Latest Odisha News

BREAKING NEWS

Browsing Category

ଫିଚର

ଗୁପ୍ତ ତଥ୍ୟ ଯୋଗାଇଥିବା ୩ ନୌସେନା ଅଧିକାରୀଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଶତ୍ରୁ ଦେଶକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ଆଜି ସିବିଆଇ ୩ଜଣ ନୌସେନା ଅଧିକାରୀଙ୍କୁ ଗିରଫ କରିଛି । ଭାରତର ଏକ ବୁଡା ଜାହାଜର ଆଧୁନିକୀକରଣର ତଥ୍ୟ ସେମାନେ ଲିକ୍ କରାଇଥିଲେ । ଏଥିରେ ୨ଜଣ ଅବସରପ୍ରାପ୍ତ କର୍ମଚାରୀ ଥିବା ବେଳେ ଜଣେ କାର୍ଯ୍ୟରତ କମାଣ୍ଡର ରହିଛନ୍ତି । ଏମାନଙ୍କ…

କଳିଙ୍ଗ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍

ଭୁବନେଶ୍ୱର : ଆଉ ଦର୍ଶକଙ୍କ ତାଳିରେ କମ୍ପିବନି କଳିଙ୍ଗ ଷ୍ଟାଡିୟମ୍ । ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱ କପ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ମହାକୁମ୍ଭ ବିନା ଦର୍ଶକରେ ମ୍ୟାଚ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୨୪ ରୁ ଭୁବନେଶ୍ୱର…

ମହଙ୍ଗା ପଡ଼ିଲା ବେଆଇନ ମୋରମ ଚାଲାଣ, ବାଲାଜୀ କମ୍ପାନୀର ମେସିନ ଓ ହାଇଓ୍ବାକୁ ବନ ବିଭାଗର ଜିମା ଦେଲେ ଲୋକ

ଢେଙ୍କାନାଳ : ମହଙ୍ଗା ପଡ଼ିଲା ବେଆଇନ ମୋରମ ଚାଲାଣ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାନପୁରା ଗାଁ ସଂରକ୍ଷିତ ଜଙ୍ଗଲରୁ ଜବତ ହୋଇଛି ମେସିନ ଓ ହାଇଓ୍ବା । ବେଆଇନ ଭାବେ ମୋରମ ଚାଲାଣ କରୁଥିବା ବେଳେ, ଏସବୁ ମେସିନ ଓ ହାଇଓ୍ବାକୁ ଅଟକ ରଖି ବନ ବିଭାଗର ଜିମା…

ଆର୍ଯ୍ୟନ ଡ୍ରଗ୍ସ କେସ: ଶାହାରୁଖଙ୍କ ଫିଲ୍ମରୁ ଓହରିଲେ ନୟନତାରା

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି ପୁତ୍ର ଆର୍ଯ୍ୟନଙ୍କ ଡ୍ରଗ୍ସ କେସ । ପୁତ୍ର ଜେଲରେ ଥିବାରୁ ଶାହାରୁଖ ତାଙ୍କର କେତେଗୁଡିଏ ଫିଲ୍ମର ଶୁଟିଂ ଘୁଂଚାଇଛନ୍ତି । ଏହା ଅନ୍ୟମାନଙ୍କ ଶୁଟିଂ ଡେଟକୁ ପ୍ରଭାବିତ କରୁଛି । ଦକ୍ଷିଣ ଭାରତର ଲୋକପ୍ରିୟ…

କୂଅରୁ ଉଦ୍ଧାର ହାତୀ ଛୁଆକୁ କପିଳାସ ପଠାଇଲା ବନ ବିଭାଗ

କେନ୍ଦୁଝର: ହାତୀ ଛୁଆକୁ କପିଳାସ ପଠାଇଲା ବନ ବିଭାଗ। ୧୫ଫୁଟ୍ କୂଅରୁ ସୁରକ୍ଷିତଭାବେ ଉଦ୍ଧାର ହୋଇଥିଲା ହାତୀ ଛୁଆ। ବନ ବିଭାଗ ହାତୀ ଛୁଆକୁ ମା ହାତୀ ଓ ତାର ପରିବାର ପାଖରେ ଛାଡ଼ିବା ପାଇଁ ଚେଷ୍ଟା କରିଥିଲା। ହେଲେ ସେଥିରେ ସଫଳ ହୋଇପାରିନଥିଲେ। ହାତୀ ଛୁଆକୁ ବଞ୍ଚେଇବା ପାଇଁ ସରକାରଙ୍କ…

ମମିତା ମେହେର ହତ୍ୟା ମାମଲା : ନୂଆପଡ଼ାରେ ଏସପିଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ନୂଆପଡ଼ା : ମହାଲିଙ୍ଗ ମମିତା ମେହେର ମୃତ୍ୟୁକୁ ନେଇ ତେଜୁଛି ବିବାଦ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ତେଜୁଛି ଆନ୍ଦୋଳନ । ଘଟଣାକୁ ନେଇ ଆଜି ନୂଆପଡ଼ା ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଛି ବିଜେପି । ଯାହାକୁ ନେଇ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ।…

ଛୁଆଙ୍କୁ ଗାଡିରେ ନେଇ ଯାଉଥିଲେ ହୁଅନ୍ତୁ ସାବଧାନ,ଆସିଲା ନୂଆ ନିୟମ

ଓଡ଼ିଶା ସମ୍ବାଦ ବ୍ୟୁରୋ :ଏଣିକି ପିଲାମାନଙ୍କୁ ଗାଡିରେ ସାଥୀରେ ନେଇ ଯାଉଥିଲେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ।। କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରାଳୟ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ଡ୍ରାଫ୍ଟ ନୋଟିଫିକେସନ ବା ପ୍ରସ୍ତାବ ଦେଇଛନ୍ତି। ଏଥିରେ କୁହାଯାଇଛି କି ୪ ବର୍ଷରୁ…

ରାୟଗଡ଼ା ମୁନିଗୁଡାରେ ଲାଗିଲା ମାଓ ପୋଷ୍ଟର

ରାୟଗଡ଼ା : ପୁଣି ମାଓ ପୋଷ୍ଟର ଲଗାଇଲେ ମାଓବାଦୀ । ରାୟଗଡା ମୁନିଗୁଡା ଥାନା ଅନ୍ତର୍ଗତ କୁମୁଡାବାଲି ଯାତ୍ରୀ ପ୍ରତୀକ୍ଷାଳୟ ସମ୍ମୁଖରେ ୫ଟି ମାଓ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବା ନେଇ ଉଲ୍ଲେଖ ରହିଛି । ଏହାସହ ମମିତା…

ବାଇକ ଡିକି ଭାଙ୍ଗି ଦୋକାନ ସମ୍ମୁଖରୁ ସୁନା ଗହଣା ଲୁଟିନେଲେ ଲୁଟେରା

ଭଦ୍ରକ : ବାଇକ ଡିକି ଭାଙ୍ଗି ଦୋକାନ ସମ୍ମୁଖରୁ ସୁନା ଲୁଟିନେଲେ ଲୁଟେରା । ଭଦ୍ରକ ସହରାଞ୍ଚଳ ଥାନା ଛକ ନିକଟରେ ଥିବା ସୁନା ଦୋକାନ ସମ୍ମୁଖରୁ ସୁନା ଚେନ୍ ଲୁଟି ନେଇଛନ୍ତି ଲୁଟେରା । ଏନେଇ ଦୋକାନୀ ଜଣକ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ହେଲେ ପୋଲିସ ଦୁର୍ବୃତ୍ତଙ୍କ କୌଣସି…

ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ

ଭୁବନେଶ୍ବର : ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ସମୁଦାୟ ୩୪ଟି ପୋଲିସ ଜିଲ୍ଲା ରହିଛି । ପ୍ରତ୍ୟେକ ପୋଲିସ ଜିଲ୍ଲାରେ ଗୋଟିଏ ଲେଖାଏଁ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ…