Latest Odisha News

BREAKING NEWS

Browsing Category

ଫିଚର

ରାହୁଲ ଗାନ୍ଧୀ ଜଣେ ସାଧାରଣ ସାଂସଦ ତାଙ୍କୁ ଅଧିକ ଗୁରୁତ୍ବ ଦେବା ଠିକ୍ ନୁହେଁ: କଂଗ୍ରେସ ନେତା

ଭୋପାଳ: କଂଗ୍ରେସର ପୂର୍ବତନ ସାଂସଦ ଲକ୍ଷ୍ମଣ ସିଂହ କହିଛନ୍ତି ଯେ ରାହୁଲ ଗାନ୍ଧୀ ଜଣେ ସାଧାରଣ ଦଳୀୟ କର୍ମୀ ଓ ସାଂସଦ ଏବଂ ତାଙ୍କୁ ଅଧିକ ହାଇଲାଇଟ୍ କରିବା ବା ଗୁରୁତ୍ୱ ଦେବା ଉଚିତ ନୁହେଁ। କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ସାନ ଭାଇ ଲକ୍ଷ୍ମଣ ଶନିବାର ମଧ୍ୟପ୍ରଦେଶର ଗୁନା ସହରରେ…

ବଦଳିଛି ଦିନ, ବଦଳିଛି କ୍ୟାଲେଣ୍ଡର: ନୂଆବର୍ଷରେ ଆଜି ବି ମନେପଡେ ସେଇ ଗ୍ରିଟିଙ୍ଗସ୍ କାର୍ଡ ଓ ସେଥିରେ ଲେଖାଥିବା ଢଗ

ଭୁବନେଶ୍ଵର: ଆଜି ନୂଆ ବର୍ଷ। ବିଦାୟ ନେଇଛି ୨୦୨୩। ଆନନ୍ଦ, ଉଲ୍ଲାସର ସହ ସାରା ବିଶ୍ୱବାସୀ ୨୦୨୪କୁ କରିଛନ୍ତି ସ୍ୱାଗତ। ନୂଆ ସକାଳର ନୂଆ ଆଶା ନେଇ ୨୦୨୪ ଆସିଥିବାରୁ ଚାରିଆଡ଼ ଉତ୍ସବମୁଖର ହୋଇ ଉଠିଛି। ପରସ୍ପରକୁ ‘ହ୍ୟାପି ନ୍ୟୁ ଇୟର’ କହି ଶୁଭେଚ୍ଛା ଜଣାଇଛନ୍ତି। ୨୦୨୩ ଡିସେମ୍ବର ୩୧ରୁ ସବୁଠି…

ନୂଆବର୍ଷରେ ଇସ୍ରୋର ପ୍ରଥମ ସ୍ପେଶ ଅଭିଯାନ: ଶ୍ରୀହରିକୋଟାରୁ ଲଞ୍ଚ ହେଲା ‘ଏକ୍ସପୋସାଟ’

ଶ୍ରୀହରିକୋଟା: ନୂଆ ବର୍ଷରେ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ଇସ୍ରୋ ଲଞ୍ଚ କରିଛି ପ୍ରଥମ ସ୍ପେଶ ମିଶନ । ଏକ୍ସ-ରେ ପୋଲାରିମିଟର ସାଟେଲାଇଟ୍ ବା ଏକ୍ସପୋସାଟ୍କୁ ଆଜି ସକାଳ ୯.୧୦ରେ ଲଞ୍ଚ କରିଛି ଇସ୍ରୋ। ୨୦୨୩ରେ ଚନ୍ଦ୍ରଯାନ-୩ ମିଶନ ଦ୍ୱାରା ଚନ୍ଦ୍ରରେ ପହଞ୍ଚିବା ପରେ ଏବଂ ଆଦିତୃ…

ତିନି ସନ୍ତାନଙ୍କୁ ଧରି ଟ୍ରେନ ସାମ୍ନାକୁ ଡେଇଁ ପଡିଲେ ବାପା

ଗୁଜରାଟର ବୋଟାଦ ଜିଲ୍ଲାରୁ ଆସିଛି ଦୁଃଖଦ ଖବର । ନିଜର ତିନି ସନ୍ତାନଙ୍କୁ ନେଇ ଟ୍ରେନ ଆଗକୁ ଡେଇଁ ପଡିଲେ ବାପା ।ଏହି ଘଟଣାରେ ତିନିଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏହି ପରିବାର ଏପରି ଚରମ ନିଷ୍ପତ୍ତି କାହିଁକି ନେଲେ ତାହା ସ୍ପଷ୍ଟ ହୋଇ ନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।…

ନୂଆବର୍ଷରେ ଜଗା ଦର୍ଶନ ପାଇଁ ଭିଡ: ଲାଗୁ ହେଲା ଡ୍ରେସ କୋଡ, ପାନ, ଗୁଟଖା ଉପରେ କଟକଣା

ଭୁବନେଶ୍ୱର: ଆଜି ନୂଆବର୍ଷ । ସକାଳୁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି  । ନୂଆ ବର୍ଷରେ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ରାତି ଗୋଟାଏରୁ ପହଡ ଖୋଲା ଯାଇଛି । ଧାଡିରେ ଭକ୍ତମାନେ ଜଗାକୁ ଦର୍ଶନ କରୁଛନ୍ତି । ଆଜିଠାରୁ ଶ୍ରୀମନ୍ଦିରରେ ନୂଆ ନିୟମ…

ନୂଆବର୍ଷରେ ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି (ସୋମବାର) ନୂଆବର୍ଷରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ତ୍ରିଶୂଳିଆ ନିକଟସ୍ଥ ରତଗଡ ଲେଙ୍କା ସାହିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ…

ଏହି କାରଣ ପାଇଁ ସାଧାରଣତନ୍ତ୍ର ଦିବସ ପରେଡରୁ ବାଦ ପଡିଲେ ପଞ୍ଜାବ ଓ ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ-୨୦୨୪ ପରେଡରେ କର୍ତ୍ତବ୍ୟପଥରେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବାରୁ ବାଦ ପଡିଛନ୍ତି ପଞ୍ଜାବ ଓ ପଶ୍ଚିମବଙ୍ଗ । ଏହି ଦୁଇ ରାଜ୍ୟର ପ୍ରସ୍ତାବିତ ପ୍ରଜ୍ଞାପନ ମେଢକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଚୟନ କରିନାହିଁ । ଏହା ପରେ ଉଭୟ ରାଜ୍ୟ କେନ୍ଦ୍ର…

ଚର୍ଚ୍ଚାରେ ଶୁଭମନ ରଖିଥିବା ୨୦୨୩ ପାଇଁ ଟାର୍ଗେଟ

ନୂଆଦିଲ୍ଲୀ: ଭାରତର ଉଦୀୟମାନ କ୍ରିକେଟର ଶୁଭମନ ଗିଲଙ୍କ ଏକ ପୋଷ୍ଟ ଏବେ ଚର୍ଚ୍ଚାର କାରଣ ସାଜିଛି । ୩୧ ଡିସେମ୍ବର ୨୦୨୨ରେ ତାଙ୍କର ଆଗାମୀ ବର୍ଷ ପାଇଁ କଣ ଟାର୍ଗେଟ ଥିଲା ତାହା ସେ ଶେୟାର କରିଛନ୍ତି । ଏହି ହାତ ଲେଖା ଫଟୋଟିରେ ସେ ରଖିଥିବା ଲକ୍ଷ୍ୟ ପ୍ରାୟତଃ ହାସଲ କରିଥିଲେ । ଭାରତୀୟ…

କୁହୁଡି ଯୋଗୁଁ ବଢୁଛି ସଡ଼କ ଦୁର୍ଘଟଣା: ପ୍ରତିବର୍ଷ ହାରାହାରି ୧୮ହଜାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଶୀତ ଦିନେ କୁହୁଡି ଏକ ମୁଖ୍ୟ ସମସ୍ୟା । କୁହୁଡି ଯୋଗୁଁ ଦୃଶ୍ୟମାନ କ୍ଷମତା ହ୍ରାସ ପାଏ ଓ ଦୁର୍ଘଟଣା ଘଟିଥାଏ । କୁହୁଡି ଯୋଗୁଁ ପ୍ରତିବର୍ଷ ହାରାହାରି ୧୮ହଜାର ଲୋକଙ୍କ ମୃତ୍ୟୁ ହେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । କୁହୁଡି ଯୋଗୁଁ ଉତ୍ତରପ୍ରଦେଶରେ ସର୍ବାଧିକ ସଡକ…

୨୦୨୪ରେ ଭାରତୀୟ କ୍ରିକେଟ ଟିମର ରହିଛି ବ୍ୟସ୍ତବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ୨୦୨୪ରେ ଭାରତୀୟ କ୍ରିକେଟ ଟିମ ନିକଟରେ ରହିଛି ବ୍ୟସ୍ତବହୂଳ କାର୍ଯ୍ୟସୂଚୀ । ଅଳ୍ପକେ ଦିିନିକିଆ ବିଶ୍ୱକପ ହାତଛଡା କରିଥିବା ଭାରତ ଏଥର ଟି୨୦ ବିଶ୍ୱକପ ନିଶ୍ଚିତ ଭାବେ ଜିତିବା ପାଇଁ ଚାହିଁବ । ଆସନ୍ତୁ ନଜର ପକାଇବା ଭାରତର କାର୍ଯ୍ୟସୂଚୀ ଉପରେ.. । ୨୦୨୪ରେ ଭାରତ ଚଳିତ ଦକ୍ଷିଣ…