Latest Odisha News

BREAKING NEWS

Browsing Category

ଫିଚର

ଚିଲିକାରେ ପକ୍ଷୀ ଗଣନା, ୨୧ଟି ଟିମ୍ ସାମିଲ

ବାଲୁଗାଁ(ଖୋର୍ଦ୍ଧା): ଚିଲିକାକୁ ଏବର୍ଷ କେତେ ପକ୍ଷୀ ଆସିଛନ୍ତି । ଆଜିଠୁ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଏଥିରେ ୨୧ଟି ଟିମରେ ଶହେରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୬୦ ଜଣ ଗାଇଡ୍ ସାମିଲ ଅଛନ୍ତି । ୧୯ଟି ଟିମ୍ ଚିଲିକା ଜଳରାଶି ଭିତରେ ଓ ୧ଟି ଗଣନାକାରୀ ଟିମ୍ ତଟବର୍ତ୍ତୀ ଅଞ୍ଚଳରେ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ କରୋନା ପଜିଟିଭ୍

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି କେଜ୍ରିଓ୍ୱାଲ୍ । ସେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି । ତାଙ୍କ ପାଖରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଦେଇଛି…

ବଦଳିଲେ ସମ୍ବଲପୁର ଜିଲ୍ଲାପାଳ

ଭୁବନେଶ୍ବର : ଆଇଏଏସ ସ୍ତରରେ ପୁଣି ହୋଇଛି ଅଦଳବଦଳ । ବଦଳିଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା । ତାଙ୍କୁ କୃଷି ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ରାଉରକେଲା ମହାନଗର ନିଗମର କମିଶନର ଥିବା ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି…

ଜୋହାନ୍ସବର୍ଗରେ ଅଜବ ସଂଯୋଗ: ୬ ମ୍ୟାଚରେ ୬ ଅଧିନାୟକ

ଜୋହାନ୍ସବର୍ଗ: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳାଯାଉଛି । ତେବେ ଏହି ମ୍ୟାଚରେ ଏକ ଅଦ୍ଭୁତ ସଂଯୋଗ ଦେଖିବାକୁ ମିଳିଛି । ଏଠାରେ ଭାରତ ୬ଟି ମ୍ୟାଚ ଖେଳିଛି ଏବଂ ପ୍ରତ୍ୟେକ ମ୍ୟାଚରେ ଅଲଗା ଅଲଗା ଅଧିନାୟକ ଦାୟିତ୍ୱ…

ଶ୍ରୀନଗର ପୋଲିସ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଭୁବନେଶ୍ୱର: ଆତଙ୍କବାଦୀଙ୍କ କାଳ ସାଜିଛି ଶ୍ରୀନଗର ପୋଲିସ । ଆଜି ହରୱାନ୍ ଅଂଚଳରେ ପୋଲିସ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର-ଏ-ତୋଏବାର ଜଣେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଥିବା ସୂଚନା ମିଳିଛି । ନିହତ ଆତଙ୍କବାଦୀ ଜଣକ କୁଖ୍ୟାତ ତଥା…

ଆଇସୋଲେଶନରେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ୱାଡ୍ରା ନିଜକୁ ଆଇସୋଲେଟ କରିଛନ୍ତି । ପ୍ରିୟଙ୍କାଙ୍କ ପରିବାରର ଜଣେ ସଦସ୍ୟ ଏବଂ ଷ୍ଟାଫ କରୋନା ସଂକ୍ରମିତ ହୋଇଛନ୍ତି । ପ୍ରିୟଙ୍କାଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ତେବେ କିଏ ସଂକ୍ରମିତ ହୋଇଛନ୍ତି ତାହା…

ଏମ୍‌ସ ଭୁବନେଶ୍ବରରେ ୧୫-୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ

ଭୁବନେଶ୍ବର : ଯୁବଗୋଷ୍ଠୀଙ୍କୁ କରୋନା ମହାମାରୀ କବଳରୁ ସୁରକ୍ଷିତ ରଖିବା ପାଇଁ ଆଜିଠାରୁ ଏମ୍‌ସ ଭୁବନେଶ୍ବରରେ ୧୫-୧୮ ବର୍ଷ ବୟସର କିଶୋରଙ୍କ ପାଇଁ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ । ଏମ୍‌ସ ଭୁବନେଶ୍ବରରେ ପରିସରରେ ଆଜି ଆରମ୍ଭ ହୋଇଥିଲା ଟିକାକରଣ । ଟିକା ନେବାକୁ ୧୫-୧୮ ବର୍ଷ ବୟସ…

କୋରାପୁଟ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର : ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । କୋରାପୁଟ ଜିଲ୍ଲା ଜୟପୁର ବ୍ରାହ୍ମୋଣୀ ଗାଁରେ ବନ୍ଧୁକମୁନରେ ଗଣ ଦୁଷ୍କର୍ମ ଘଟଣା କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟ ସରକାରଙ୍କ ନାରୀ ସୁରକ୍ଷା କେବଳ ସ୍ଳୋଗାନରେ ସୀମିତ । ବିଜେଡି ଶାଶନ କାଳରେ…

ଦ୍ୱିତୀୟ କ୍ରିକେଟ ଟେଷ୍ଟ: ଦକ୍ଷିଣ ଆଫ୍ରିକା ବୋଲିଂରେ ଧରାଶାୟୀ ହେଲା ଟିମଇଣ୍ଡିଆ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତର ବ୍ୟାଟ୍ସମ୍ୟାନ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଦକ୍ଷିଣ ଆଫ୍ରିକା ପେସ ବୋଲିଂକୁ ମୁକାବିଲା କରି ନ ପାରି ଟିମ୍ ଇଣ୍ଡିଆ ୨୦୨ ରନ କରି ଅଲଆଉଟ ହୋଇଯାଇଛି । କେଏଲ ରାହୁଲ (୫୦), ରବିଚନ୍ଦ୍ରନ ଅଶ୍ୱୀନ…

ପୁଣି ଚର୍ଚ୍ଚାରେ ମୁମ୍ବାଇ-ଗୋଆ କ୍ରୁଜ୍ ସିପ୍‌, ଏଥର କରୋନା ଖେଳାଇଛି ଆତଙ୍କ

ମୁମ୍ବାଇ: ଦିନେ କିଙ୍ଗଖାନ୍ ଶାହରୁଖଙ୍କ ପୁଅ ଆର୍ଯ୍ୟନ୍ ଓ ଡ୍ରଗ୍ସ ପାଇଁ ଚର୍ଚ୍ଚାକୁ ଆସିଥିଲା ମୁମ୍ବାଇ-ଗୋଆ କ୍ରୁଜ୍ ସିପ୍ । ହେଲେ ପୁଣି ରେ ଏହି କ୍ରୁଜ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଥର ଡ୍ରଗ୍ସ ପାଇଁ ନୁହେଁ ବରଂ କରୋନା ସଂକ୍ରମଣ ପାଇଁ ଏହି କ୍ରୁଜ୍ କୋକୁଆ ଭୟ ସୃଷ୍ଟି କରିଛି…