Latest Odisha News

BREAKING NEWS

Browsing Category

ଫିଚର

ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନ୍ନାକୁ ଆଜୀବନ ଜେଲ୍ , ଦଣ୍ଡାଦେଶ ଶୁଣାଇଲେ କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜ୍

କେନ୍ଦ୍ରାପଡା : ଗାଙ୍ଗଷ୍ଟାର ହାଇଦର ର ପୁଅ ତଥା ଦୁର୍ଦାନ୍ତ ଅପରାଧୀ ସେକ କାଦିର ଓରଫ ମୁନ୍ନାକୁ ଆଜି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ । ୨୦୧୩ ମସିହାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଂଚଳର ସାର ବ୍ୟବସାୟୀ ସାହା ନବାଜ ଖାଁ ହତ୍ୟାକାଣ୍ଡରେ କାଦିର ଦୋଷୀ ସାବ୍ୟସ୍ତ…

ବଲାଙ୍ଗିରରେ କାବୁ ହେଲା ଏଟିଏମ୍ ଲୁଟେରା

ବଲାଙ୍ଗିର : ବଲାଙ୍ଗିରରେ କାବୁ ହେଲେ ଏଟିଏମ୍ ଲୁଟେରା । ଏଟିଏମ ଭିତରେ ସାହାଯ୍ୟ ବାହାନାରେ ଅଭିନବ ଉପାୟରେ ଲୁଟ୍ କରୁଥିବା ବେଳେ ଜଣଙ୍କୁ କାବୁ କରିଛନ୍ତି ଲୋକେ । ଘଟଣାରେ ଆଉ ୨ ଜଣ ଫେରାର ହୋଇଯାଇଛନ୍ତି । ଅଟକ ଥିବା ଲୁଟେରାକୁ ଲୋକେ ଟାଉନା ଥାନା ପୋଲିସ ଜିମା ଦେଇଛନ୍ତି । ଅଟକ…

ମହମ୍ମଦଙ୍କ କାର୍ଟୁନ କରିଥିବା କାର୍ଟୁନିଷ୍ଟଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

ନୂଆଦିଲ୍ଲୀ: ପ୍ୟାଗମ୍ଭର ମହମ୍ମଦଙ୍କ ବିବାଦୀୟ କାର୍ଟୁନ କରିଥିବା ୭୫ ବର୍ଷୀୟ ସ୍ୱୀଡେଶ କାର୍ଟୁନିଷ୍ଟ ଲାର୍ସ ୱିଲିକ୍ସଙ୍କ ଆଜି ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ପୋଲିସ ସୁରକ୍ଷାରେ ଯାଉଥିବା ୱିଲିକ୍ସଙ୍କ ଗାଡି ହଠାତ ବାମ ପଟକୁ ଢ଼ଳି ପଡିଥିଲା । ସେ ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ…

ଲକ୍ଷ୍ମୀପୁର ହିଂସା ଘଟଣାର ହେବ ବିଚାର ବିଭାଗୀୟ ତଦନ୍ତ

ଉତ୍ତରପ୍ରଦେଶ : ଲକ୍ଷ୍ମୀପୁର ହିଂସା ଘଟଣାରେ ୮ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ମାମଲା ଦାଏର ହୋଇଛି । ଏହି ଘଟଣାର ହେବ ବିଚାର ବିଭାଗୀୟ ତଦନ୍ତ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଓ ଅନ୍ୟ ୧୩…

ମହାନଦୀରେ ଭାସିଗଲେ ଗୋଟିଏ ପରିବାରର ୩ ସଦସ୍ୟ, ଦୁଇ ଉଦ୍ଧାର

ସମ୍ବଲପୁର: ଗାଧୋଇବାକୁ ଯାଇ ସମ୍ବଲପୁର ମହାନଦୀ ଦଲେଇପଡା ଘାଟରେ ଭାସିଗଲେ ଗୋଟିଏ ପରିବାରର ୩ ସଦସ୍ୟ । ଆଜି ଅପରାହ୍ନରେ ଏହି ଅଘଟଣ ଘଟିଥିଲାବଳେ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି । ଅପରାହ୍ନ ପ୍ରାୟ ୪ଟା ସମୟରେ ଦଲେଇପଡା ଘାଟରେ ପେନସନପଡାର ୪୦ ବର୍ଷୀୟ ଏମ୍‌ଡି ଅଲତାଫ୍‌,…

ବିଜୁଳିର ବିଭିନ୍ନ ସମସ୍ୟାକୁ ନେଇ ଆମ୍ ଆଦମୀ ପାର୍ଟିର ଧାରଣା

ପୁରୀ: ବିଜୁଳିର ବିଭିନ୍ନ ସମସ୍ୟା ନେଇ ଆମ୍ ଆଦମୀ ପାର୍ଟି ତରଫରୁ ପୁରୀ ରେଡ଼କ୍ରସସ୍ଥିତ ମୁଖ୍ୟ ବିଜୁଳି ଅଫିସ୍ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ କରାଯାଇଛି। ଅହେତୁକ ବିଦ୍ୟୁତ ଦରବୃଦ୍ଧି ଓ ତୃଟିପୂର୍ଣ୍ଣ ବିଦ୍ୟୁତ ବିଲକୁ ବିରୋଧ ଏବଂ ଓଡ଼ିଶାର ବିଜୁଳି ଉପଭୋକ୍ତାଙ୍କୁ ୨୦୦ୟୁନିଟ୍…

ଚିକିତ୍ସାରେ ଡେଭିଡ ଜୁଲିୟସ, ଆର୍ଡନ ପାଟାପୋର୍ଟିୟନଙ୍କୁ ନୋବେଲ ପୁରସ୍କାର

ୱାଶିଂଟନ: ଚିକିତ୍ସାରେ ୨୦୨୧ ପାଇଁ ନୋବେଲ ପୁରସ୍କାର ପାଇ ମନୋନୀତ ହୋଇଛନ୍ତି ଆମେରିକାର ଡେଭିଡ ଜୁଲିୟସ ଓ ଆର୍ଡନ ପାଟାପୋର୍ଟିୟନ । ତାପମାତ୍ରା, ଯନ୍ତ୍ରଣା, ଚାପ ପ୍ରଭୃତିକୁ ଅନୁଭବ କରିହୁଏ ମାତ୍ର ଏହା ଉପରେ ଅଧିକ ତଥ୍ୟ ଉପଲବ୍ଧ ହୋଇପାରି ନାହିଁ । ସେମାନେ ଯନ୍ତ୍ରଣାକୁ ଅନୁଭବ କରି…

୧୧ କେଭି ବିଦ୍ୟୁତ ନେଲା ଆଇଟିଆଇ ଛାତ୍ରଙ୍କ ଜୀବନ , ଅନ୍ୟଜଣେ ଗୁରୁତର

କେନ୍ଦୁଝର : ୧୧ କେଭି ବିଦ୍ୟୁତ ତାର ନେଲା ଛାତ୍ରଙ୍କ ଜୀବନ । କେନ୍ଦୁଝର ବଡବିଲ ଆଇଟଆଇ ଶିକ୍ଷାନୁଷ୍ଠାନ ପରିସରରେ ଆଜି ଏକ ଅଘଟଣ ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଛାତ୍ର ଜଣକ ଫିଟର ଟ୍ରେଡ ପଢ଼ୁଥିବା ବେଳେ ସେ ମୟୂରଭଞ୍ଜ ଜିଲ୍ଲାର…

ବହୁଭାଷୀ କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ବହୁଭାଷୀ କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ପ୍ଲାକାର୍ଡ଼ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନାରାବାଜି ଦେଇ ଏକ ବିଶାଳ ରାଲି ମାଧ୍ୟମରେ ବାରିପଦାର ଐତିହାସିକ ଛଉପଡ଼ିଆରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି…

୨୦୧୪ ବଣାଇ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ,ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଜେଲ ଶୁଣାଣି କଲେ ପୋକ୍ସୋ କୋର୍ଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ନାବାଳିକ ଗଣ ଦୁଷ୍କର୍ମ ମାମଲା । ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ପୋକ୍ସୋ କୋର୍ଟ ।୨୦୧୪ ରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇରେ ନାବାଳିକା ବଳାତ୍କାର କରିଥିବା ଅଭିଯୋଗରେ ପୋକ୍ସ କୋର୍ଟ ଦୁଇ ଜଣ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି। ଦୋଷୀ…