Latest Odisha News

BREAKING NEWS

Browsing Category

ଫିଚର

ଆର୍ୟନଙ୍କୁ ବେଲ୍ ନା ଜେଲରେ ରହିବେ? କାଲି ଶୁଣାଣି

ମୁମ୍ବାଇ: ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନଙ୍କର କଣ ହେବ ? ତାଙ୍କୁ ବେଲ୍ ମିଳିବ ନା ଜେଲରେ ରହିବେ ? ଦଶହରାରେ କଣ ଜୁନିଅର କିଙ୍ଗ ଖାନ୍ ଜେଲ ଚାରିକାନ୍ଥ ଭିତରେ ରହିବେ ? ଆସନ୍ତାକାଲି ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଅଛି । ମୁମ୍ୱାଇ ସ୍ୱତନ୍ତ୍ର ଘଊଚଝ କୋର୍ଟ ବେଲ୍ ପିଟିସନର…

ଭିଜିଲାନ୍ସ ଜାଲରେ ପଡ଼ିଥିବା ୩ ସରକାରୀ ବାବୁ ଗିରଫ, ସାଢ଼େ ୨୨ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଗତକାଲି ବିପୁଳ ପରିମାଣର ଟଙ୍କା ସହ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ୩ ପ୍ରଥମ ଶ୍ରେଣୀ ଅଧିକାରୀ ଗିରଫ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ସାହୁ, ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ଲଭ୍-ସେକ୍ସ-ଧୋକା: ପ୍ରତାରକ ପ୍ରେମିକ ଗିରଫ

ସମ୍ୱଲପୁର: ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ପ୍ରତାରଣା । ଯୁବତୀଙ୍କୁ ଗର୍ଭବତୀ କରାଇବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରାଇବାକୁ ଧମକ ଦେବା ଅଭିଯୋଗରେ ବନ୍ଧା ହେଲେ ପ୍ରେମିକ । ସମ୍ୱଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳରୁ ଏମିତି ଘଟଣା ସାମନାକୁ ଆସିଛି । ପୀଡ଼ିତଙ୍କ ଅଭିଯୋଗ…

ଆଜି ରାଜ୍ୟରୁ ୬୫୨ କରୋନା ପଜିଟିଭ୍

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟରେ ବଢିଛି କରୋନା ସଂକ୍ରମଣ । ପାଖାପାଖି ଶହେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରୁ ୬୫୨ ପଜିଟିଭ୍ ବାହାରିଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୫୨୬ । ଆଜି ୨୪ ଜିଲ୍ଲାରୁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ…

ସ୍ତ୍ରୀର ତଣ୍ଟି କାଟି ଦେଲା ସ୍ୱାମୀ

ଖୋର୍ଦ୍ଧା: ସ୍ୱାମୀ ସାଜିଲା ସୈତାନ୍ । ସ୍ତ୍ରୀର ତଣ୍ଟି କାଟିଦେଲା । ଶ୍ୱଶୂର ଘରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ସ୍ୱାମୀ । ଏହାପରେ ଚମ୍ପଟ ମାରିଛି । ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଗୁରୁଜଙ୍ଗରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକଙ୍କ ନାଁ ଇନ୍ଦିରା ପ୍ରିୟଦର୍ଶୀ…

ସୁନାବେଡାରେ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

କୋରାପୁଟ : ସୁନାବେଡା ମହିଳା ମହାବିଦ୍ୟାଳୟ ନିକଟରେ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା । ମିଲନ ମାର୍କେଟରୁ ସ୍କୁଟି ଯୋଗେ ରାତିରେ ଘରକୁ ଫେରୁଥିବା ବେଳେ ଧାରୁଆ ଅସ୍ତ୍ରରେ ବ୍ୟବସାୟୀଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ହେଲେ ସୁନାବେଡା ପୌରାଞ୍ଚଳ ରାଜୀବ କଲୋନୀର ଦୟା ବାଘ । ସୂଚନା…

ବ୍ରଜରାଜନଗରରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୨ ଗିରଫ

ଝାରସୁଗୁଡ଼ା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ । ମାମଲାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଫେରାର ଥିବା ସୂଚନା ଦେଇଛି ସ୍ବତନ୍ତ୍ର ସ୍କ୍ବାଡ । ବ୍ରଜରାଜନଗର ତେଲେନପାଲି ନିକଟସ୍ଥ ଗଣେଶନଗର ଅଞ୍ଚଳରେ ନକଲି ମଦ କାରଖାନା…

ଓଡ଼ିଶାରୁ ଫେରିଯିବ ମୌସୁମୀ, ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ ପ୍ରକ୍ରିୟା

ଭୁବନେଶ୍ବର : ଓଡ଼ିଶାରୁ ଫେରିଯିବ ମୌସୁମୀ । ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ ପ୍ରକ୍ରିୟା । ପ୍ରଥମେ କିଛି ଅଞ୍ଚଳରୁ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି । ଗୁଜରାଟ ଏବଂ ଛତିଶଗଡ଼ର ଅଧିକାଂଶ ଅଞ୍ଚଳରୁ ଫେରିଲାଣି ମୌସୁମୀ । ତେବେ ଆସନ୍ତା ୩…

୨୦୩୬ରେ ଭାରତ ଅଲିମ୍ପିକ୍ସ ଆୟୋଜନ କରିପାରେ !

ଅହମ୍ମଦାବାଦ: ଭାରତର ଅଲିମ୍ପିକ୍ସ ଆୟୋଜନ ଉଜ୍ଜୀବୀତ ହୋଇଛି । ୨୦୩୬ ସମର ଅଲିମ୍ପିକ୍ସ ଆୟୋଜନ ଅଧିକାର ପାଇଁ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ସହ ଆଲୋଚନା କରାଯାଉଛି ବୋଲି ଆଇଓଏ ସଭାପତି ନରିନ୍ଦର ବାତ୍ରା କହିଛନ୍ତି । ମୋଟେରା ଗ୍ରାଉଣ୍ଡ ଉଦଘାଟନୀ ଉତ୍ସବ ପାଇଁ ସର୍ବଶ୍ରେଷ୍ଠ ବୋଲି ବାତ୍ରା…

ଆସନ୍ତୁ ଜାଣିବା କେଉଁ ଫିଲ୍ମ ପାଇଁ ହ୍ରିତିକ, ରଣବୀର ନେବେ ୭୫କୋଟି ଲେଖାଁଏ ପାରିଶ୍ରମିକ !

ମୁମ୍ବାଇ:ଫିଲ୍ମମେକର ନିତେଶ ତିୱାରୀ ଓ ମଧୁ ମେଂଟନା ରାମାୟଣ ଉପରେ ଏବ ବିଗ ବଜେଟ ଫିଲ୍ମ ନିର୍ମାଣ କରୁଛନ୍ତି । ହ୍ରିତିକ ରୋଶନ ରାବଣ ଏବଂ ରଣବୀର କାପୁର ଶ୍ରୀରାମଙ୍କ ଭୂମିକା କରିବେ । ୭୫୦ କୋଟି ବଜେଟରେ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ନିତେଶ ନେବେ । ହ୍ରିତିକ ଓ ରଣବୀରଙ୍କୁ ଏହି ଫିଲ୍ମ…