Latest Odisha News

BREAKING NEWS

Browsing Category

ଫିଚର

ଜମ୍ମୁ କଶ୍ମୀର: ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ, ତିନି ଯବାନ ସହିଦ

ରଜୌରୀ: ଆତଙ୍କବାଦୀମାନେ ଗୁରୁବାର ଦିନ ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାର ଦୁଇଟି ସେନା ଗାଡି ଉପରେ ଆକ୍ରମଣ କରିବାରୁ ତିନିଜଣ ଯବାନ ସହିଦ ହୋଇଛନ୍ତି । ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ଏହି ଘଟଣା ଜିଲ୍ଲାର ରଜୌରୀ ସେକ୍ଟରରେ ଘଟିଛି ଯେଉଁ ଅଞ୍ଚଳରେ ଗତ କିଛି ମାସ ହେବ ଆତଙ୍କବାଦୀ…

ଟୋପାଏ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ରାଜ୍ୟ ସରକାର: ସମୀର ମହାନ୍ତି

ଭୁବନେଶ୍ୱର: ସ୍ମାର୍ଟ ସିଟି ରାଉରକେଲାରେ ହଇଜା ଜନିତ ମୃତ୍ୟୁ ପ୍ରସଙ୍ଗ। ବିଜେଡି ଉପରେ ବର୍ଷିଲେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। କେବଳ ବିଜ୍ଞାପନରେ ସୀମିତ ବିଜେଡି ସରକାର, ରାଜ୍ୟବାସୀଙ୍କୁ ଟୋପାଏ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ବୋଲି ସେ କହିଛନ୍ତି। ସ୍ୱଚ୍ଛ ପାଣି…

ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପିଛି ଝାଡ଼ାବାନ୍ତି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା। ଉଭୟ ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପିଛି ଝାଡ଼ାବାନ୍ତି । ଏନେଇ ସୂଚନା ଦେଇଛନ୍ତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ପ୍ରାୟ ୧୪ ଶହ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । RGHରେ ୬ଜଣଙ୍କ…

ଇସ୍ରୋକୁ ଲିଫ୍ ଏରିକସନ ଲୁନାର ପୁରସ୍କାର

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ମିଳିଲା ଲିଫ ଏରିକସନ ଲୁନାର ପୁରସ୍କାର।ଚନ୍ଦ୍ରଯାନ-୩ର ସଫଳତା ପାଇଁ ଲିଫ ଏରିକସନ ଲୁନାର ପୁରସ୍କାରରେ ପ୍ରଦାନ କରାଯାଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଇ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ କୀର୍ତ୍ତିମାନ ସ୍ଥାପନ…

ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା

ଭୁବନେଶ୍ଵର: ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା । ବର୍ତ୍ତମାନ ସୁଦ୍ଧା ୨ଟି ବହୁତଳ ପ୍ରାସାଦ, ୫ଟି ପ୍ଲଟ୍, ୧ କୋଟି ୨୧ ଲକ୍ଷ ଟଙ୍କାର ଡିପୋଜିଟ, ୫୩୬ ଗ୍ରାମ୍ ସୁନା, ୧ ଲକ୍ଷ ୨୧ ହଜାର ନଗଦ ଟଙ୍କା, ଗୋଟିଏ ଚାରି ଚକିଆ ଗାଡ଼ି ଓ ୨ଟି ଦୁଇ…

ଶ୍ରୀମନ୍ଦିରରେ ପାଣ୍ଡିଆନ ଓ କାମିଆ ଜାନିଙ୍କ ପ୍ରବେଶ ପ୍ରସଙ୍ଗ, ଉଭୟଙ୍କ ଗିରଫଦାରୀ ଦାବି କଲା ବିଜେପି

ଭୁବନେଶ୍ୱର: 5-T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର କାମିଆ ଜାନିଙ୍କ ଶ୍ରୀମନ୍ଦିର ଭିତରେ ପ୍ରବେଶ କୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ଯାହାକୁ ନେଇ ଉଭୟଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛି ରାଜ୍ୟ ବିଜେପି । ଗୋମାଂସ ଭକ୍ଷଣ କରିଥିବା କାମିଆ…

ନୂଆବର୍ଷରେ ନୂଆ ଅବତାରରେ କ୍ୟାଟ୍

ମୁମ୍ବାଇ: ବିଦାୟ ନେବ ୨୦୨୩  । ଆଉ ପାଦ ଥାପିବ ୨୦୨୪  । ବର୍ଷ ଆରମ୍ଭରୁ ବକ୍ସ ଅଫିସରେ ପୁଣି ଥରେ ହଇଚଇ ଆରମ୍ଭ ହେବାକୁ ଯାଉଛି । ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ  । ପ୍ରଥମଥର ପାଇଁ ଦକ୍ଷିଣ ସୁପରଷ୍ଟାର ବିଜୟ ସେଥୁପଥି ଏବଂ ବଲିଉଡର ଚୁଲବୁଲି ନାୟିକା…

ନିଆଁ ପୁଇଁବା ବେଳେ ଜଳିଗଲେ ମହିଳା: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ: ପ୍ରବଳ ଶୀତରେ ଥରୁଛି ସାରା ଓଡିଶା  । ଜାଡରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକ ନିଆଁ ପୁଇଁ ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି  । ଏହାରି ଭିତରେ ଏକ ଅଘଟଣ ସାମ୍ନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଚାଉଳିଆଝରଣ ଗାଁରେ । ନିଆଁ ପୋଇଁ ହେଉଥିବା ବେଳେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ : ଆଜି ମହାପ୍ରଭୂଙ୍କୁ ନିମନ୍ତ୍ରଣ

ପୁରୀ : ଓଡିଆ ଜାତିର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୂ ଜଗନ୍ନାଥ  । ଆମର ବିବାହ ହେଉ , ଘର ପ୍ରତିଷ୍ଠା ହେଉ , ବ୍ରତଘର ହେଉ କିମ୍ବା  କାନ ଫୋଡା ହେଉ , ପ୍ରତିଟି ଶୁଭ କାର୍ଯ୍ୟରେ ଶ୍ରୀ ଜଗନ୍ନାଥଙ୍କୁ ନିମନ୍ତ୍ରଣ ଦିଆଯାଏ । ଏବଂ ଶ୍ରୀ ଜଗନ୍ନାଥଙ୍କ ଆର୍ଶୀବାଦ ନିଆଯାଇଥାଏ । କିଭଳି ଭାବେ…

ଡିସକାଉଣ୍ଟରେ ଗାଡି ଦେବା ନାଁରେ ୪୦କୋଟି ଠକେଇ : ଦମ୍ପତ୍ତି ଅଟକ

ଭୁବନେଶ୍ବର : ଡିସକାଉଣ୍ଟରେ ଗାଡି ଦେବା ନାଁରେ ୪୦ କୋଟି ଠକେଇ । ଗଞ୍ଜାମ ଆସିକାର ଦମ୍ପତ୍ତିଙ୍କୁ ଅଟକ ରଖିଛି କମିଶନରେଟ୍ ପୋଲିସ । ନୟାପଲ୍ଲୀ ଥାନାରେ ଅକ୍ଷୟ ଗୌଡ ଓ ତାଙ୍କ ପତ୍ନୀଙ୍କୁ  ପଚରାଉଚରା କରାଯାଉଛି । ଭୁବନେଶ୍ବରରେ ସମ୍ପୃକ୍ତ ଦମ୍ପତ୍ତିଙ୍କ ନାଁରେ ୬ରୁ ଉର୍ଦ୍ଧ୍ବ ମାମଲା…