Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ କୋଭିଡ ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ସମ୍ଭାବ୍ୟ କୋଭିଡ୍ ଲହରର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଜିଲ୍ଲା, ପୌରାଞ୍ଚଳ ଏବଂ ହସପିଟାଲ ସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଲୋକସେବା ଭବନରୁ ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ…

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର : ଅତ୍ୟାଧୁନିକ ବଗି ବିଶିଷ୍ଟ ପୁରୀ -ହାତିଆ ତପସ୍ବିନୀ ଏକ୍ସପ୍ରେସର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଭୁବନେଶ୍ବର ରେଳ ଷ୍ଟେସନରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହାଦ୍ବାରା ୧୨ଟି ଜିଲ୍ଲାର ଯାତ୍ରୀ ସୁବିଧା…

୨୦୨୧ ମସିହା ପାଇଁ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ସର୍ବଭାରତୀୟ ସ୍ତରରେ ପ୍ରଥମ

ଭୁବନେଶ୍ବର : ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାକୁ ୨୦୨୧ ମସିହାର ସର୍ବଭାରତୀୟ ସ୍ତରରେ ‘ସର୍ବଶ୍ରେଷ୍ଠ ଅଗ୍ନିଶମ ସେବା ସଂସ୍ଥା’ ଭାବରେ ବିବେଚନା କରାଯାଇଛି । ଦିଲ୍ଲୀର ନୋଇଡାରେ ଡିସେମ୍ବର ୨ରୁ ୫ ତାରିଖ ପର୍ଯ୍ୟନ୍ତ Institution Of Fire Engineers (India) ଦ୍ବାରା ଆୟୋଜିତ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ବିଭ୍ରାଟ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୨୭ ଆଇପିଏସ ଅଧିକାରୀ

ନୂଆଦିଲ୍ଲୀ: ପଂଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ୨୭ ଆଇପିଏସ ଅଧିକାରୀ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏ ନେଇ ପତ୍ର ଲେଖିଛନ୍ତି । ଏହି ମାମଲାକୁ ଗୁରୁତ୍ୱ ସହକାରେ ନେବା ପାଇଁ ସେମାନେ ଅନୁରୋଧ…

ରାଜ୍ୟରେ ସଂକ୍ରମଣ ବୃଦ୍ଧି ନେଇ ‘ଶିଶିର ସରସ’ ମେଳାକୁ ବନ୍ଦ କଲା ବିଏମସି

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ବୃଦ୍ଧି କାରଣରୁ ବନ୍ଦ ହେଲା ଶିଶିର ସରସ ମେଳା । ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡିଆରେ ଚାଲିଥିବା ଶିଶିର ସରସ ମେଳାକୁ ବନ୍ଦ କଲା ବିଏମସି । ପ୍ରବଳ ଗହଳି ହେଉଥିବାରୁ ବିଏମସି ପ୍ରଦର୍ଶନୀ ପଡିଆ ମୁଖ୍ୟ ଦ୍ୱାରରେ ବନ୍ଦ କରିବା ନେଇ ପୋଷ୍ଟର ଲଗାଇଛି । ମେଳା…

‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର : 'ଉଡ୍ର' ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ । ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” ଅଭିଯାନ ମାଧ୍ୟମରେ ସଂଗୃହିତ ବସ୍ତ୍ର ଗୁଡିକୁ ଆଜି ଭୁବନେଶ୍ୱର ମହାନଗର ନିଗମର ୪୨ ନମ୍ବର ୱାର୍ଡରେ ଅବସ୍ଥିତ ମୟୁର କ୍ଲବ୍ ଷ୍ଟେସନ୍ ବଜାର ପାଖ…

୭ ବର୍ଷର ଛୋଟ ପିଲାର ଉପସ୍ଥିତ ବୁଦ୍ଧି ମାଆଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଲା

ସୁରଟ: ସୁରଟରେ ୭ ବର୍ଷୀୟ ଛୋଟ ପିଲା ରାହୁଲ ଉପସ୍ଥିତ ବୁଦ୍ଧି ଖଟାଇ ନିଜ ମାଆର ମଞ୍ଜୁ ପାଣ୍ଡେଙ୍କ ଜୀବନ ବଂଚାଇ ପାରିଛି । ଘରେ ଥିବା ବେଳେ ହଠାତ ମାଆଙ୍କୁ ହାର୍ଟ ଆଟାକ ଆସିଥିଲା । ସେ ଅଚେତ ହୋଇ ତଳେ ପଡି ଯାଇଥିଲେ । ଏଥିରେ ବ୍ୟସ୍ତ ବିବ୍ରତ ନ ହୋଇ ରାହୁଲ ୧୦୮ ନମ୍ବର କଲ କରି ଆମ୍ବୁଲାନ୍ସ…

ସୋ’ରୁମରୁ ୩୫ହଜାର ଟଙ୍କିଆ ଶାଢୀ ଚୋରି କରି ସହକାରୀ ରାଜସ୍ୱ ନିରୀକ୍ଷକ ଗିରଫ

ସମ୍ବଲପୁର : ପାଟଶାଢୀ ଚୋରି କରିବା ପଡିଲ ମହଙ୍ଗା । ସୋ ରୁମରୁ ୩୫ ହଜାର ଟଙ୍କା ମୂଲ୍ୟର ଶାଢୀ ଚୋରି କରି ଗିରଫ ହେଲେ ସହକାରୀ ରାଜସ୍ୱ ନିରୀକ୍ଷକ । ସମ୍ବଲପୁର ଜିଲ୍ଲା ଜୁଜୁମୁରା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ସହକାରୀ ରାଜସ୍ୱ ନିରୀକ୍ଷକ ଏରଆଇ ସନ୍ଧ୍ୟା ଆନନ୍ଦ ଦୋରାଙ୍କୁ ଟାଉନ…

ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କର ହେବ ଆର୍‌ଟିପିସିଆର୍‌ ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ ମୁଣ୍ଡ ଟେକିଲାଣି ମହାମାରୀ କରୋନା । ଖାସକରି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଆକ୍ରାନ୍ତ ସଂଖ୍ୟା ବଢ଼ିଲାଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା ବେଳେ, ଏବେ ଭୁବନେଶ୍ବର ବିମାନବନ୍ଦର ପାଇଁ ନୂଆ ଗାଇଡ୍‌ଲାଇନ୍…

ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (PFMS)ରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ଭିତରେ ଓଡିଶା

ଭୁବନେଶ୍ୱର : ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ 'PFMS'ରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ମଧ୍ୟରେ ଓଡିଶା ରହିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ବିଭିନ୍ନ ଯୋଜନାରେ ଆସୁଥିବା ଅନୁଦାନ ଅର୍ଥ ପରିଚାଳନା କିଭଳି ହେଉଛି ତାକୁ ନେଇ ପିଏଫଏମଏସ ପକ୍ଷରୁ କର୍ମଶାଳା ଆୟୋଜିତ ହୋଇଯାଇଛି । ଏନେଇ…