Latest Odisha News

BREAKING NEWS

Browsing Category

ଫିଚର

ଦୀପାବଳିରେ ସବୁଜ ବାଣ ବିକ୍ରି ହେବ ନା ନାହିଁ, କାଲି ରାୟ ଶୁଣାଇବେ ହାଇକୋର୍ଟ

ଭୁବନେଶ୍ବର : ଆସନ୍ତା ଗୁରୁବାର ଆସୁଛି ଦୀପାବଳି । ବାଣ ଫୁଟାଇବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଆଉ କରୋନା ଭଳି ମହାମାରୀ ସମୟରେ ବାଣ ବିକ୍ରି ହେବ ନା ନାହିଁ ତା ଉପରେ ଏବେ ସମସ୍ତଙ୍କ ନଜର । ରାଜ୍ୟରେ ସବୁଜ ବାଣ ବିକ୍ରି ହେବ କି ନାହିଁ ସେନେଇ ଶନିବାରରୁ ଶୁଣାଣି କରିଛନ୍ତି…

ଶିକାର ପାଇଁ ଉଦ୍ୟମ ବେଳେ ୨ ବାରାହା ଶିକାରି ଗିରଫ

କେନ୍ଦୁଝର : ବନ୍ୟଜନ୍ତୁ ଶିକାର ପାଇଁ ଉଦ୍ୟମ ବେଳେ ୨ ଶିକାରି ଗିରଫ । ଗିରଫ ୨ ଶିକାରି ହେଲେ ଜେନାଦର ଗାଁର ଯଦୁମଣି କିଷାନ ଓ ଲିଙ୍ଗରାଜ କିଷାନ । ତେଲକୋଇ ଫରେଷ୍ଟ ବିଟ ଅଧିନ ଢିଙ୍କେଶ୍ବରି ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ୩ ଜଣ ଶିକାରୀ ଉଦ୍ୟମ କରୁଥିଲେ । ଖବରପାଇ ଘଟଣାସ୍ଥଳରେ…

ଏଲଏସିରେ ମୁତୟନ କରାଗଲା ଆମେରିକା ନିର୍ମିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ : ଚତୁର ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ । ସୀମାରେ ଚୀନ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବେଳେ, ଏବେ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ସେନା । ଡ୍ରାଗନକୁ ଜବାବ ଦେବାକୁ ଏଲଏସିରେ ମୁତୟନ କରାଯାଇଛି ଆମେରିକା ନିର୍ମିତ ଅତ୍ୟାଧୁନିକ…

‘ଅଇସନ ବିପତିୟା ଆଏଲ’ ସୁରକ୍ଷିତ ଛଟ୍ ପର୍ବ ପାଳନ ନେଇ ଶାରଦା ସିହ୍ନାଙ୍କ ଗୀତ

ପାଟନା: ଛଟ୍ ପୂଜା କାର୍ତ୍ତିକ ଶୁକ୍ଳ ପକ୍ଷ ଷଷ୍ଠୀରୁ ଆରମ୍ଭ ହୋଇଯାଏ। ଏହି ପର୍ବ ୪ଦିନ ଧରି ଚାଲିଥାଏ। ଚଳିତବର୍ଷ ଛଟ୍ ପର୍ବ ୮ନଭେମ୍ବରରୁ ଆରମ୍ଭ ହୋଇଯିବ। ୯ତାରିଖ ଦିନ ଖରନା, ୧୦ତାରିଖରେ ଅସ୍ତଚଳଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯିବ ଏବଂ ୧୧ତାରିଖ ଦିନ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ…

ବିରୂପା ନଦୀକୁ ଡ଼େଇଁଲେ ଯୁବକ

କଟକ: ନଦୀକୁ ଡ଼େଇଁଲେ ଯୁବକ। କଟକ ଚୌଦାର ନିକଟରେ ଥିବା ବିରୂପା ନଦୀକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବକ। ବ୍ରିଜ ଉପରେ ସାଇକେଲ, ଚପଲ ରଖି ନଦୀ ଭିତରକୁ ଡ଼େଇଁ ପଡ଼ିଥିବା ଜଣାପଡ଼ିଛି। ଏଯାଏଁ ଯୁବକଙ୍କ ପରିଚୟ ମିଳିପାରିନାହିଁ। ତେବେ ଘଟଣାସ୍ଥଳରେ ଚୌଦାର ଅଗ୍ନିଶମ ବାହିନୀ…

କୋଏଲ ନଦୀରୁ ଛାତ୍ରର ମୃତଦେହ ଉଦ୍ଧାର

ରାଉରକେଲା: କୋଏଲ ନଦୀରୁ ଛାତ୍ରର ମୃତଦେହ ଉଦ୍ଧାର। ରାଉରକେଲାରେ ଘଟିଛି ଏହିଭଳି ଅଭାବନୀୟ ଘଟଣା। ମୃତ ଛାତ୍ର ଜଣକ ହେଲେ ବିବେକ କୁମାର ସିଂହ। ନବମ ଶ୍ରେଣୀ ପାଠ ପଢ଼ୁଥିଲେ। ବିବେକ କୁମାର ସିଂହ ତାଙ୍କ ସାଙ୍ଗମାନଙ୍କ ସହ କୋଏଲ ନଦୀକୁ ପ୍ରାୟତଃ ବୁଲିବାକୁ ଯାଇଥାନ୍ତି। ଆଜି ମଧ୍ୟ ତାଙ୍କ ୬ଜଣ…

ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ

କଳାହାଣ୍ଡି: କଳାହାଣ୍ଡିରେ ଅଭାବନୀୟ ଘଟଣା। ଜୟପାଟଣା ଥାନା କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଥିବା ଢ଼ୁଲୁଘାଟିରେ ଓଲଟିଲା ଟ୍ରାକ୍ଟର। ଟ୍ରାକ୍ଟର ଡ୍ରାଇଭର ଅକୁର ପୁଝାରୀଙ୍କ ମୃତ୍ୟୁ ହୋଇଛି। ଗାଡ଼ି ମାଲିକ ଚାଚିଗୁଡ଼ା ଗ୍ରାମର ମଞ୍ଜିତ ନାଗ ବୋଲି ଜଣାପଡ଼ିଛି। ଜୟପାଟାଣା…

ଦୀପାବଳି ପରେ ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ୍

ଭୁବନେଶ୍ୱର: ଦୀପାବଳି ପରେ ରାଜ୍ୟରେ ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ । ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି, ଦୀପାବଳି ପରେ ସରକାର ଏସମ୍ପର୍କରେ ନିଷ୍ପତ୍ତି ନେବେ । ଏକକାଳୀନ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା…

ଫୁଲବାଣୀ ଗସ୍ତରେ ଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

ଫୁଲବାଣୀ: ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ । ଫୁଲବାଣୀ ଗସ୍ତରେ ଥିବା ବେଳେ ସେ ହଠାତ୍ ଅସୁସ୍ଥତା ଅନୁଭନ କରିଛନ୍ତି । ନିମ୍ନ ରକ୍ତଚାପ ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିବା ସୂଚନା ମିଳିଛି । ଫୁଲବାଣୀ ସର୍କିଟ ହାଉସରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମନ୍ତ୍ରୀଙ୍କ…

ଠେଲା ରିକ୍ସାରେ ଶଯ୍ୟାଶାୟୀ ମା’ଙ୍କୁ ୨୦କିଲୋମିଟର ବୋହି ନେଲେ ପୁଅ

ମାଲକାନଗିରି: ପୁଣି ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ। ଶଯ୍ୟାଶାୟୀ ମା’ଙ୍କୁ ଦୀର୍ଘ ୨୦ କିଲୋମିଟର ଠେଲା ରିକ୍ସାରେ ବୋହି ବୋହି ନେଲେ ଚାଷୀ। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରିରେ। ଟାଟା ପାୱାର କମ୍ପାନୀର ମନମୁଖୀ କାର୍ଯ୍ୟକୁ ପ୍ରତିବାଦ କରି ଚାଷୀ ଜଣକ ଏପରି କରିଥିବା କଥା…