Latest Odisha News

BREAKING NEWS

Browsing Category

ଫିଚର

ସ୍ତ୍ରୀକୁ ଗ୍ଯାସରେ ପୋଡି ହତ୍ୟା ଉଦ୍ୟମ ମାମଲା: ବର୍ଷେ ପରେ ଗୁଜରାଟରୁ ସ୍ଵାମୀ ଗିରଫ 

ଭୁବନେଶ୍ବର: ରୋଷେଇ ଘରେ ସ୍ତ୍ରୀକୁ ଗ୍ୟାସରେ ପୋଡ଼ି ହତ୍ୟା ଉଦ୍ୟମ ଘଟଣା। ବର୍ଷେ ପରେ ଅଭିଯୁକ୍ତ ସ୍ବାମୀ କୁଳମଣି ପାଇକରାୟକୁ ଗିରଫ କରିଛି ଭରତପୁର ପୋଲିସ। ସ୍ତ୍ରୀକୁ ହତ୍ୟା ଉଦ୍ୟମ ପରେ ଗୁଜରାଟରେ ଲୁଚିଥିଲା କୁଳମଣି। ୨୦୧୫ରେ କୁଳମଣି ପାଇକରାୟ, ପ୍ରଭାତୀ ପାଇକରାୟଙ୍କୁ ପ୍ରେମ ବିବାହ…

ଗଣିତ ପରୀକ୍ଷା ଦେବାକୁ ଚାଲିଲେ ୬ କିଲୋମିଟର…

ମୟୂରଭଞ୍ଜ : ଛାତ୍ରଛାତ୍ରୀଙ୍କୁ ୬ କିଲୋମିଟର ଚଲାଇଲେ ପ୍ରଧାନଶିକ୍ଷୟିତ୍ରୀ  । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା  । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ମୂତାବକ ଭାଲିଆଡିହା ପଞ୍ଚାୟତ କେଜିବିଭି ସ୍କୁଲ ଓ ଆଦିବାସୀ ହରିଜନ ସ୍କୁଲର ମୋଟ ୯୦…

ଆସନ୍ତୁ ଜାଣିବା କଣ ପାଇଁ ଜଣେ ବ୍ୟକ୍ତିଙ୍କ ଦୁଇ ଥର କରାଗଲା ଅନ୍ତିମ ସଂସ୍କାର

ଲଣ୍ଡନ: ଏଠାରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଏଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାରବର୍ଗଙ୍କୁ ୨ ଥର ଅନ୍ତିମ ସଂସ୍କାର କରିବାକୁ ପଡିଛି । ଘଟଣାଟି ଏହିପରି... ପରିବାର ସଦସ୍ୟ ତାଙ୍କ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର କରିବା ପରେ ଶୋକସଭାର ଆୟୋଜନ…

କିଏ ଏହି ୪ ଜଣ ଯୁବକ ଯୁବତୀ ? ସଂସଦ ଭିତରେ ଓ ବାହାରେ ଆତଙ୍କ ଖେଳାଇବା ପାଇଁ କିପରି କରିଥିଲେ ଯୋଜନା ?

ନୂଆଦିଲ୍ଲୀ: ସଂସଦ ଭବନର ସୁରକ୍ଷାକୁ ନେଇ ବଡ ଚାଲେଞ୍ଜ । ହାଇସିକ୍ୟୁରିଟି ଭିତରେ କେମିତି ସଂସଦ ଭବନକୁ ପଶି ଆସିଲେ ଦୁଇ ଯୁବକ ? କିଏ ଏମାନେ ? କାହିଁକି ଆସିଥିଲେ ? କ’ଣ ଥିଲା ଏମାନଙ୍କ ଉଦ୍ଦେଶ୍ୟ ? ଆଜିର ସଂସଦ ଭବନରେ ଦୁଇଜଣ ଅଜଣା ଯବକ ଦର୍ଶକ ଗ୍ୟାଲେରୀରୁ ଡେଇଁବା ପରେ ଏପରି ଅନେକ ପ୍ରଶ୍ନ…

ଫେବ୍ରୁଆରୀ ୨୦ ତାରିଖରେ ମାଟ୍ରିକ ପରୀକ୍ଷା: ପ୍ରକାଶ ପାଇଲା କାର୍ଯ୍ୟସୂଚୀ

ଭୁବନେଶ୍ୱର: ବାହାରିଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହେବ । ଏହା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ପକ୍ଷରୁ…

‘ଗୋଟିଏ ସମୟରେ ଲାଗୁଥିଲା ଜୀବନ ବଞ୍ଚିବନି’: ଅଭିଯୁକ୍ତ ଯୁବକଙ୍କୁ କବ୍ଜା କରିଥିବା ବିଏସପି ସାଂସଦ ବଖାଣିଲେ ଅନୁଭୂତି

ନୂଆଦିଲ୍ଲୀ: ଆଜି ସଂସଦ ଆକ୍ରମଣ ଘଟଣାକୁ ଠିକ ୨୨ ବର୍ଷ ବିତିଲା । ସେଦିନର ସେ ଭୟଙ୍କର ସ୍ମୃତି ମନରୁ ଲିଭି ନ ଥିବାବେଳେ ନୂଆ ସଂସଦ ଭବନରେ ଆଜିର ଦିନରେ ଏମିତି ଏକ ଘଟଣା ଘଟିବ କେହି ସ୍ୱପ୍ନରେ ବି ଭାବି ନ ଥିଲେ । ବୁଧବାର ସଂସଦର ଶୀତକାଳିନ ଅଧିବେଶନ ଚାଲିଥିବାବେଳେ ଲୋକସଭାରେ ବିଜେପି…

ଥମୁନି ମଣ୍ଡି ଯନ୍ତ୍ରଣା, କମୁନି ଚାଷୀ ଦୁର୍ଦ୍ଦଶା

ନୂଆପଡା : ଗୋଟେପଟେ ଜିଲ୍ଲା ପ୍ରଶାସନ ମଣ୍ଡି ମାନଙ୍କରେ ସୁଦୃଢ଼ ଭିତ୍ତିଭୂମିର ଡିଣ୍ଡିମ ପିଟୁଛି  । ହେଲେ  ବରଗାଁ ମଣ୍ଡିରେ  ଶୀତ କାକରରେ ଖୋଲା ଆକାଶ ତଳେ ଚାଷୀ ଧାନ କୁ ଜଗିରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମଣ୍ଡିରେ ସଠିକ ଭିତ୍ତିଭୂମି ସାଙ୍ଗକୁ କଟନୀ ଛଟନୀ ନକରିବା ପାଇଁ ନିର୍ଦେଶ…

ବାଧକ ସାଜିଲା ଭଙ୍ଗା ପୋଲ : ଆସିପାରିଲାନି ଆମ୍ବୁଲାନ୍ସ, ରୋଗୀଙ୍କୁ ବୋହିଲେ ଦେଢ କିଲୋମିଟର

ମୟୁରଭଞ୍ଜ : ପୁଣି ବାଧକ ସାଜିଲା ଭଙ୍ଗାପୋଲ  । ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ  । ବାଧ୍ୟ ହୋଇ ଚେତାଶୂନ୍ୟ ରୋଗୀକୁ ଦେଢକିଲୋମିଟର ବୋହିନେଲେ ପରିବାର ଲୋକ  । ସୂଚନା ମୂତାବକ ଉଦଳା-ବାଲେଶ୍ବର ରାସ୍ତାର କଇଁସାରୀ ଜାମୁଘାଟ  ପୋଲ ଦୀର୍ଘ ଦିନରୁ ଭାଙ୍ଗି ପଡିଛି । ଏହି ପୋଲ ଉପରେ…

ଲୋକସଭା ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ଦୁଇ ଅଜ୍ଞାତ: ସଂସଦ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ : ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ୨୨ ବର୍ଷ ପୂରିଛି । ଏହି ଆତଙ୍କୀ ଆକ୍ରମଣରେ ଦେଶର ୯ ଜଣ ବୀର ଯବାନ ସହିଦ ହୋଇଥିଲେ । ଆଜି ମଧ୍ୟ ସେମିତି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଯାହା ସଂସଦ ଭବନର ସୁରକ୍ଷା ବ୍ୟବସ୍ଥାକୁ ନେଇ ସବୁଠୁ ବଡ…

ପୁରା ହେଲା ଦୀର୍ଘ ଦିନର ସ୍ବପ୍ନ : ବ୍ରିଜର ଶିଳାନ୍ୟାସ କଲେ ବିଧାୟକ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୁରା ହୋଇଛି । ବହୁ ପ୍ରତିକ୍ଷିତ ବୀରମହାରାଜପୁର - ମାଣିକପୁର ରାସ୍ତାରେ ହରିହର ଜୋର ଉପରେ ଏକ ସେତୁ ପାଇଁ ଶିଳାନ୍ୟାସ କରିଛନ୍ତି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା । ଏହାଦ୍ବାରା ପ୍ରାୟ ୫ଟି ପଞ୍ଚାୟତର ହଜାର ହଜାର ଲୋକ…