Latest Odisha News

BREAKING NEWS

Browsing Category

ଫିଚର

ଟି୨୦ ବିଶ୍ୱକପ: ଜୁନ ୯ରେ ହୋଇପାରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ଜୁନ ୯ରେ ପରସ୍ପରକୁ ଭେଟି ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । କାର୍ଯ୍ୟସୂଚୀ ଘୋଷଣା କରାଯାଇ ନ ଥିବାରୁ ଏହି ସମ୍ଭାବ୍ୟ ରିପୋର୍ଟର ସତ୍ୟତା ନେଇ ଓଡିଶା ସମ୍ବାଦ…

ଶକ୍ତିଶାଳୀ ହେବ ପ୍ରତିରକ୍ଷା ବାହିନୀ: ସାମିଲ ହେବ ସ୍ବଦେଶୀ ମ୍ୟାନ-ପୋର୍ଟେବଲ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ

ନୂଆଦିଲ୍ଲୀ: ଆହୁରି ମଜବୁତ୍ ହେବ ଭାରତୀୟ ପ୍ରତିରକ୍ଷା ବାହିନୀ । ଶତ୍ରୁ ପକ୍ଷର ବିମାନ, ଡ୍ରୋନ, ହେଲିକପ୍ଟରକୁ ଧ୍ବଂସ କରିବା ଲାଗି ବିକଶିତ ହେବ ସ୍ବଦେଶୀ ମ୍ୟାନ-ପୋର୍ଟେବଲ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ । ଏହା ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯିବ। ଅତି ନିକଟରୁ…

ଟେଷ୍ଟ ଇତିହାସର ସବୁଠାରୁ ଛୋଟ ମୁକାବିଲାରେ ଜିତି ସିରିଜ ବରାବର କଲା ଟିମ ଇଣ୍ଡିଆ

କେପଟାଉନ: ଭାରତ ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇ ସିରିଜ ୧-୧ରେ ବରାବର କରିବାରେ ସଫଳ ହୋଇଛି । ୧୪୭ ବର୍ଷର ଟେଷ୍ଟ ଇତିହାସରେ ଏହା ଥିଲା ସବୁଠାରୁ ଛୋଟ ମୁକାବିଲା । ୪ଟି ଇନିଂସରେ ମାତ୍ର ୧୦୭ ଓଭର ବୋଲିଂ କରାଯାଇଥିଲା । ଏହା ପୂର୍ବରୁ…

ଜାନୁଆରୀ ୬-୭ରେ ଡିଜିପି/ ଆଇଜିପି ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ଜାନୁଆରୀ ୬-୭ରେ ପୋଲିସ ମହାନିର୍ଦ୍ଦେଶକ/ ପୋଲିସ ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୟପୁରସ୍ଥିତ ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ଅୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ବ୍ୟାପକ ପୋଲିସ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା…

ଓଡ଼ିଶାର ୭ଟି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ନୂଆଦିଲ୍ଲୀ: ଓଡ଼ିଶାର ୭ଟି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିବା ନେଇ ଖୁସି ପ୍ରକାଶ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଓଡ଼ିଶାର ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜାତୀୟସ୍ତରରେ ସ୍ୱୀକୃତିଦେଉଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଖାଉଟି…

ଦିଲ୍ଲୀରେ ଝଲସିବ ଓଡ଼ିଶା ପ୍ରଜ୍ଞାପନ ମେଢ଼

ଭୁବନେଶ୍ବର: ଦିଲ୍ଲୀରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି। ନୂଆଦିଲ୍ଲୀ ଗଣତନ୍ତ୍ର ଦିବସରେ ଓଡ଼ିଶା ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା ଦିଆଯାଇଛି।…

୧୦୦ ବର୍ଷ ପରେ କଲମ୍ବିଆରେ ଦୃଶ୍ୟମାନ ହେଲା ବିରଳ ଗ୍ରୀନ ହନୀକ୍ରିପର ପକ୍ଷୀ

ନୂଆଦିଲ୍ଲୀ: କଲମ୍ବିଆରେ ପ୍ରାୟ ୧୦୦ ବର୍ଷ ପରେ ବିରଳ ଗ୍ରୀନ ହନୀକ୍ରିପର ପକ୍ଷୀ ଦୃଶ୍ୟମାନ ହୋଇଛି । ଯାହାକି ପକ୍ଷୀପ୍ରେମୀଙ୍କୁ ବେଶ ଆନନ୍ଦ ପ୍ରଦାନ କରିଛି । ଉଭୟ ଲିଙ୍ଗଧାରୀ ଏହି ପକ୍ଷୀର ଭିଡିଓ ଜଣେ ପ୍ରାଣୀବିଜ୍ଞାନୀ ଶେୟାର କରିଛନ୍ତି । ଓଟାଗୋ ୟୁନିଭରସିଟିରେ ଏହା ଉପରେ ଗବେଷଣା ଆରମ୍ଭ…

ପୋଲିସ ଏଏସଆଇ ଙ୍କୁ ମରଣାନ୍ତକ ଆକ୍ରମଣ, ଅବସ୍ଥା ସଙ୍କଟାପନ୍ନ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମନମୁଣ୍ଡା ଥାନା ଅଧୀନ ଦପଲ୍ଲା ଗ୍ରାମରେ ଅପହରଣ ମାମଲାର ତଦନ୍ତ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ପୋଲିସ ଏଏସଆଇ । ଗୁରୁତର ପୋଲିସ କର୍ମଚାରୀ ଜଣକ ହେଲେ ମନମୁଣ୍ଡା ଥାନା ର ଏଏସଆଇ କୁମୁଦ ଭୋଇ । ତାଙ୍କୁ…

ଶରଦ ପାଓ୍ବାରଙ୍କ ଗୋଷ୍ଠୀର ନେତା କହିଲେ ‘ଶ୍ରୀରାମଚନ୍ଦ୍ର ମାଂସ ଖାଉଥିଲେ’, ଜବାବ ଦେଲା ବିଜେପି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଦିନ ଅନେକ ରାଜ୍ୟରେ ମଦ ଓ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହେଉଛି। ଏହି କ୍ରମରେ ବିଜେପି ନେତା ରାମ କଦମ ମଧ୍ୟ ମହାରାଷ୍ଟ୍ର ସରକାରଙ୍କୁ ଏହାକୁ ଗୋଟିଏ ଦିନ ପାଇଁ ନିଷିଦ୍ଧ କରିବାକୁ ନିବେଦନ କରିଛନ୍ତି।…

ଭୟ ବଢାଇଲା କରୋନା: ଓଡିଶାରୁ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ

ଭୁବନେଶ୍ଵର: ଚିନ୍ତା ବଢାଇଲା କରୋନାର ନୂଆ ଭାଇରାଣ୍ଟ । ଦେଶ ପରେ ଏବେ ରାଜ୍ୟରେ ଚିହ୍ନଟ ହେଲା JN.1 ଭାରିଆଣ୍ଟ । ରାଜ୍ୟରେ ୨ ଜଣ କରୋନାର ନୂତନ ଭାରିଆଣ୍ଟ JN.1ରେ ଆକ୍ରାନ୍ତ । ଏନେଇ ସୂଚନା ଦେଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ…