Latest Odisha News

BREAKING NEWS

Browsing Category

ଫିଚର

ସୁନା ଝିଅ ଅବନୀ ଲେଖରା, ଟୋକିଓ ପାରାଲିମ୍ପିକ୍ସ ସୁଟିଂରେ ଜିତିଲେ ସ୍ୱର୍ଣ୍ଣ

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦବଦବା ଜାରି ରହିଛି । ଜନ୍ମାଷ୍ଟମୀରେ ସୁଟିଂରୁ ଆସିଛି ଖୁସି ଖବର । ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମହିଳା ସୁଟର ଅବନୀ ଲେଖରା । ମୋଟ୍ ୨୪୯.୬ ପଏଣ୍ଟ ହାସଲ କରିଛନ୍ତି । ଯାହାକି ପାରାଲିମ୍ପିକ୍ସରେ ଏକ ରେକର୍ଡ ।…

ଆଜି ଜନ୍ମାଷ୍ଟମୀ, ଭକ୍ତିମୟ ମନ୍ଦିର ପରିବେଶ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥି  । ଏଥିପାଇଁ ପୁରପଲ୍ଲୀ ଉତ୍ସବ ମୁଖର । ବିଭିନ୍ନ ମନ୍ଦିରରେ ଭକ୍ତିମୟ ପରିବେଶ । ହରେ କୃଷ୍ଣ ... ହରେ କୃଷ୍ଣ ଧ୍ୱନିରେ ଗଗନପବନ ପ୍ରକମ୍ପିତ ହେଉଛି  । କିନ୍ତୁ ଏବର୍ଷ କୋଭିଡ୍ କଟକଣାରେ ପାଳନ ହେଉଛି…

ରାଜଧାନୀରେ ରକ୍ତପାତ: ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ରକ୍ତପାତ । ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟାକାଣ୍ଡ । ଜଣେ ମୋବାଇଲ୍ ଦୋକାନୀଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନା ରଘୁନାଥପୁର ମନ୍ଦିର ନିକଟରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ସନାତନ ରାଉତ । ଗତକାଲି ରାତି ୧୨ଟା ବେଳେ…

ରାଜ୍ୟରେ ଘରୋଇ ବିଦ୍ୟାଳୟ ପରିଚାଳନା ଆଇନ କରିବାକୁ ଦାବି

ଭୁବନେଶ୍ବର : ରାଜ୍ୟରେ ଛତୁ ପରି ଫୁଟିଲାଣି ସ୍କୁଲ । ବିନା ସରକାରୀ ଲାଇସେନ୍ସ ଓ ଅନୁଦାନରେ ଖୋଲିଛି ୭ ହଜାରରୁ ଅଧିକ ଇଂରାଜୀ ମିଡିୟମ ସ୍କୁଲ, ବିଭିନ୍ନ ଧାର୍ମିକ ସଂଗଠନ ପକ୍ଷରୁ ସ୍ଥାପିତ ବିଦ୍ୟାଳୟ, ସରସ୍ବତୀ ଶିଶୁ ମନ୍ଦିର, କନଭେଣ୍ଟ ସ୍କୁଲ । ଯାହାର ହିସାବ ଉଭୟ ରାଜ୍ୟ ଓ କେନ୍ଦ୍ର…

ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ସହ ୪ ଗିରଫ

ନୀଳଗିରି : ଅବକାରୀ ବିଭାଗ ପକ୍ଷରୁ ନୀଳଗିରି ଥାନା ଅଧିନସ୍ଥ ସିଆଡିମାଳ ଓ ଭବାନ୍ଧ ଗ୍ରାମରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ଓ ମଦ ପ୍ରସ୍ତୁତକାରୀ ସମାଗ୍ରୀ ଜବତ କରାଯାଇଛି । ଦୁଇଟି ମାମଲାରେ ମୋଟ ୮ ହଜାର ୮ଶହ ଲିଟର ଗୁଡ ସଫା ଓ ମଦ ଡିଷ୍ଟିଲେସନ୍ ପାଇଁ ବ୍ୟବହୃତ…

କନ୍ଧମାଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କନ୍ଧମାଳ : କନ୍ଧମାଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଗସ୍ତର ଦ୍ବିତୀୟ ଦିନରେ ଫୁଲବାଣୀ ଉପକଣ୍ଠ ତିଲକପଡ଼ାରେ ନିର୍ମାଣାଧୀନ ମେଡିକାଲ କଲେଜ ପ୍ରକଳ୍ପର ସମୀକ୍ଷା କରିଥିଲେ । ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ…

୪୦ କେଜି ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କଲା ପଦ୍ମପୁର ପୋଲିସ

ରାୟଗଡ଼ା : ରାୟଗଡ଼ା ମୁଚୁକି ପଦର ଛକରୁ ଗଞ୍ଜେଇ ଜବତ କରିଛି ପଦ୍ମପୁର ପୋଲିସ । ଗାଡି ଯାଞ୍ଚ ବେଳେ କାରରୁ ୪୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ପଚରାଉଚରା ସମୟରେ ଗିରଫ ୪ ଅଭିଯୁକ୍ତ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ…

କାବୁଲ ବିମାନ ବନ୍ଦର ନିକଟରେ ଆଉ ଏକ ବିସ୍ଫୋରଣ

କାବୁଲ: କାବୁଲ ବିମାନବନ୍ଦର ନିକଟରେ ରବିବାର ସନ୍ଧ୍ୟାବେଳେ ଆଉ ଏକ ବିସ୍ଫୋରଣ ଘଟିଛି । ଗୁଲାଇ ଅଂଚଳରେ ଥିବା ଏକ ଘର ଉପରେ ରକେଟ ମାଡ କରାଯାଇଛି । ଏହି ଆକ୍ରମଣ କିଏ କରିଛି ଏବଂ ସଠିକ ମୃତାହତ ନେଇ ବିଧିବଦ୍ଧ ଭାବେ କୌଣସି ରିପୋର୍ଟ ହସ୍ତଗତ ହୋଇ ନାହିଁ । କାବୁଲ ବିମାନ ବନ୍ଦରକୁ ଟାର୍ଗେଟ…

ଆକାଂକ୍ଷୀ ଜିଲ୍ଲାର ଶିକ୍ଷା ଆକାଂକ୍ଷାକୁ ପୂରଣ କରୁଛି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସ ଜରିଆରେ ଯୋଗଦେଇ ଆକାଂକ୍ଷୀ ଜିଲ୍ଲାର ଶିକ୍ଷା ଆକାଂକ୍ଷାକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପୂରଣ କରୁଛି ବୋଲି କହିଛନ୍ତି ।…

ଆଉ ୩ଟି ରୁଟରେ ଚଳାଚଳ କରିବ ‘ମୋ ବସ୍’

ଭୁବନେଶ୍ବର : ଆଉ ୩ଟି ରୁଟରେ ଚଳାଚଳ କରିବ ‘ମୋ ବସ୍’ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି କ୍ରୁଟ୍ । ନିଷ୍ପତ୍ତି ଅନୁସାରେ ଏଣିକି ୭୧ ନମ୍ବର ରୁଟରେ ଚଳାଚଳ କରିବ ‘ମୋ ବସ୍’ । ଏହା ରସୁଲଗଡ଼ରୁ ବରମୁଣ୍ଡା ଦେଇ କୋଣାର୍କ ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି…