Latest Odisha News

BREAKING NEWS

Browsing Category

ଫିଚର

କୋଭିଡ଼ ନିୟମ ଉଲ୍ଲଂଘନ, ପୁରୀରେ ସିଲ୍ ହେଲା ୩ଟି ଦୋକାନ

ପୁରୀ: ପୁରୀରେ ତିନୋଟି ଦୋକାନକୁ ସିଲ୍ କରାଯାଇଛି । କୋଭିଡ଼ ଗାଇଡ଼ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ପୁରୀ ଟାଉନ ଥାନା ଅଧିନ ନିଳାଦ୍ରୀ ମାର୍କେଟ କମ୍ପେ୍ଲକ୍ସରେ ଦୋକାନକୁ ପ୍ରଶାସନ ସିଲ୍ କରିଥିବା ଜଣାପଡ଼ିଛି । କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏନେଇ ପ୍ରଶାସନ ପକ୍ଷରୁ କଟକଣା…

ଆସିଲା ରାୟ ,ସୁମିତଙ୍କ ଘରେ ରହିବେ ତପସ୍ୱିନୀ

ବ୍ରହ୍ମପୁର : ବ୍ରହ୍ମପୁର ସୁମିତ୍ ଓ ତପସ୍ୱିନୀ ବିବାହ ବିବାଦ ମାମଲ।ର ଆସିଲା ରାୟ । ସୁମିତଙ୍କ ଘରେ ରହିବେ ତପସ୍ୱିନୀ । ସୁମିତଙ୍କ ସହ ବ୍ରହ୍ମାନଗର ଘରେ ରହିବେ ତପସ୍ୱିନୀ । ଏନେଇ ବ୍ରହ୍ମପୁର ଜିଲ୍ଲା ଦୌରା ଜଜ୍ ଏହି ରାୟ ଶୁଣାଇଛନ୍ତି । ମାସିକ ଡିମ୍ପଲଙ୍କୁ ଖର୍ଚ୍ଚ ବାବଦରେ ୧୭ ହଜାର…

ତୃତୀୟ ଥର ପାଇଁ କରୋନା ସଂକ୍ରମିତ ହେଲେ ବାବୁଲ ସୁପ୍ରିୟୋ

କୋଲକାତା:ଟିଏମସି ନେତା ବାବୁଲ ସୁପ୍ରିୟୋ ୩ୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ପତ୍ନୀ, ବାପା ଓ କିଛି କର୍ମଚାରୀଙ୍କ ରିପୋର୍ଟ ବି ପଜିଟିଭ ଆସିଛି । ସେ ସେସିଆଲ ସାଇଟରେ ଏ ନେଇ ସୂଚନା ଦେଇଛନ୍ତି । ଏହି ଅବସରରେ ବାବୁଲ କକଟେଲ ଶଟର ମୂଲ୍ୟ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।…

ବଢୁଛି ଓମିକ୍ରନ ଓ କରୋନା ସଂକ୍ରମଣ : ଦିଲ୍ଲୀରେ ଜାରି ହେଲା ସପ୍ତାହନ୍ତ କର୍ଫ୍ୟୁ

ଦିଲ୍ଲୀ : ଦେଶରେ କରୋନା ଓ ଓମିକ୍ରନ ସଂକ୍ରମଣ ବଢୁଥିବାରୁ ଦିଲ୍ଲୀରେ ଲାଗୁ ହେଲା ସପ୍ତାହନ୍ତ କର୍ଫ୍ୟୁ । ଦିଲ୍ଲୀ ସରକାର ସପ୍ତାହନ୍ତ କର୍ଫ୍ୟୁ ଲଗାଇବା ପାଇଁ ନିଷ୍ପତି ନେଇଛନ୍ତି । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରେଟି ଏହି ନିଷ୍ପତି ନେଇଛି । ଦିଲ୍ଲୀରେ କରୋନା ସଂକ୍ରମଣ ହାର ହୁ ହୁ…

ବୁଧବାର ମାଟ୍ରିକ ସମ୍ମେଟିଭ-୧ ପରିକ୍ଷା, କରୋନା କଟକଣା ସହ ହେବ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା କିପରି ସ୍ୱଚ୍ଛତା ବଜାୟ ରହିବ ସେନେଇ ଦୃଷ୍ଟି ଦିଆଯାଇଛି । ମାଟ୍ରିକ ସମେଟିଭ୍ ପରୀକ୍ଷା ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ…

ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲଣକାରୀ, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ବରଗଡ଼ :  ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲଣକାରୀ । ଡିଲ୍ ଚାଲିଥିବା ବେଳେ ବଜ୍ରକାପ୍ତା ଚାଲଣକାରୀଙ୍କୁ ବରଗଡ ବନ ବିଭାଗ ସହାୟତାରେ ଗିରଫ କଲା ଏସଟିଏଫ । ସୂଚନା ଅନୁସାରେ ଖାନୁସେମନ୍ ଦେବୀ ମନ୍ଦିର ରାସ୍ତା କଡରେ ଡିଲ୍ ଚାଲିଥିବା ବେଳେ ବିଶେଶ…

କରୋନା ଭୟ, ନାଇଜରରୁ ୩୧ଜଣ କରୋନା ପଜିଟିଭ ଚିହ୍ନଟ

ଜଟଣୀ: ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ଉପରମୁହାଁ ହେବାରେ ଲାଗିଛି । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ାଇଛି । ଆଜି ଜଟଣୀସ୍ଥିତ ନାଇଜରରୁ ୩୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୩୦ଜଣ…

ବଢୁଛି କରୋନା ସଂକ୍ରମଣ : ସମସ୍ତଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ ।ଏହାକୁ ନେଇ  ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ରାଜ୍ୟରେ ସଂକ୍ରମଣ ବଢୁଛି । ଯେହେତୁ ଭାଇରସ୍ ଅଛି ତେଣୁ ସଂକ୍ରମଣ ଆଶଙ୍କା ମଧ୍ୟ ଅଛି ।ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି…

ତିଗିରିଆ ବନାଞ୍ଚଳ ଭିରୁଡ଼ା ଜଙ୍ଗଲରୁ ମିଳିଲା କଲରାପତରିଆ ବାଘର ମୃତଦେହ

କଟକ: ପୁଣି ଏକ ବାଘର ମୃତଦେହ ଠାବ କରାଯାଇଛି । ଆଠଗଡ଼ ବନଖଣ୍ଡ ତିଗିରିଆ ବନାଞ୍ଚଳର ଭିରୁଡ଼ା ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି । ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବାଘର ମୃତଦେହ ଠାବ ପରେ ଏହି ଘଟଣାକୁ ନେଇ…

ଜାନୁୟାରୀ ୪ରେ ସୂର୍ଯ୍ୟର ନିକଟତର ହେବ ପୃଥିବୀ

ଭୁବନେଶ୍ୱର: ମଙ୍ଗଳବାର ୪ ତାରିଖ ମଧ୍ୟାହ୍ନ ୧୨ଟାରେ ସୂର୍ଯ୍ୟଙ୍କ ନିକଟତର ହେବ ପୃଥିବୀ । ୧୨ଟା୯ ମିନିଟରେ ସୂର୍ଯ୍ୟଠାରୁ ପୃଥିବୀ ୧୪ କୋଟି ୭୧ ଲକ୍ଷ ୫ହଜାର ୫୨ କିମି ଦୂରରେ ରହିବ । ୬ ମାସ ପୂର୍ବରୁ ଏହି ଦୂରତା ୧୫ କୋଟି ୨୦ ଲକ୍ଷ ୯୮ ହଜାର ୪୫୫ କିମି ଦୂରତାରେ ରହିଥିଲା । ବିଜ୍ଞାନ ଭାଷାରେ…