Latest Odisha News

BREAKING NEWS

Browsing Category

ଫିଚର

ବିଜେପିକୁ ଆଉ ଝଟକା, ଦଳ ଛାଡି ଟିଏମସିରେ ମିଶିଲେ କୃଷ୍ଣ କଲ୍ୟାଣୀ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ବି ଦିଦି ମମତା ବାନାର୍ଜୀ ଖେଲା ଜାରୀ ରହିଛି । ଆଜି ବିଜେପି ବିଧାୟକ କୃଷ୍ଣ କଲ୍ୟାଣୀ ଟିଏମସିରେ ସାମିଲ ହୋଇଛନ୍ତି । ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ଯୋଗ ଦେଇଥିଲେ । ରାୟଗଂଜର ଏହି ବିଜେପି ବିଧାୟକ ଅକ୍ଟୋବର ୧ରୁ ପାର୍ଟିରୁ ଇସ୍ତଫା…

ହାଜତ ମୃତ୍ୟୁ ଓ ମମିତା ମେହେର ହତ୍ୟା ଘଟଣାକୁ ନେଇ ନ୍ୟାୟ ଦାବି କଲା କୋଶଲ ସେନା

ବରଗଡ଼: ବହୁ ଚର୍ଚ୍ଚିତ ଗୋବିନ୍ଦ କୁମ୍ଭାର ପୋଲିସ ହେପାଜତରେ ହୋଇଥିବା ମୃତ୍ୟୁ ଓ ମମିତା ମେହେର ହତ୍ୟା ଘଟଣା। ଏହି ଉଭୟ ମାମଲା ପାଇଁ ନ୍ୟାୟ ଦାବି କରିଛନ୍ତି କୋଶଲ ସେନା। ବରଗଡ଼ ଗାନ୍ଧି ଛକରେ ଆମରଣ ଅନଶନରେ ବସିଲେ କୋଶଲ ସେନା। ପୋଲିସ ଓ ପ୍ରଶାସନ ବିରୁଦ୍ଧରେ ସ୍ଲୋଗାନ ଦେଇଛନ୍ତି। ଉଭୟ…

ନଭେମ୍ବର ୧ରୁ ୟୁଜି ଓ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ ଆରମ୍ଭ

ଭୁବନେଶ୍ୱର: ନଭେମ୍ବର ୧ରୁ ଖୋଲିବ ୟୁଜି ପ୍ରଥମ ବର୍ଷ କ୍ଲାସ। ସେହିପରି ନଭେମ୍ବର ୧୫ତାରିଖରୁ ପିଜି ପ୍ରଥମ ବର୍ଷ କ୍ଲାସ ଖୋଲିବ। କ୍ଲାସରୁମରେ ପାଠପଢ଼ା ହେବ। ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳପତିଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ସାଶ୍ୱତ ମିଶ୍ର। କଲେଜ କ୍ଲାସ ସହ…

ବଡମ୍ବା-ନରସିଂହପୁରରେ ବିଜେପିର ୮ ଘଣ୍ଟିଆ ବନ୍ଦ ଡାକରା

ନରସିଂହପୁର : ବନ୍ଦ ଡାକରା ଦେଲା ବିଜେପି । ବଡମ୍ବା ନରସିଂହପୁରରେ ବିଭିନ୍ନ ସ୍ଥାନରେ ବିଜେପି ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି।ବଡମ୍ବା ନିର୍ବାଚନ ମଣ୍ଡଳିର ପୂର୍ବତନ  ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳ ବେହେରାଙ୍କୁ ନରସିଂହପୁର ପୋଲିସ ଗିରଫ କରି…

ଅଯୋଧ୍ୟା ବରିଷ୍ଠ ନାଗରିକଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ତୀର୍ଥ ଯୋଜନାରେ ଅନ୍ତର୍ଭୁକ୍ତ: କେଜ୍ରିୱାଲ

ଦିଲ୍ଲୀ: ଅଯୋଧ୍ୟାକୁ ବର୍ତ୍ତମାନ ବରିଷ୍ଠ ନାଗରିକମାନଙ୍କ ପାଇଁ ଦିଲ୍ଲୀ ସରକାର ତୀର୍ଥ ଯାତ୍ରା ଯୋଜନାରେ ସାମିଲ କରିଛନ୍ତି। ଖୁବ୍ ଶୀଘ୍ର ବରିଷ୍ଠ ନାଗରିକମାନେ ଅଯୋଧ୍ୟା ପରିଦର୍ଶନ କରି ଦିଲ୍ଲୀ ସରକାରଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ତୀର୍ଥଯାତ୍ରାରେ ଶ୍ରୀ ରାମ ଜନ୍ମଭୂମି ମଣ୍ଡପରେ ପ୍ରାର୍ଥନା…

ନିର୍ମାଣ ହେବ ସ୍ୱତନ୍ତ୍ର ଡାକ୍ତରଖାନା ,ଏଥର ରୋଗୀ ନୁହେଁ ହସ୍ପିଟାଲ ଯିବ ଟ୍ରେନ ଅବା ପ୍ଲେନରେ

ଦିଲ୍ଲୀ : ଖୁବଶୀଘ୍ର କେନ୍ଦ୍ରସରକାର ଦିଲ୍ଲୀରେ ଉନ୍ନତ ଧରଣର ଡାକ୍ତରଖାନା ନିର୍ମାଣ କରିବାକୁ ଯାଉଛନ୍ତି । ହସ୍ପିଟାଲ ଟି ଏପରି ଭାବେ ନିର୍ମାଣ କରାଯିବ, ଯେପରି ଜୁରରୀକାଳିନ ପରିସ୍ଥିତିରେ ହସ୍ପିଟାଲକୁ ପ୍ଲାଇଟ ଅବା ଟ୍ରେନରେ ନେଇଯାଇ ହେଉଥିବ।କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ…

ଭଦ୍ରକରୁ ୧ କିଲୋ ୩୦ଗ୍ରାମ ବ୍ରାଉନ ସୁଗାର ଜବତ,୨ ଗିରଫ

ଭଦ୍ରକ : ଭଦ୍ରକର ପିଛା ଛାଡୁନି ଧଳା ଜହର । ଗତକାଲି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ୧ କିଲୋ ୩୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି। ଯାହାର ମୂଲ୍ୟ ୧କୋଟି ୩ଲକ୍ଷ ଟଙ୍କା ହେବ । ତା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା…

ଚିଲିକା ମଝିରୁ ଉଦ୍ଧାର ହେଲେ ମସ୍ତ୍ର୍ୟଜୀବୀ

ଭୁବନେଶ୍ୱର: ଚିଲିକା ମଝିରୁ ଉଦ୍ଧାର ହେଲେ ଫସିରହିଥିବା ମସ୍ତ୍ର୍ୟଜୀବୀ। ଗତ ତିନିଦିନ ଧରି ଚିଲିକା ମଝିରେ ଡ଼ଙ୍ଗା ଫସି ରହିଯାଇଥିଲା। ଏଥିରେ ୩ଜଣ ମସ୍ତ୍ର୍ୟଜୀବୀ ସହ ୧୦ବର୍ଷର ପିଲା ରହିଛି। କଟକି ଦଳ ଯୋଗୁଁ ଡ଼ଙ୍ଗା ଫସିଯାଇଥିଲା। ସୂଚନା ଅନୁସାରେ, ଗଞ୍ଚାମ ଜିଲ୍ଲାର ପାଥରା ଗାଁର…

[ ଭିଡିଓ ] ଯାଜପୁରରେ ହାତୀ ଆତଙ୍କ ,ଜଣେ ଗୁରୁତର

ଯାଜପୁର : ଯାଜପୁରରେ ହାତୀ ଆତଙ୍କ । ଗାଁ ଲୋକ ଛାନିଆ । ଗତ କିଛି ଦିନ ଧରି ବଡଚଣା ଓ କଟକ ସାଲେପୁର ଅଞ୍ଚଳରେ ଆତଙ୍କ ଖେଳାଇଥିବା ହାତୀ ଯାଜପୁରରେ ଆତଙ୍କ ଜାରି ରଖିଛି।ହାତୀ ଆକ୍ରମଣରେ ଗୁରୁତର ହୋଇ ଜଣେ ବ୍ୟକ୍ତି ଏବେ ଯାଜପୁର ମୁଖ୍ୟ ଡାକ୍ତର ଖାନାରେ ଭର୍ତି ହୋଇଛନ୍ତି । ଗୁରୁତର ବ୍ୟକ୍ତି…

ଦିଲ୍ଲୀରେ ଦିୱାଲୀ ପରେ ୬ରୁ ୮ଶ୍ରେଣୀ ବିଦ୍ୟାଳୟ ଖୋଲିବା ପାଇଁ ଆଜି ଚୂଡ଼ାନ୍ତ ନିଷ୍ପତି

ଦିଲ୍ଲୀ: ଦିଲ୍ଲୀ ସରକାର ୬ରୁ ୮ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବାର ସମ୍ଭାବନା ରହିଛି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ଆଜି ସରକାରଙ୍କ ସହ ଏକ ବୈଠକ କରିବ। ଛୋଟ ପିଲାଙ୍କ ପାଇଁ ଶାରିରୀକ କ୍ଲାସ ଆରମ୍ଭ କରିବା ପୂର୍ବରୁ ବିଶେଷଜ୍ଞଙ୍କ ମତାମତ ନିଆଯିବ। ଦିଲ୍ଲୀ…