Latest Odisha News

BREAKING NEWS

Browsing Category

ଫିଚର

ପଡୋଶୀଙ୍କୁ ମାରପିଟ୍ ଅଭିଯୋଗରେ ଅଭିନେତା ବବି ମିଶ୍ର ଥାନାରେ ଅଟକ

ଭୁବନେଶ୍ୱର: ଚର୍ଚ୍ଚାର ପରିସରକୁ ଆସିଛନ୍ତି ଓଲିଉଡର ଜଣାଶୁଣା ଅଭିନେତା ବବି ମିଶ୍ର । ହେଲେ ଏଥର ରିଲ୍ ନୁହେଁ ବରଂ ରିଅଲ ଲାଇଫରେ ତାଙ୍କୁ ଥାନାରେ ଅଟକ ରଖାଯାଇଛି । ପଡୋଶୀଙ୍କୁ ଗାଳି ଗୁଲଜ ସହ ମାଡ ମାରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ନୟାପଲ୍ଲୀ ଥାନାରେ ପଡୋଶୀଙ୍କ ଅଭିଯୋଗ…

ତାଲିବାନର ଡାକରା; ମହିଳା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଚାକିରୀରେ ଯୋଗ ଦିଅନ୍ତୁ

ଭୁବନେଶ୍ୱର: ଜଟିଳରୁ ଜଟିଳ ହେବାରେ ଲାଗିଛି ଆଫାନିସ୍ତାନର ସ୍ଥିତି । ଆତ୍ମଘାତୀ ବିସ୍ଫୋରଣ ଆଫଗାନ ବାସିନ୍ଦାଙ୍କ ମାନସିକତାକୁ ଦୋହଲାଇଦେଇଛି । ମହିଳାମାନଙ୍କୁ ଘରୁ ନ ବାହାରିବାକୁ କଡା ତାଗିଦ୍ କରିଛି ତାଲିବାନ୍ । ତେବେ ଏପରି ସ୍ଥିତିରେ ମହିଳାଙ୍କୁ ନେଇ ତାଲିବାନର ସଦ୍ୟ ନିଷ୍ପତ୍ତି…

ଓଡ଼ିଶା ସମେତ ୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ : ରାଜ୍ୟମାନଙ୍କରେ ବିମାନ ଚଳାଚଳ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଗୁରୁତ୍ବ । ନିଆଯାଉଥିବାବା ପଦକ୍ଷେପକୁ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି…

ଓଡ଼ିଶାରେ ଲୁହାପଥର ଖନନ ପାଇଁ ନୀଳାଚଳ ଇସ୍ପାତ ନିଗମ ଲିମିଟେଡକୁ ସାହାଯ୍ୟ କରିବ ଏନଏମଡିସି

ହାଇଦ୍ରାବାଦ : ଓଡ଼ିଶାରେ ଖଣି କାର୍ଯ୍ୟ ପୁନଃ ଆରମ୍ଭ ପାଇଁ ନୀଳାଚଳ ଇସ୍ପାତ ଲିମିଟେଡକୁ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇବାକୁ ପଦକ୍ଷେପ ନେଇଛି ନ୍ୟାସନାଲ ମିନେରାଲ ଡେଭେଲପମେଣ୍ଟ କର୍ପୋରେସନ ବା ଏନଏମଡିସି । ମିଥିରଡ଼ା ଖଣି ବ୍ଲକରେ ଏନଆଇଏନଏଲ ଲୁହାପଥର ଖଣି କାର୍ଯ୍ୟ ଆଜି ପୁଣି…

ମୟୂରଭଞ୍ଜ ବିଜେପିରେ ଫାଟ, ଇସ୍ତଫା ଦେଲେ ୧୫ ଜିଲ୍ଲା ପରିଷଦ ସଦସ୍ୟ

ମୟୂରଭଞ୍ଜ : ମୟୂରଭଞ୍ଜ ବିଜେପିରେ ଫାଟ । ବିଜେପିରୁ ଇସ୍ତଫା ଦେଲେ ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ । ଜିଲ୍ଲା ପରିଷଦ ସଭାପତି ତଥା ସ୍ଥାନୀୟ ନେତୃବୃନ୍ଦ ସେମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ…

ପିଏମ୍ ଫସଲ ବୀମା ଯୋଜନା: ବିଜେପି କହିଲା ଓଡ଼ିଶାର ଚାଷୀଙ୍କୁ ଭଣ୍ଡାଉଛି ବିଜେଡି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରସଙ୍ଗକୁ ନେଇ ଶାସକ ବିଜେଡି ସମାଲୋଚନା କରିଛି ବିଜେଡି । ଯୋଜନାକୁ ନେଇ ବିଜେଡ଼ି ଆଣିଥିବା ଅଭିଯୋଗର କୌଣସି ବାସ୍ତବତା ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ବିଜେପି । କେବଳ ମିଛକୁ ଲୁଚାଇ ଅନ୍ୟ ଉପରେ ଦୋଷ ଲଦିବା ବିଜେଡିର ନିତି…

ଇ-ଯାନ ପଲିସି ସହ ୧୪ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଇ-ଯାନ ପଲିସି ସହ ୧୪ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛି କ୍ୟାବିନେଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କ୍ୟାବିନେଟ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛି । ଏହାସହ…

ବିଜେପିରେ ସାମିଲ ହେଲେ ଓଡ଼ିଶା ପଦ୍ମଶାଳୀ ସଂଘର ନେତା ଓ କର୍ମକର୍ତ୍ତା

ଭୁବନେଶ୍ବର : ବିଜେପିରେ ସାମିଲ ହେଲେ ଓଡ଼ିଶା ପଦ୍ମଶାଳି ସଂଘର ବହୁ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଏମାନେ ବିଜେପିରେ ସାମିଲ ହୋଇଛନ୍ତି । ପଛୁଆ ବର୍ଗରୁ ଆସିଥିବା…

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ, ଭାଙ୍ଗିଲା ପୋଲ

ବର୍ଷାରେ ଭାସିଗଲା ପୋଲ । ଉତ୍ତରା ଖଣ୍ଡରେ ବର୍ଷାର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ଡେରାଡୁନକୁ ଋଷିକେଶ ସହ ସଂଯୋଗ କରୁଥିବା ପୋଲ ଓ ମାଲଦେବତା ସହସ୍ରଧାରି ଲିଙ୍କ ରୋଡ ନଦୀରେ ଭାସିଯାଇଛି।ରାଣୀପୋଖରୀ ଠାରେ ଏପରି ଅଘଟଣ ଘଟିିଛି। ଫଳରେ ଅନେକ ଗାଡି ଓ ଚାଳକ…

ଶିବସେନା ନେଇ ଅଳ୍ପ ଅଳ୍ପ ତଥ୍ୟ ଦେବି, ପୂରା ବ୍ରେକିଂ ନ୍ୟୁଜ ଦେବିନି :ନାରାୟଣ ରାଣେ

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବା ବୟାନ ଦେଇ ଗିରଫ ହୋଇଥିବା ନାରାୟଣ ରାଣେ ପୁନର୍ବାର ମୁହଁ ଖୋଲିଛନ୍ତି । ୨ ଦିନ ବ୍ରେକ ପରେ ସେ ପୁନର୍ବାର ଜନ ଆଶୀର୍ବାନ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ୨ ରାଉତ ଶିବସେନାକୁ ବୁଡାଇଦେବେ । ସଞ୍ଜୟ…