Latest Odisha News

BREAKING NEWS

Browsing Category

ଫିଚର

OCAC ମୁଖ୍ୟଙ୍କ ନାଁରେ ଠକେଇ

ଭୁବନେଶ୍ୱର: ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ବା ଓକାକ୍ ମୁଖ୍ୟଙ୍କ ନାଁରେ ଠକେଇ ଅଭିଯୋଗ । OCAC ମୁଖ୍ୟ ମନୋଜ କୁମାର ପଟ୍ଟନାୟକଙ୍କ ନାଁରେ ଠକେଇ । ମନୋଜଙ୍କ ନାଁ କହି ହ୍ୱାଟ୍ସ ଆପରେ ଦୁର୍ବୃତ୍ତ ଲୁଟି ନେଲେ ୭ ଲକ୍ଷ ଟଙ୍କା । ଏନେଇ ଭୁବନେଶ୍ୱର ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି…

ଆଜି ୧୪୩ଟି ସ୍ମାର୍ଟ ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୫ଟି ଏବଂ ମୋ ସରକାରଙ୍କ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ୬୭ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇଛି। ବଦଳିଛି ସରକାରୀ ହାଇସ୍କୁଲର ରୂପରେଖ। ହାଇଟେକ ହେଉଛି ହାଇସ୍କୁଲ ଓ ନୂଆ ରୂପ ନେଇଛି ଶ୍ରେଣୀ ଗୃହ। ଆଜି…

ପିଟିଦେଲା ଅଜଣା ଗାଡ଼ି: ସାନ ଭାଇ ମୃତ, ବଡ଼ ଭାଇ ଗୁରୁତର

ଖଡ଼ିଆଳ: ଦୁର୍ଘଟଣା ନେଲା ସାନ ଭାଇର ଜୀବନ । ବଡ଼ ଭାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସାନ ବୁହେଲ ଛକରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଲେ ଲଛିପୁର ଗାଁର କୁନାଲ ଦୀପ । ତାଙ୍କ ବଡ଼ ଭାଇ ଗୋବିନ୍ଦ ଦୀପ ଗୁରୁତର ଅଛନ୍ତି ।…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ୍

ବାରିପଦା: ତେଲ ପକାଇବା ବାହାନାରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍ । ମୟୂରଭଞ୍ ଜିଲ୍ଲା ବୈଶିଙ୍ଗା ଥାନା ମାଣତ୍ରୀ ପେଟ୍ରୋଲ ପମ୍ପରୁ ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି । କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୪୦ ହଜାରରୁ ଅଧିକ ଟଙ୍କା ଧରି ଛୁ ମାରିଛନ୍ତି ଦୁଇ ଜଣ ଦୁର୍ବୃତ୍ତ ।…

ବଙ୍ଗୋପସାଗରରେ ଅବପାତ: ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସକ୍ରିୟ ରହିଛି । ଏହା ଆଜି ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ତାମିଲନାଡୁ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ତାମିଲାନଡୁର ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ…

ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ, ୨ ଗିରଫ

ଦେବଗଡ଼: ବାଘଛାଲ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ବନ ବିଭାଗର ଚଢଉ । ଦେବଗଡ଼ ବନଖଣ୍ଡ ରିଆମାଳ ଫରେଷ୍ଟରେଞ୍ଜ ବ୍ରାହ୍ମଣିପାଲ ଗାଁ ନିକଟରୁ ବାଘ ଛାଲ ଜବତ ହୋଇଛି । କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ବନ ବିଭାଗ ଚଢଉ କରିଥିଲା । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ…

T20 ବିଶ୍ୱକପ୍: ଇଂଲଣ୍ଡକୁ ୫ ଓ୍ୱିକେଟରେ ହରାଇ ଫାଇନାଲରେ ନ୍ୟୁଜିଲାଣ୍ଡ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଟି-ଟ୍ୱେଣ୍ଟି ବିଶ୍ୱକପର ପ୍ରଥମ ଫାଇନାଲିଷ୍ଟ ହୋଇଛି ନ୍ୟୁଜିଲାଣ୍ଡ । ପ୍ରଥମ ସେମି ଫାଇନାଲରେ ଇଂଲଣ୍ଡକୁ ୫ ଓ୍ୱିକେଟରେ ପରାସ୍ତ କରି ଫାଇନାଲ୍ ଟିକେଟ ହାତେଇଛି କିଓ୍ୱି ବାହିନୀ । ରୋମାଞ୍ଚକର ମୁକାବିଲାରେ ହାରିବାକୁ ଥିବା ମ୍ୟାଚର ଶେଷ ଓଭରରେ ବାଜି…

ଅନୁଗୁଳ ଓ ଢେଙ୍କାନାଳରେ ଶିଳ୍ପାୟନ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

ଅନୁଗୁଳ : ଅନୁଗୁଳ ଓ ଢେଙ୍କାନାଳରେ ଶିଳ୍ପାୟନ ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ଉଭୟ ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଜିଲ୍ଲାରେ ଚାଷ ଓ ଶିଳ୍ପ ପାଇଁ ଅନେକ ସମ୍ଭାବନା…

କୋଟିଆ ପାଇଁ ସର୍ବଦଳୀୟ ବୈଠକ

କୋରାପୁଟ : ତୁଟିବ କୋଟିଆ କଳି । ଏକାଠି ହେଲେ ସମସ୍ତ ଦଳ । କୋଟିଆ ପ୍ରସଙ୍ଗରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ ସାମିଲ ହୋଇଛନ୍ତି । ବୈଠକରେ କୋଟିଆରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ…

ଟି୨୦ ବିଶ୍ୱକପ କ୍ରିକେଟ: ଫାଇନାଲରେ ପ୍ରବେଶ ପାଇଁ ନ୍ୟୁଜିଲାଣ୍ଡକୁ ଆବଶ୍ୟକ ୧୬୭ରନ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ୧୬୭ ରନର ବିଜୟ ଲକ୍ଷ୍ୟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦ ଓଭରରେ ୪ ଉଇକେଟ ହରାଇ ୧୬୬ ରନ କରିଥିଲା । ମୋଇନ ଅଲୀ ଦଳ ପକ୍ଷରୁ ସର୍ବାଧିକ ୫୧ (ନଟଆଉଟ) ରନ କରିଥିଲେ । ଡେଭିଡ ମଲାନ ମଧ୍ୟ…