Latest Odisha News

BREAKING NEWS

Browsing Category

ଫିଚର

ଆଉ ୫ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଫିସର ଚାକିରିରୁ ବିଦା

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି । ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏମାନଙ୍କ ଭିତରେ ଅଛନ୍ତି ପୋଲିସ ଡିଏସପି, ଓଏଏସ୍ ଅଫିସର, ପୋଲିସ ଇନ୍ସପେକ୍ଟର ଓ୨ ଜଣ ମ୍ୟୁନିସିପାଲଟି ଏକଜିକ୍ୟୁଟିଭ ଅଫିସର ।…

ୱେଷ୍ଟଇଣ୍ଡିଜ ବିପକ୍ଷ T20 ସିରିଜରେ ରିଷଭ ପନ୍ଥ ଉପ-ଅଧିନାୟକ

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳର ଉପଅଧିନାୟକ ହେଲେ ରିଷଭ ପନ୍ଥ । ତାଙ୍କୁ ନିଯୁକ୍ତି ଦେଇଛି ବିସିସିଆଇ । ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଆସନ୍ତାକାଲିଠୁ ଆରମ୍ଭ ହେବ ଭାରତ-ୱେଷ୍ଟଇଣ୍ଡିଜ୍ ଟି-ଟ୍ୱେଣ୍ଟି ସିରିଜ ।…

୩୦ ହଜାର ତଳେ ଦେଶରେ ଦୈନିକ କରୋନା କେସ୍, ୩୪୭ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା କାୟା । ୩୦ ହଜାର ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୭ହଜାର ୪୦୯ ଆକ୍ରାନ୍ତ । ଗତକାଲି ଅପେକ୍ଷା ସଂକ୍ରମଣ ୧୯.୭ ପ୍ରତିଶତ କମିଛି । କେରଳରୁ ସର୍ବାଧିକ ୮୯୮୯ ପଜିଟିଭ୍ ବାହାରିଥିବା ବେଳେ…

ଆଜିଠୁ କମିବ ଶୀତ, ପଶ୍ଚିମା ଝଡ଼ ପ୍ରଭାବରେ ୧୮ରୁ ହାଲ୍‌କା ବର୍ଷିବ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ରାତି ତାପମାତ୍ରା ବଢିବ । ଶୀତ କମିବ । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ବଢ଼ିବା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୭ ତାରିଖ ଯାଏ ପାଗ ଶୁଖିଲା ରହିବ । ୧୮ ତାରିଖରୁ ପଶ୍ଚିମ…

ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ, ଅତିରିକ୍ତ ଏସପିଙ୍କ ଘରେ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପୋଲିସ କମ୍ୟୁନିକେସନ୍ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘର ସମେତ ୧୧ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । କଟକ, କୋରାପୁଟ, ଯାଜପୁର ଓ…

ଆଜି ରାଜ୍ୟରୁ ୯୨୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ସ୍ଥିର ରହିବା ପରେ ଆଜି ହଜାରେ ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯୨୫ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୫୪୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୮୩ । ୧୮ ବର୍ଷ ଭିତରେ ଆଉ ୨୦୨ ପଜିଟିଭ୍ ବାହାରିଛନ୍ତି । Covid-19…

ଦୀର୍ଘ ଦିନ ପରେ ଅଲଗା ହେଲେ ଆଇପିଏଲର ଏହି ଚର୍ଚ୍ଚିତ ଯୋଡି

ମୁମ୍ବାଇ: ଆଇପିଏଲର ମେଗା ନିଲାମ ପ୍ରକ୍ରିୟା ଶେଷ ହୋଇଛି । ଏଥର ନିଲାମରେ ପ୍ରଥମ ଥର ଦୀର୍ଘ ଦିନ ଧରି ଏକାଠି ଖେଳି ଆସିଥିବା ଚର୍ଚ୍ଚିତ ଯୋଡି ପରସ୍ପରଠାରୁ ଅଲଗା ହୋଇଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ... ଧୋନୀ-ରାଇନା: ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ମହେନ୍ଦ୍ର ସିଂ ଧୋନୀ ଓ…

ଛକା ରୋକିବାକୁ ଯାଇ ଆହତ ହେଲେ ସ୍ମିଥ, ସିରିଜରୁ ଓହରିଲେ

ସିଡନୀ: ଶ୍ରୀଲଙ୍କା ବିପକ୍ଷ ଟି୨୦ କ୍ରିକେଟ ସିରିଜ ଅବସରରେ ଆହତ ହୋଇଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ । ସିଡନୀରେ ଦ୍ୱିତୀୟ ଟି୨୦ ଅବସରରେ ଶ୍ରୀଲଙ୍କାର ମହୀଶ ଦୀକ୍ଷଣା ଅନ୍ତିମ ଓଭରରେ ଏକ ବଡ ଶଟ ଖେଳିଥିଲେ । ସ୍ମିଥ ଛକାକୁ ରୋକିବା ପାଇଁ ଡ୍ରାଇଭ ମାରିଥିଲେ । ଏହି…

୭୩ ବର୍ଷରେ ବୃଦ୍ଧା ପାଇଲେ ପ୍ରକୃତ ପ୍ରେମ

ୱାଶିଂଟନ:ପ୍ରେମ ଦିବସରେ ଆଜି ସମସ୍ତେ ମତୁଆଲା ହୋଇଥିବା ବେଳେ ମନରେ ଶିହୀରଣ ସୃଷ୍ଟି କରିବା ପରି ଆଉ ଏକ ଖବର ହସ୍ତଗତ ହୋଇଛି । ରିପୋର୍ଟ ମୁତାବକ ୭୩ ବର୍ଷୀୟ କାରୋଲ ଏଚ ମ୍ୟାକ ପରିଣତ ବୟସରେ କିପରି ପ୍ରକୃତ ପ୍ରେମ ପାଇଥିଲେ ତାହା ଟୁଇଟରରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଜୀବନ ଅଦ୍ଭୁତ…

ଆଇପିଏଲ ନିଲାମ: ରାଇନାଙ୍କଠାରୁ ଆରମ୍ଭ କରି ଶାକିବ, ଫିଂଚ ପରି ଖେଳାଳିଙ୍କୁ କେହି ନେଲେନି

ବାଙ୍ଗାଲୋର: ଆଇପିଏଲ ୨୦୨୨ ମେଗା ନିଲାମ ସମାପ୍ତ ହୋଇଛି । ଏଥର ଫ୍ରାଂଚାଇଜମାନଙ୍କ ରଣନୀତି କାହାକୁ ବୁଝା ପଡି ନ ଥିଲା । ଯୁବ ଖେଳାଳିଙ୍କ ଉପରେ ଅର୍ଥ ଢ଼ଳା ଯାଇଥିଲା ବେଳେ ସିନିୟର ଓ ଷ୍ଟାର ଖେଳାଳିଙ୍କୁ ଅଣଦେଖା କରାଯାଇଥିଲା । ମିଷ୍ଟର ଆଇପିଏଲ ଭାବେ ପରିଚିତ ସୁରେଶ ରାଇନାଙ୍କ କେହି ନ ନେବା…