Latest Odisha News

BREAKING NEWS

Browsing Category

ଫିଚର

ଯାତ୍ରା, ଅପେରା, ଡ୍ରାମା, ମେଲୋଡ଼ି ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର: ଯାତ୍ରା, ଅପେରା, ଡ୍ରାମା, ମେଲୋଡ଼ି ପାଇଁ ମିଳିଲା ଅନୁମତି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏନେଇ ଏସଆରସିଙ୍କ ପକ୍ଷରୁ ଜାରି ହେଲା ନୂଆ ଗାଇଡ଼ଲାଇନ୍ । ଆଜିଠାରୁ ନୂଆ ଗାଇଡ଼ଲାଇନ୍ ଲାଗୁ ନେଇ ଏସଆରସିଙ୍କ ସୂଚନା । କୋଭିଡ଼ କଟକଣା…

ଆଜି ସ୍ମାର୍ଟ ସ୍ୱାସ୍ଥ୍ୟ ସେବା ତାଲିକାରେ ଯୋଡ଼ି ହେବ ଅନୁଗୁଳ ଓ ଢ଼େଙ୍କାନାଳ

ଭୁବନେଶ୍ୱର: ଆଜି ଅନୁଗୋଳ ଓ ଢ଼େଙ୍କାନାଳ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଜିଲ୍ଲାବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯିବ । ଅନୁଗୁଳ ଜିଲ୍ଲାର ମୁଖ୍ୟ ଷ୍ଟାଡ଼ିୟମ ପଡ଼ିଆ ଓ ଢ଼େଙ୍କାନାଳ ମିନି ଷ୍ଟାଡ଼ିୟମରେ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଯୋଗଦେବେ ।…

ଆଜି ବାହାରିବ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଦିନ ୧୧ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଗତକାଲି ସନ୍ଧ୍ୟାରେ ଏହି ରେଜଲ୍ଟ ପ୍ରକାଶ ପାଇବାର ଥିଲା । ହେଲେ କୌଣସି…

[ଭିଡିଓ] ଅବକାରୀ ଅଧିକାରୀ କହିଲେ, “ମଦୁଆ ସତ କୁହନ୍ତି”

ଭୁବନେଶ୍ୱର: ଭାରତରେ ମଦ ପିଉଥିବା ସମସ୍ତ ବ୍ୟକ୍ତି ସତ କୁହନ୍ତି । ସର୍ବସମ୍ମୁଖରେ ଗଣମାଧ୍ୟମରେ କିଛି ଏପରି ମନ୍ତବ୍ୟ ଦେଇ ଜଣେ ବରିଷ୍ଠ ଅବକାରୀ ଅଧିକାରୀ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଖାଲି ଚର୍ଚ୍ଚା ନୁହେଁ ବରଂ ଅବକାରୀ ଅଧିକାରୀଙ୍କ ଭିଡିଓଟି ମଧ୍ୟ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ…

ଗର୍ଭବତୀଙ୍କ ସୁବିଧା ପାଇଁ କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର ଘରୋଇ କ୍ଲିନିକ୍ ସହ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଏମଓୟୁ

ସୁନ୍ଦରଗଡ଼ : ମାତୃ ଏବଂ ଶିଶୁ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଛି ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ । ଜିଲ୍ଲାର ସୀମାନ୍ତବର୍ତ୍ତି କୋଇଡ଼ା, ଲହୁଣୀପଡ଼ା ଓ ହେମଗିରି ବ୍ଲକର ଗର୍ଭବତୀ ମା’ମାନଙ୍କ ପାଖରେ ସୁବିଧାରେ ଏହି ସେବା ପହଞ୍ଚାଇବା ପାଇଁ ସୁନ୍ଦରଗଡ଼…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଗୁପଟିଲ

ରାଂଚୀ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚ ଅବସରରେ ମାର୍ଟିନ ଗୁପଟିଲ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତର ବିରାଟ କୋହଲିଙ୍କ ସର୍ବାଧିକ ରନ ସଂଗ୍ରହ କରିବା ରେକର୍ଡକୁ ଆଜି ଭାଙ୍ଗି ଦେଇଛନ୍ତି । ଗୁପଟିଲ ୧୧୧ ଟି୨୦ ମ୍ୟାଚ ଖେଳି ୩୨୪୮ ରନ ସଂଗ୍ରହ କରିଛନ୍ତି ।…

କମେଣ୍ଟ ମରାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼

ବାଲେଶ୍ବର : ବାଲେଶ୍ବରରେ ଅଭାବନୀୟ ଘଟଣା । କମେଣ୍ଟ ମରାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼ ହୋଇଛି । ଭୁଜାଖିଆପୀର ଛକ ନିକଟରେ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଛୁରାମାଡରେ ଯୁବକଙ୍କ ପିଠିରେ ଗଭୀର ଆଘାତ ଲାଗିଛି । ଆହତ ହୋଇଥିବା ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି । ସୂଚନା…

ଏହି ଦିନ ରିଲିଜ ହେବ ରଣବୀରଙ୍କ ଆନିମଲ

ମୁମ୍ବାଇ:ରଣବୀର କାପୁର ଅଭିନୀତ ଆନିମଲ ଫିଲ୍ମର ରିଲିଜ ତାରିଖ ଆଜି ଘୋଷଣା କରାଯାଇଛି । ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଏହା ୧୧ ଅଗଷ୍ଟ ୨୦୨୩ରେ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି । ରଣବୀରଙ୍କ ବ୍ୟତୀତ ଏହିଚ୍ରାଇମ ଡ୍ରାମା ଫିଲ୍ମରେ ପରିଣିତ ଚୋପ୍ରା, ଅନୀଲ କାପୁର ଓ ବବି ଦେଓଲ ମଧ୍ୟ…

ଭୁବନେଶ୍ବର ତମାଣ୍ଡୋରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଜୋରଦାର ହେଲା ଅପରେସନ ହ୍ବାଇଟ୍ ସ୍ପାଇଡର । ପୁଣି ଜବତ ହୋଇଛି ଧଳା ଜହର । ତମାଣ୍ଡୋ ଅଞ୍ଚଳରେ ବ୍ରାଉନସୁଗାର କାରାବାର ବେଳେ ୩ ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ଅଭିଯୁକ୍ତଙ୍କ ପାଖରୁ ୧୦୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି…

ଗୁରୁଣ୍ଡି ଗୋପାଳଙ୍କ ହାତ ଭାଙ୍ଗିଗଲା: କାନ୍ଦି, ବୋବେଇ ଡାକ୍ତରଖାନା ନେଇ ପ୍ଲାଷ୍ଟର କରିବାକୁ ଜିଦ କଲେ ପୂଜାରୀ…

ଆଗ୍ରା: ଭଗବାନ ଓ ଭକ୍ତଙ୍କ ମଧ୍ୟରେ ସବୁବେଳେ ନିବୀଡ ସମ୍ପର୍କ ରହିଥାଏ ତାହା ଆଜି ପୁନର୍ବାର ପ୍ରମାଣିତ ହୋଇଛି । ଆଗ୍ରାର ଏକ ମନ୍ଦିରର ପୂଜାରୀ ଲେଖ ସିଂ ତାଙ୍କ ପ୍ରିୟ ଭଗବାନ ଲଡ୍ଡୁ ଗୋପାଳ(ଗୁରୁଣ୍ଡି ଗୋପାଳ)ଙ୍କୁ ପୂଜା ପାଇଁ ସ୍ନାନ କରୁଥିବା ବେଳେ ହାତରୁ ଖସି ଯାଇଥିଲେ । ଲଡ୍ଡୁ ଗୋପାଳଙ୍କ…