ ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ…

ରାଜଧାନୀରେ ଭଙ୍ଗାରୁଜା, ବିଶୃଙ୍ଖଳା; ପୁଲିସ ଜାଣିଶୁଣି ସାଜିଥିଲା ଜଳକା

ଭୁବନେଶ୍ୱର: ସୋମବାର ହଠାତ ୪୦ ହଜାରରୁ ଅଧିକ ଡ୍ରାଇଭର ଭୁବନେଶ୍ୱରରେ ଏକତ୍ରିତ ହେବେ ବୋଲି ରାଜ୍ୟ ସରକାର ଓ  ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ଅବଗତ ଥିଲେ। ତଥାପି, ସେମାନେ ବିକ୍ଷୋଭକାରୀଙ୍କୁ ରାଜଧାନୀରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ । ଯେଉଁଥିପାଇଁ ଭଙ୍ଗାରୁଜା, ବିଶୃଙ୍ଖଳା ଏବଂ…

ବିଶ୍ୱ ଗଞ୍ଜେଇ ଦିବସ ପାଳିତ; ଧୂଆଁମୟ କରିଦେଲେ ପୁରା ସହର

ଭୁବନେଶ୍ୱର: ନିଶାସକ୍ତ ଯୁବପୀଢ଼ି । ଅଧା ବିଶ୍ୱ ମଧ୍ୟ ଆଗେଇଲାଣି ଏହି ଦିଗରେ । କିଛି ନିଶାକୁ ରାଜସ୍ୱ ପାଇଁ ବିଭିନ୍ନ ଦେଶ ଆଇନସିଦ୍ଧ କରିଛନ୍ତି । ସେ ଭିତରେ ମଦ ଏବଂ ଆଲକୋହଲ ଜନିତ ପାନୀୟ ଦ୍ରବ୍ୟ ପ୍ରାଥମିକ । ସକ୍ରିୟ ନିଶା ନହେଲେ ବି ସିଗାରେଟ୍, ସିଗାର ଆଦି ଧୂମ୍ରପାନ ସାମାନ୍ୟ…

ମନ୍ତ୍ରୀ ନବ ଦାସଙ୍କ ରୋଷେୟାଙ୍କ ଶବକୁ ରାତିରେ ବ୍ୟବଛେଦ କରାଇବା ପଛରେ କାରଣ କ’ଣ?

ଝାରସୁଗୁଡା: ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁ ମାମଲେ ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଯଦିଓ ଲଳିତ ସାହୁ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି ହେଲେ ଶବ ବ୍ୟବଚ୍ଛେଦ ରାତିରେ କେଉଁ ପରିସ୍ଥିତିରେ ହେଲା ତାକୁ ନେଇ ବିଜେପି ନେତା ଟଙ୍କଧର ତ୍ରିପାଠୀ…