Latest Odisha News

BREAKING NEWS

Browsing Category

ଫିଚର

ସତର୍କ କରାଇଲା ଡବ୍ଲ୍ୟୁଡବ୍ଲ୍ୟୁଏଫ: ଖୁବ ଶୀଘ୍ର ଲୋପ ପାଇଯିବେ ହାତୀ, ଶାର୍କ, ବେଙ୍ଗ ଓ ଧଳାଭାଲୁ

ଲଣ୍ଡନ: ବିଶ୍ୱ ପରିବେଶ ଏବଂ ପ୍ରାଣୀଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ୱାର୍ଲ୍ଡ ୱାଇଡ ଫଣ୍ଡ (ଡବ୍ଲ୍ୟୁଡବ୍ଲ୍ୟୁଏଫ) ଚେତାଇ ଦେଇଛି ଯେ, ଡାଇନୋସର ପରି ଧରାପୃଷ୍ଠରୁ ଅନେକଗୁଡିଏ ଜୀବ ଲୋପ ପାଇବାକୁ ଯାଉଛନ୍ତି । ଏହା ମଧ୍ୟରେ ହାତୀ,ଧଳା ଭାଲୁ, ବେଙ୍ଗ ଓ ଶାର୍କ ପରି କେତେକ ପ୍ରଜାତିର ମାଛ…

ନୂଆବର୍ଷ ଭେଟି: ନିୟମିତ ହେଲେ ରାଜ୍ୟର ୮ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର: ନୂଆବର୍ଷରେ ରାଜ୍ୟ ସରକାର ଶିକ୍ଷକଙ୍କୁ ଭେଟି ପରେ ଭେଟି ଦେଉଛନ୍ତି । ଗତକାଲି ନୂଆ ଅନୁଦାନପ୍ରାପ୍ତ ସରକାରୀ ବିଦ୍ୟାଳୟ ଓ କଲେଜର ଶିକ୍ଷକ ଏବଂ ଅଧ୍ୟାପକଙ୍କୁ ସପତ୍ମ ବେତନ କମିଶନରେ ଦରମା ଦେବାକୁ ରାଜ୍ୟ କ୍ୟାବିନେଟ୍ ପ୍ରସ୍ତାବରେ ମୋହର ମାରିଥିଲା । ଆଜି ୮ହଜାର ୧୦୨ ଜଣ କନିଷ୍ଠ…

କରୋନା ଭିତରେ ଫ୍ଲୋରୋନା ଭୟ: ଇସ୍ରାଏଲରୁ ବାହାରିଲା ପ୍ରଥମ କେସ୍

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ହାହାକାର ପରିସ୍ଥିତି । ଆମେରିକାରେ ଦୈନିକ ସଂକ୍ରମଣ ୬ ଲକ୍ଷ ଟପିଥିବା ବେଳେ ବିଭିନ୍ନ ଦେଶରେ ନିଆଁ ଭଳି ବ୍ୟାପୁଛି ସଂକ୍ରମଣ । ଏଭଳି ସ୍ଥିତିରେ ନୂଆ ଭାଇରାସ୍ ଫ୍ଲୋରୋନା ଆତଙ୍କ ସୃଷ୍ଟି କଲାଣି । ଇସ୍ରାଏଲରୁ…

ନୂଆବର୍ଷରେ ଅଘଟଣ : ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଯୁବକଙ୍କୁ ପିଟିପିଟି ହତ୍ୟା

ଭୁବନେଶ୍ୱର : ନୂଆବର୍ଷରେ ଅଘଟଣ । ରକ୍ତ ରଞ୍ଜିତ ହେଲା ରାଜଧାନୀ । ଯୁବକଙ୍କୁ ପିଟିପିଟି ହତ୍ୟା କଲେ ଦୁବୃର୍ତ୍ତ । ସୁନ୍ଦରପଦା ନୂଆସାହିରେ ଏପରି ଅଘଟଣ ଘଟିଛି । ଯୁବକ ଜଣକ ହେଉଛନ୍ତି ଦୀପୁ ରାଉତ । ସୂଚନା ଅନୁସାରେ ସୁନ୍ଦରପଦା ନୂଆସାହିରେ କିଛି ଯୁବକ ନୂଆ ବର୍ଷ ପାଇଁ ରାତିରେ ଭୋଜି…

କୋହଲି ପ୍ରସଙ୍ଗ ନେଇ ମୁହଁ ଖୋଲିଲେ ଚୟନ କମିଟି ମୁଖ୍ୟ

ମୁମ୍ବାଇ:ବିରାଟ କୋହଲି ଅଧିନାୟକ ପଦରୁ ହଟିବା ଭାରତୀୟ କ୍ରିକେଟରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା । ଏ ନେଇ ଦୀର୍ଘଦିନ ପରେ ଚୟନ କମିଟି ମୁଖ୍ୟ ଚେତନ ଶର୍ମା ମୁହଁ ଖୋଲିଛନ୍ତି । ଚୟନକମିଟି ଓ ବିସିସିଆଇ ଅଧିକାରୀ ତାଙ୍କୁ ଟି୨୦ ଅଧିନାୟକ ପଦରୁ ହଟିବା ପାଇଁ ମନା କରିଥିଲେ । ସେ…

ଓଡ଼ିଶାରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାରେ ବଢୁଛି କରୋନା କେସ୍ । ୨୪ ଘଣ୍ଟାରେ ୨୯୮ ସଂକ୍ରମିତ ହୋଇଛନ୍ତି । ୧୪ ଜଣ ଓମିକ୍ରନ୍ ପଜିଟିଭ୍ ବାହାରିଛନ୍ତି । କିନ୍ତୁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନାହିଁ । ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ…

ଆସନ୍ତାକାଲି ଶ୍ରୀମନ୍ଦିରରେ ‘ବଉଳ ଅମାବାସ୍ୟା’ ପାଳନ ହେବ

ପୁରୀ : ରବିବାର ଶ୍ରୀମନ୍ଦିରରେ ବକୁଳ ଅମାବାସ୍ୟା ନୀତି ପାଳିତ ହେବ । ରୀତି ନୀତି ଅନୁସାରେ ମହାପ୍ରଭୁଙ୍କ ଠାରେ ଲାଗିହେବ ବଉଳ । ବଉଳ ପଡି ତିଆରି କରାଯାଇଥିବା ଗଇଁଠା ପିଠା ମହାପ୍ରଭୁଙ୍କ ଠାରେ ଅର୍ପଣ କରାଯିବ । ବଉଳ ଗଇଁଠା ଲାଗି ହେବ ମହାପ୍ରଭୁଙ୍କ ନିକଟରେ ଏବଂ ମହାପ୍ରଭୁଙ୍କୁ ଲାଗି ହେବ…

ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୪୩୧କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ମାଡି ଚାଲିଛି ଓମିକ୍ରନ୍ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ବର୍ତ୍ତମାନ ସୁଦ୍ଧା ନୂଆ ଭାରିଆଣ୍ଟରେ ସଂକ୍ରମିତ ହେଲେଣି ୧୪ଶହ ୩୧ ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୪୫୪ ଓ ଦିଲ୍ଲୀରୁ ୩୫୧ ପଜିଟିଭ୍ କେସ୍ ବାହାରିଛି । ଏହି ଦୁଇଟି ରାଜ୍ୟରୁ କେବଳ ଅଧାରୁ ଅଧିକ…

ଦେଶରେ ଦିନକରେ ୩୫% ବଢ଼ିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ମେଲାଇ ଚାଲିଛି କରୋନା । ଦୈନିକ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଗତ ସପ୍ତାହରେ ୧୦ ହଜାର ତଳେ ରହିଥିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଚଳିତ ସପ୍ତାହରେ ୨୦ ହଜାର ପାର କରିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୨ହଜାର ୭୭୫ ସଂକ୍ରମିତ ।…

୧୫-୧୮ ବର୍ଷଙ୍କୁ ଟିକାକରଣ ପାଇଁ ଆଜିଠୁ ପଞ୍ଜିକରଣ, ଜାଣନ୍ତୁ ରେଜିଷ୍ଟ୍ରସନ୍ ପ୍ରକ୍ରିୟା

ନୂଆଦିଲ୍ଲୀ: ନୂଆବର୍ଷରେ ନୂଆ ଅଭିଯାନ । ଆସନ୍ତା ୩ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ ୧୫-୧୮ ବର୍ଷ ବର୍ଗରେ କୋଭିଡ୍ ଟିକାକରଣ । ଏଥିପାଇଁ ଆଜିଠୁ ଆରମ୍ଭ ହେବ ପଞ୍ଜିକରଣ । ଏଥିପାଇଁ କୋ ଓ୍ୱିନ୍ ପୋର୍ଟାଲରେ ଆରମ୍ଭ ହେବ ରେଜିଷ୍ଟ୍ରେସନ୍ । ୧୫-୧୮ ବର୍ଷ ବୟସ୍କଙ୍କୁ କେବଳ କୋଭାକ୍ସିନ୍ ଟିକା…