Latest Odisha News

BREAKING NEWS

Browsing Category

ଫିଚର

ରଦ୍ଦ ହେଲା ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସଦସ୍ୟ ପଦ: ସୋନିଆଙ୍କ ସମେତ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ:କ୍ୟାଶ ଫର କୋରି ମାମଲାରେ ପାର୍ଲାମେଣ୍ଟରେ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସଦସ୍ୟତା  ରଦ୍ଦ ହୋଇ ଯାଇଛି । ଏ ନେଇ ଲୋକସଭାରେ ଏକ ପ୍ରସ୍ତାବ ପାସ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମହୁଆଙ୍କୁ ବହିଷ୍କାର ପାଇଁ ପ୍ରସ୍ତାବ ଦେଇଥିଲେ । ଏହାକୁ ଗୃହରେ…

ମୋବାଇଲ ଛଡାଇ , ଟଙ୍କା ଲୁଟୁଥିଲେ : ବନ୍ଧା ହେଲେ ବର୍ଦ୍ଦି ବାବୁ

ସମ୍ବଲପୁର : ବର୍ଦ୍ଦି ବାବୁଙ୍କ ଦବଙ୍ଗଗିରି  । ମୋବାଇଲ ଛଡାଇବା ଓ ଟଙ୍କା ଲୁଟ ଅଭିଯୋଗରେ ଗିରଫ ହେଲେ ପୋଲିସ କର୍ମଚାରୀ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ । ସୂଚନା ଅନୁସାରେ ହଠାତ୍ କିଛି ଯୁବକ ଅଇଁଠାପାଲି ଥାନା ପାଞ୍ଚୋଗୋଚ୍ଛିଆ ନିକଟରେ ଥିବା…

ରେଳ ଧାରଣାରେ ଲାଗିଗଲା ଗୋଡ, ମୁକୁଳିବାକୁ ଚେଷ୍ଟା କରୁଥିଲେ… ମାଡ଼ି ଆସିଲା ମୃତ୍ୟୁଦୂତ

ନୂଆପଡା: ମୃତ୍ୟୁ ଏମିତି ଆସେ ଅତର୍କିତ । ଝାମ୍ପିନିଏ ଜୀବନ । ହଠାତ ମୃତ୍ୟୁକୁ ସାମ୍ନାରେ ଦେଖୁଥିବା ମଣିଷ ବି ଅସହାୟ ହୋଇପଡେ । ଚେଷ୍ଟା କରି ବି ନିଜକୁ ବଞ୍ଚାଇ ପାରେନି । ଏମିତି ଏକ ପରିସ୍ଥିତିରେ ସିଗନାଲ ଇଞ୍ଜିନିୟର ଅନୁପ ରାୟଙ୍କର ମୃତ୍ୟୁ ଘଟିଥିଲା । ସେ ଦେଖୁଛନ୍ତି ମୃତ୍ୟୁ ଦୂତ…

ସଂସଦରେ ‘ମହୁଆ’ ଝଡ: ‘ମୁଁ ଦୁର୍ଗା, ଆସିଗଲି.. ବସ୍ତ୍ରହରଣ କରିଥିଲ, ଏବେ ମହାଭାରତ ଯୁଦ୍ଧ ଦେଖ’

ନୂଆଦିଲ୍ଲୀ:ସଂସଦର ଶୀତକାଳୀନ ଅଧିବେଶନ ଆଜି ପଞ୍ଚମ ଦିନ । ଆଜି ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ କ୍ୟାଶ ଫର କୋରି ଅଭିଯୋଗରେ ଲୋକସଭାରେ ଏଥିକ୍ସ କିମିଟି ରିପୋର୍ଟ ପ୍ରଦାନ କରିଛି । ରିପୋର୍ଟରେ ମହୁଆ ମୋଇତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ କରିବା ପାଇଁ ସୁପାରିଶ କରାଯାଇଛି ।…

ହାତଠାରି ଡାକୁଥିଲା ମୃତ୍ୟୁ ହେଲେ ଭଗବାନଙ୍କ ଇଚ୍ଛା ଥିଲା କିଛି ଅଲଗା

ବାଙ୍କୀ : କଥାରେ ଅଛି ରଖେ ହରି ତ ମାରେ କିଏ  । ଧରାପୃଷ୍ଠରେ ଯିଏ ଜନ୍ମ ନେଇଛି ମାନେ , ମୃତ୍ୟୁ ସୁନିଶ୍ଚିତ  । ଏହା ନିରାଟ ସତ୍ୟ ହେଲେ  । ହେଲେ ଭଗବାନଙ୍କ ଇଚ୍ଛା ଆଗରେ ସବୁ କିଛି ଫେଲ ମାରିଥାଏ  । ଏମିତି କିଛି ଘଟଣା ଦେଖିବାକୁ କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ…

ଗୋଡ଼ ଖସି ଯିବାରୁ ପଡିଗଲେ କେସିଆର, ଡାକ୍ତରଖାନାରେ ଭର୍ତ୍ତି

ହାଇଦ୍ରାବାଦ: ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗୁରୁବାର ରାତିରେ ଗୋଡ ଖସି ଯିବାରୁ ପଡିଗଲେ କେସିଆର । ତାଙ୍କୁ ହାଇଦ୍ରାବାଦସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ କେସିଆର…

୫୦ ହଜାରରେ ମନ ପସନ୍ଦ ବର

ନୂଆଦିଲ୍ଲୀ : ଆଜିକାଲିର ଦୁନିଆରେ ବିବାହ ଏକ ବଡ ସମସ୍ୟା ପାଲଟିଛି । ଲଭ୍ ମ୍ୟାରେଜ ହେଉ କିମ୍ବା ଆରେଞ୍ଜ୍ ମ୍ୟାରେଜ ନିଜ ପସନ୍ଦର ଜୀବନ ସାଥୀଟିଏ ମିଳିବା ବହୁତ କଷ୍ଟ ହୋଇପଡ଼ିଛି   । କେତେବେଳେ ପୁଅଝିଅଙ୍କ ପସନ୍ଦ ବାପା ମାଆଙ୍କ ମନକୁ ଆସେନି , ତ କେତେବେଳେ ବାପା ମାଆଙ୍କ ପସନ୍ଦ ପିଲା…

ଫାଇଦା ଜାଣି ଚମକି ପଡିବେ..

ନୂଆଦିଲ୍ଲୀ : ସାଧାରଣତଃ ଆମେ ଆମ ସ୍ବାସ୍ଥ୍ୟକୁ ନେଇ ବେଶ୍ ସଚେତନ ରହିଥାଉ  । ଏକ ସୁସ୍ଥ ଶରୀର ଲାଗି ଆମ ନିତିଦିନିଆ ଖାଦ୍ୟ ପ୍ରଣାଳୀ ସଠିକ୍ ରଖିବା ନିହାତି ଆବଶ୍ୟକ  । କିଛି ଲୋକ ସକାଳୁ ବାସି ରୁଟି ଖାଇଥାନ୍ତି । ରୁଟିରେ ସାଧାରଣତଃ ଭିଟାମିନ୍ସ , ମିନେରାଲ୍ସ , କ୍ୟାଲସିୟମ୍ , ଫସଫରସ୍ ,…

କେତେ ସୁରକ୍ଷିତ ପେନକିଲର୍ ?

ନୂଆଦିଲ୍ଲୀ : ଆମେ ସାଧାରଣତଃ କୌଣସି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପେନକିଲର୍ ଖାଇଥାଉ  । କିନ୍ତୁ କୌଣସି ଡାକ୍ତରଙ୍କ ପରାମର୍ଶ ନେଇନଥାଉ  । କିନ୍ତୁ ଆପଣ ମାନେ ଜାଣନ୍ତି କି ଏହା ଆମ ଶରୀର ପାଇଁ କେତେ ସୁରକ୍ଷିତ ।  ଗତକାଲି ପେନକିଲର ବାବଦରେ ଏକ ଚେତାବନୀ ଦେଇଛନ୍ତି ଭାରତୀୟ…

ସିଆଇଏସସିଇ ଜାରି କଲା ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଡେଟସିଟ: ଦେଖନ୍ତୁ, କେଉଁଦିନ କ’ଣ ଅଛି ପରୀକ୍ଷା

ନୂଆଦିଲ୍ଲୀ:କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗ୍ଜାମିନେଶନ (CISCE) ପକ୍ଷରୁ ଆଇସିଏସଇ (ଦଶମ) ଏବଂ ଆଇଏସସି(ଦ୍ୱାଦଶ) ବୋର୍ଡ ପରୀକ୍ଷା ୨୦୨୪ର ଡେଟସିଟ ତଥା ଟାଇମ ଟେବୁଲ ଜାରି କରାଯାଇଛି । ସିଆଇଏସସିଇ ବୋର୍ଡର ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ବୋର୍ଡର…