Latest Odisha News

BREAKING NEWS

Browsing Category

ଫିଚର

ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ମାଗଣା ରାସନ, କ୍ୟାବିନେଟରେ ମିଳିଲା ମଞ୍ଜୁରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଆଉ ୪ମାସ ବୃଦ୍ଧି କରାଯାଇଛି । ମହାମାରୀ କରୋନା ଜନିତ ଯନ୍ତ୍ରଣାକୁ ଲାଘବ କରିବା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଆଜି ବଡ଼ ଘୋଷଣା କରିଛନ୍ତି । ହିତାଧିକାରୀ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣାରେ ରାସନ…

କୋଭିଡ୍ ଭାରିଆଣ୍ଟ ପରିବର୍ତ୍ତନ କଲେ ବିପଦ ଆସିପାରେ ; ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର : ଦେଶରେ ଏବେ କରୋନା ସଂକ୍ରମଣ ହାର କମ୍ ରହୁଥିବା ବେଳେ ରାଜ୍ୟରେ ସଂକ୍ରମଣ କମ୍ ରହିଛି।ତେବେ ଏହା ଯେମିତି ଆଗକୁ ଆହୁରୀ କମିବ ସେନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଆଖ ପାଖ ଦେଶରୁ ଆମ ଦେଶକୁ କରୋନା ସଂକ୍ରମଣ…

ଏହି ମହାନ ବ୍ୟକ୍ତିମାନେ କପିଲ ଶର୍ମା ଶୋଠାରୁ ଏବେ ବି ନିଜକୁ ଦୂରେଇ ରଖିଛନ୍ତି

ମୁମ୍ବାଇ: କପିଳ ଶର୍ମାଙ୍କ କମେଡି ଶୋ ଦି କପିଲ ଶର୍ମା ଶୋ ବଲିଉଡ ଫିଲ୍ମ ପ୍ରମୋଶନର ଏକ ଭଲ ପ୍ଲାଟଫର୍ମ ସାଜିଛି । ଦର୍ଶକଙ୍କ ପସନ୍ଦ ସତ୍ୱେ ଫିଲ୍ମ ଇଣ୍ଡଷ୍ଟ୍ରି ତଥା ଅନ୍ୟ ବିଭାଗର ମହାନ ବ୍ୟକ୍ତିମାନେ ବାରମ୍ବାର ନିମନ୍ତ୍ରଣ ସତ୍ୱେ ଶୋରେ ଯୋଗ ଦେବାକୁ ପସନ୍ଦ କରି ନାହାନ୍ତି । ସେମାନଙ୍କ…

[ଭିଡିଓ] ବିବାହ ବେଦୀ ଛାଡି ପରୀକ୍ଷା ହଲରେ ଗୁଜରାଟି କନ୍ୟା

ଭୁବନେଶ୍ୱର: ଶିକ୍ଷାକୁ ଅଗ୍ରାଧିକାର ଦେଇ ଜଣେ ଯୁବତୀ ନିଜ ବିବାହ ଦିନ ପରୀକ୍ଷା ଦେଲେ । ବିବାହ ବେଦୀରେ ହାତଗଣ୍ଠି ପଡିବା ପୂର୍ବରୁ ସେ କନ୍ୟା ବେଶରେ ପରୀକ୍ଷା ହଲରେ ଆସି ପହଂଚିଥିଲେ । ଏହି ଘଟଣାର ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଗୁଜରାଟ ରାଜକୋଟ…

ଓକାକ ସିଇଓଙ୍କୁ ସାଇବର ଠକେଇ ମାମଲା: ଅନେକ ଗ୍ୟାଙ୍ଗଙ୍କ ସାମିଲକୁ ନେଇ ଆସିଲା ତଥ୍ୟ

ଭୁବନେଶ୍ୱର: ଓକାକ୍ ସିଇଓଙ୍କୁ ସାଇବର ଠକେଇ ମାମଲାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡ଼ିଜି ସଞ୍ଜୀବ ପଣ୍ଡା । ପାସ୍କେଲ ମୁଖ୍ୟ ଅଭିଯୁକ୍ତ ନୁହେଁ, ଆହୁରି ଅନେକ ଗ୍ୟାଙ୍ଗ ଏଥିରେ ସାମିଲ ଅଛନ୍ତି । ଓକାକ ସିଇଓଙ୍କ ହ୍ୱାଟସଆପ୍ ହ୍ୟାକ୍ ମାମଲାରେ ୨ଜଣଙ୍କ ଅଭିଯୁକ୍ତଙ୍କୁ…

[ଭିଡିଓ] କଟକର କୁନି ପ୍ରତିଭା ଆସ୍ପୃହା ଆଚାର୍ଯ୍ୟ

କଟକ : ଇଚ୍ଛା ଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହେବ ହୁଏ । କଟକର ରାଜେନ୍ଦ୍ର ନଗରର କୁନି ପ୍ରତିଭା ହେଉଛନ୍ତି ଆସ୍ପୃହା ଆଚାର୍ଯ୍ୟ । ବୟସରେ ବହୁତ ଛୋଟ ହୋଇଥିଲେ ବି ବିଭିନ୍ନ ଡାନ୍ସରେ ଅଭିନୟ ଓ ଆର୍ଟ କରି ସମସ୍ତଙ୍କ ମନକୁ ଜିଣି ପାରିଛନ୍ତି ସେ । କେତେବେଳେ ବିଭିନ୍ନ ଦେବାଦେବୀଙ୍କ ସଙ୍ଗୀତରେ…

ହଲାଲ ମିଟ ବିବାଦ: ସ୍ପଷ୍ଟୀକରଣ ରଖିଲା ବିସିସିଆଇ

କାନପୁର: ହଲାଲ ମିଟ ବିବାଦ ଜୋର ଧରିବାରୁ ଶେଷରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏ ନେଇ ମୁହଁ ଖୋଲିଛି । କୋଷାଧ୍ୟକ୍ଷ ଅରୁଣ ଧମାଲ କହିଛନ୍ତି ଖେଳାଳି ଏବଂ ସପୋର୍ଟିଂ ଷ୍ଟାଫ ସେମାନଙ୍କ ମନ ପସନ୍ଦର ଖାଦ୍ୟ ଖାଇପାରିବେ । ଏହା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ନିଷ୍ପତି, ଏଥିନେଇ କୌଣସି…

ଶିକ୍ଷାନୁଷ୍ଠାନରେ ଫେରିଲାଣି କରୋନା ଲହରୀ , ସଚେତନ ହେଉନାହାଁନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର : ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିିବା ପରେ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି । ଓଡିଶାରେ ଷଷ୍ଠ ଶ୍ରେଣୀଠାରୁ ଆରମ୍ଭ କରି ଉପର ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଗୁଡିକ ଖୋଲି ସାରିଛି । ଏଭିଳି ସ୍ଥିତିରେ ପୁଣି ସ୍କୁଲ ଓ କେଲଜକୁ ଫେରିଛି କରୋନା । ସୁନ୍ଦରଗଡରେ ଗୋଟିଏ ଦିନରେ…

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହେଉଛିି । ଏଥିରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପ୍ରଭାରୀ ଡ଼ି ପୁରଣ୍ଡେଶ୍ୱରୀ, ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ ତଥା ବିଜେପି…

ଅପମାନିତ ହେଲେ କେନ୍ଦ୍ର ମନ୍ତ୍ରି ସ୍ମୃତି ଇରାନୀ: କପିଲ ଶର୍ମା ଶୋର ଗାର୍ଡ ସେଟକୁ ଛାଡିଲାନି

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଏକ ଟିଭି କାର୍ଯ୍ୟକ୍ରମ ଶୋରେ ଘୋର ଅପମାନିତ ହେବାକୁ ପଡିଛି । ରିପୋର୍ଟ ମୁତାବକ କପିଲ ଶର୍ମାଙ୍କ ଶୋରେ ସ୍ମୃତି ଇରାନୀ ଯୋଗ ଦେବା ପାଇଁ ନିମନ୍ତ୍ରିତ ହୋଇଥିଲେ । ମାତ୍ର ଦୁଃଖର କଥା ଶୋ’ର ଗାର୍ଡ ତାଙ୍କୁ ଭିତରକୁ ଛାଡି ନ ଥିଲା । କେନ୍ଦ୍ର…