Latest Odisha News

BREAKING NEWS

Browsing Category

ଫିଚର

ଉଲ୍ଲେଖନୀୟ ସେବା ପାଇଁ ୪୦ ଜଣଙ୍କୁ ସମ୍ମାନିତ କଲେ ପୋଲିସ ଡିଜି

ରାଉରକେଲା : ରାଉରକେଲା ଗସ୍ତ କରି ୪୦ ଜଣ ପୋଲିସ ଅଫିସର, ପୋଲିସ କର୍ମଚାରୀ ଓ ପରିବାର ସଦସ୍ୟଙ୍କୁ ସମ୍ମାନିତ କରିଛନ୍ତି ପୋଲିସ ଡିଜି । ସମ୍ବଲପୁର, ବରଗଡ, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଓ ରାଉରକେଲା ପୋଲିସ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୋଲିସ ଅଫିସର ଓ ପୋଲିସ…

ପାରା ଅଲିମ୍ପିକ୍ସ: ନିଶାଦଙ୍କୁ ରୌପ୍ୟ, ବିନୋଦଙ୍କୁ ବ୍ରୋଞ୍ଜ

ଟୋକିଓ: ଚଳିତ ପାରା ଅଲିମ୍ପିକ୍ସରେ ରବିବାର ଭାରତୀୟ ପାରା ଆଥଲେଟମାନେ ଚମତ୍କାର ପ୍ରଦର୍ଶନ ଜାରୀ ରଖି ଏ ପର୍ଯ୍ୟନ୍ତ ୩ଟି ପଦକ ଜିତି ସାରିଛନ୍ତି । ଭାବିନା ପଟେଲ(ରୌପ୍ୟ), ନିଶାଦ କୁମାର (ରୌପ୍ୟ) ଏବଂ ବିନୋଦ କୁମାର (ବ୍ରୋଞ୍ଜ)ଭାରତ ପାଇଁ ପଦକ ଜିତି ସାରିଛନ୍ତି । ହାଇଜମ୍ପ ଟି୪୭ ଇଭେଂଟରେ…

ଗୋଡ ଥିବା ତିମି ମାଛର ମିଳିଲା ଜୀବାଶ୍ମ

କାଇରୋ: ଇଜିପ୍ଟର ଫାୟୋମ ଅଂଚଳର ଏକ ମରୁଭୂମିରେ ଗୋଡ ଥିବା ତିମି ମାଛର ଜୀବଶ୍ମ ମିଳିଛି । ୪କୋଟି ୩୦ ଲକ୍ଷ ବର୍ଷ ତଳର ଏହି ତିମି ମାଛର ୪ଟି ଗୋଡ ଥିଲା । ଏହା ପାଣିରେ ପହଁରିବା ସହ ଭୂମିରେ ଚାଲୁଥିଲା । ବୈଜ୍ଞାନିକମାନେ ଏହାର ନାମ ଫିଓମିସେଟସ ଅନୁବିସ ନାମରେ ନାମିତ କରିଛନ୍ତି ।…

ଧାକଡରେ କଙ୍ଗନା ୧୦ ଭିନ୍ନ ଭିନ୍ନ ଲୁକରେ ନଜର ଆସିବେ

ମୁମ୍ବାଇ: କୁଇନ କଙ୍ଗନା ରାନାୱତ ତାଙ୍କ ଆଗାମୀ ଫିଲ୍ମ ଧାକଡ ନେଇ ବେଶ ଉତ୍ସାହିତ ଅଛନ୍ତି । ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ଚାଲିଛି ଏବଂ ଏହା ଖୁବ୍ ଶୀଘ୍ର ଥିଏଟରକୁ ଆସିବ ବୋଲି ଜଣାପଡିଛି । ଏହି ଆକ୍ସନ ଡ୍ରାମାରେ କଙ୍ଗନା ୧୦ ଭିନ୍ନ ଭିନ୍ନ ଲୁକରେ ନଜର ଆସିବେ । ମାନବ ତସ୍କର ଉପରେ…

ଭବୀନା ପଟେଲଙ୍କୁ ୩ କୋଟି ପୁରସ୍କାର ଘୋଷଣା

ଅହମ୍ମଦାବାଦ: ଟୋକିଓ ପାରାଲିମ୍ପିକ୍ସର ରୌପ୍ୟ ପଦକ ବିଜୟିନୀ ଭାବିନାବେନ୍ ପଟେଲଙ୍କୁ ନେଇ ସାରା ଦେଶରେ ଖୁସିର ମାହୋଲ  । ଟେବୁଲ ଟେନିସରେ ସେ ମେଡାଲ ଜିତିଛନ୍ତି । ସଫଳତା ପରେ ତାଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ  । ଏଥିସହ…

କ୍ରୀଡା ଓ ସାହସିକତା ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟରେ କ୍ରୀଡା ଓ ସାହସିକତା ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି  । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଡିଫେଣ୍ଡର ଅମିତ ରୋହିଦାସଙ୍କୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାରରେ…

କାବୁଲ ଏୟାରପୋର୍ଟ ବିସ୍ଫୋରଣରେ ମୃତକଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

ପୁରୀ: କାବୁଲ ଏୟାରପୋର୍ଟରେ ବିସ୍ଫରୋଣରେ ଶତାଧିକ ମୃତ୍ୟୁବରଣ କରିଛନ୍ତି  । ପୁରୀ ବେଳାଭୂମିରେ ବାଲୁକା କଳାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  । ଏହି ଘଟଣାରେ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି  । ପୃଥିବୀରେ ସମସ୍ତ ହିଂସା ଛାଡି…

କୋରିଅରରେ ଗଞ୍ଜେଇ ଚାଲାଣ, ୨ ଯୁବକ ଗିରଫ

ଭୁବନେଶ୍ୱର: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । କୋରିଅରରେ ଅନ୍ୟ ଜିନିଷ ସହ ଗଞ୍ଜେଇ ଚାଲାଣ ବେଳେ ଧରିଲା କମିଶନରେଟ ପୋଲିସ । ଦିଲ୍ଲୀର ୨ ଯୁବକଙ୍କୁ ଗିରଫ ସହିଦନଗର ଥାନା ପୋଲିସ ଗିରଫ କରିଛି । ଜବତ ହୋଇଛି ପ୍ରାୟ ୪୫ କେଜି ଗଞ୍ଜେଇ । ଯାହାର  ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ।…

ବିଧାନସଭା ଅଧିବେଶନ ପୂର୍ବରୁ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ  । ତାପୂର୍ବରୁ ଆଜି ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର କୋଭିଡ୍ RTPCR ଟେଷ୍ଟ କରାଯାଉଛି  । ବିଧାନସଭା ପରିସରରେ ହୋଇଥିବା ସ୍ୱତନ୍ତ୍ର ଶିବିରରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସଂସଦୀଯ ବ୍ୟାପାର ମନ୍ତ୍ରୀ ବିକ୍ରମ…

ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ, ଭଡ଼ା ଗାଡ଼ିରେ ନେଉଥିଲେ ସାଢ଼େ ୩ ଲକ୍ଷ ଟଙ୍କା

ସୋନପୁର: ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ ।  ଭଡ଼ା ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଧରିପଡିଛନ୍ତି  । ଗାଡ଼ିରୁ ୩ ଲକ୍ଷ ୫୧ ହଜାର ୩୦୦ ଟଙ୍କା ନେଇ ଯାଉଥିଲେ ବିଡିଓ ପଦ୍ମନାଭ ସାମନ୍ତରାୟ । ଏତିକିବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ରିଜ ନିକଟରେ ଭିଜିଲାନ୍ସ…