Latest Odisha News

BREAKING NEWS

Browsing Category

ଫିଚର

ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜୟପୁର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାକର  । କୋରାପୁଟ ଜିଲ୍ଲା ଜୟପୁର ଉମୁରି ରେଳ ଷ୍ଟେସନ ନିକଟ ରେଳ ଲାଇନରୁ ମୃତକଙ୍କ ମୃତଦେହ ଉଦ୍ଧାର ହୋଇଛି  । ମୃତକ ହେଲେ ଜୟପୁର ବ୍ଲକ ଆନ୍ତା ଗ୍ରାମର ଜଗନ୍ନାଥ ବାଘ  । ସେ ଜଣେ ଡ୍ରାଇଭର  । ଟ୍ରେନ୍ ଲାଇନକୁ ସେ କେମିତି ଆସିଲେ ଓ ତାଙ୍କର…

ଆଜିଠୁ ରାଜ୍ୟର ୧୨ ଜିଲ୍ଲାରେ ସେରୋ ସର୍ଭେ

ଭୁବନେଶ୍ୱର: ଆଜିଠୁ ରାଜ୍ୟର ୧୨ ଜିଲ୍ଲାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ସେରୋ ସର୍ଭେ । ଏଥିପାଇଁ ଆରଏମଆରସି ଲୋକଙ୍କ ନମୁନା ସଂଗ୍ରହ କରୁଛି । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର…

୩୬ ଘଣ୍ଟାରେ କାବୁଲ ଏୟାରପୋର୍ଟରେ ହୋଇପାରେ ଆତଙ୍କୀ ହମଲା, ସତର୍କ କରାଇଲେ ବାଇଡେନ୍

କାବୁଲ: ଆମେରିକା ସେନା ପ୍ରତ୍ୟାହାର ଡେଡଲାଇନ୍ ସରି ସରି ଆସୁଛି । ଆଉ ଦୁଇ ଦିନ ପରେ କାବୁଲରୁ ଫେରିଯିବେ ଆମେରିକା ସୈନ୍ୟ । ତାପୂର୍ବରୁ କାବୁଲ ଏୟାରପୋର୍ଟରେ ପୁଣି ଥରେ ଆତଙ୍କବାଦୀ ହମଲା ହୋଇପାରେ । ଆସନ୍ତା ୨୪ରୁ ୩୬ ଘଣ୍ଟା ଭିତରେ ହମଲା ଆଶଙ୍କା ରହିଛି । ସୁରକ୍ଷା ସ୍ଥିତିର ଯାଞ୍ଚ ପରେ…

ଜାତୀୟ କ୍ରୀଡ଼ା ଦିବସ ଅବସରରେ ବାଲେଶ୍ୱରରେ ସାଇକ୍ଲୋଥନ୍

ବାଲେଶ୍ୱର: ଆଜି ହେଉଛି ଜାତୀୟ କ୍ରୀଡ଼ା ଦିବସ  । ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନଦଙ୍କ ଜନ୍ମ ଦିବସ  । ଏହି ଅବସରରେ ରାଜ୍ୟବ୍ୟାପୀ ମାରଓ୍ୱାଡି ଯୁବ ମଞ୍ଚ ପକ୍ଷରୁ ସାଇକ୍ଲୋଥନ୍ ଆୟୋଜିତ ହୋଇଯାଇଛି  । ଜାତୀୟ କ୍ରୀଡ଼ା ଦିବସ ଅବସରରେ ବାଲେଶ୍ୱର ସହରରେ ଏହି ସାଇକ୍ଲୋଥନକୁ ଉଦଘାଟନ କରିଥିଲେ…

ଆଜି ଓଡ଼ିଶାରୁ ୮୪୯ କରୋନା ପଜିଟିଭ୍, ଆଉ ୧୧୯ ଛୁଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ହଜାରେ ଭିତରେ ଏବେ ରହିଛି ଦୈନିକ କରୋନା ସଂକ୍ରମଣ । କିନ୍ତୁ ୧୮ ବର୍ଷ ଭିତରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୪୮ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୧୯ ସଂକ୍ରମିତ । ଖୋର୍ଦ୍ଧା…

କଟକ ଏସସିବିରେ ଆରମ୍ଭ ହେଲା ପ୍ରଥମ ଇକ୍‌ମୋ ଚିକିତ୍ସା

କଟକ: ଏସସିବି ମେଡିକାଲରେ ଆରମ୍ଭ ହେଲା ପ୍ରଥମ ଇକମୋ ଚିକିତ୍ସା । ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ୫୨ ବର୍ଷୀୟ ମହିଳାଙ୍କୁ ମିଳିଲା ପ୍ରଥମ ଇକ୍‌ମୋ ସେବା ଆରମ୍ଭ ହୋଇଛି । ସେ କୋଭିଡରେ ଆକ୍ରାନ୍ତ ହୋଇ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ । ଏବେ ତାଙ୍କର ରିପୋର୍ଟ ନେଗେଟିଭ୍ ଅଛି ।…

ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି । ଆଜି ୮ ଜିଲ୍ଲା ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ରାଯଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ପ୍ରବଳ…

ଟୋକିଓ ପାରାଲିମ୍ପିକ୍ସ ଟେବୁଲ୍ ଟେନିସରେ ରୌପ୍ୟ ଜିତିଲେ ଭାବିନାବେନ୍ ପଟେଲ୍

ଟୋକିଓ: ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଭାରତୀୟ ଟେବୁଲ୍ ଟେନିସ୍ ଖେଳାଳି ଭାବିନାବେନ୍ ପଟେଲ୍ । ରୌପ୍ୟ ପଦକ ଜିତିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ସେ ଭାରତକୁ ଭେଟି ଦେଇଛନ୍ତି ପ୍ରଥମ ମେଡାଲ୍ । ସେହିପରି ଟେବୁଲ ଟେନିସରେ ଅଲିମ୍ପିକ୍ସ ମେଡାଲ ଜିତିବାରେ ପ୍ରଥମ ଭାରତୀୟ କ୍ରୀଡ଼ାବିତ…

କନ୍ଧମାଳରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଗସ୍ତ ଅବସରରେ ଶରତୋଗା ବୃଦ୍ଧାଶ୍ରମ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ । ଗତ କିଛି ବର୍ଷ ମଧ୍ୟରେ ଜିଲ୍ଲାରେ…

[ଭିଡିଓ] ଖୁଲମଖୋଲା କିଡନାପ୍ , ଏବେ ବି ଚାଲିଛି ତଦନ୍ତ

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳର ଏକ ଅପହରଣ ଘଟଣାକୁ ନେଇ ଚର୍ଚ୍ଚାର ଜୋର ଧରିଛି । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା । ମହୁଲିଆ ଛକ ନିକଟରୁ ଅପହୃତ ହୋଇଥିବା ମଧୁସ୍ମିତା ପଣ୍ଡାଙ୍କ ଖୋଜଖବର ମିଳିପାରୁନାହିଁ । ଅନ୍ୟପଟେ ଚିନ୍ତିତ ପରିବାର…