Latest Odisha News

BREAKING NEWS

Browsing Category

ଫିଚର

କାହିଁକି ମରୁଛନ୍ତି ଆନାକୋଣ୍ଡା ? : ଆଜି ବି ଆଉ ଏକ ହଳିଦିଆ ଆନାକୋଣ୍ଡାର ମୃତ୍ୟୁ

ବାରଙ୍ଗ : ଆଜି ବି ପ୍ରାଣୀ ଉଦ୍ୟାନରୁ ଆସିଛି ଆଉ ଏକ ଅଘଟଣର ଖବର  । ଆଜି ପୁଣି ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ଗତକାଲି ମଧ୍ୟ ଏକ ବିରଳ ହଳଦିଆ ଆନାକୋଣ୍ଡା ସାପର ମୃତ୍ୟୁ ଘଟିଥିଲା । ସାପଟିର ବୟସ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲା ।  କହିବାକୁ ଗଲେ ଦୁଇ ଦିନ ମଧ୍ୟରେ ଗଲାଣି…

୨୨ମାସ ପର୍ଯ୍ୟନ୍ତ ଗର୍ଭଧାରଣ କ୍ଷମତା ରଖିଥାଏ ଏହି ଜୀବ : ଜନ୍ମ ହେବାର ୧୦ଘଣ୍ଟା ଭିତରେ ଦୌଡିବା ଆରମ୍ଭ କରେ ଛୁଆ

ନୂଆଦିଲ୍ଲୀ : କୌଣସି ଜୀବପାଇଁ ଗର୍ଭଧାରଣ କରିବା ସମୟ ଅତ୍ୟନ୍ତ କଷ୍ଟକର ହୋଇଥାଏ  । ସାଧାରଣତଃ ମଣିଷ ମାନଙ୍କର ୯ ମାସ ଗର୍ଭଧାରଣ କ୍ଷମତା ରହିଥାଏ  । ମାତ୍ର ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ଜୀବ ବିଷୟରେ କହିବାକୁ ଯାଉଛୁ  । ଯିଏ ୨୨ ମାସ ପର୍ଯ୍ୟନ୍ତ ନିଜ ଛୁଆକୁ ପେଟରେ ପାଳିଥାଏ ।…

ଫାଷ୍ଟଫୁଡ୍ ଖାଇ ବଢାଇଥିଲେ ଓଜନ , ଏବେ ଓଜନ କମାଇବାରେ ବ୍ୟସ୍ତ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ : ସାଧାରଣତଃ ମନୋରଞ୍ଜନ ଦୁନିଆରେ କାମ କରୁଥିବା ଫିଲ୍ମ ଷ୍ଟାର୍ ମାନଙ୍କ ପାଇଁ ଫିଟନେସ୍ ଏକ ପ୍ରମୁଖ ଜିନିଷ  । ସେଥିପାଇଁ ଫିଲ୍ମ ହିରୋ ହିରୋଇନ ମାନେ ଅଧିକ ସମୟ ଜିମ୍ ରେ ବିତାଇଥାନ୍ତି । ଆଜିକାଲି ନିଜ ଓଜନ କମାଇବାରେ ବ୍ୟସ୍ତ ଅଛନ୍ତି ଏହି ଅଭିନେତ୍ରୀ । ଫିଲ୍ମ ଚମକିଲା ପରେ…

ମିଗଜୋମ ପ୍ରଭାବରେ ଭିଜିଲା ଓଡିଶା : ଆଜି ସୁନ୍ଦରଗଡରେ ସବୁ ସ୍କୁଲ ଛୁଟି ଘୋଷଣା

ସୁନ୍ଦରଗଡ: ବାତ୍ୟା ମିଗଜୋମ୍ ଦୁର୍ବଳ ହୋଇଛି ସତ ହେଲେ ଉଜାଡି ଦେଇଛି ସବୁକିଛି  । ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଅଦିନିଆ ବର୍ଷା ଜାରି ରହିଛି । ପୁରା ପାଗର ମିଜାସ ବଦଳିଯାଇଛି । ହଠାତ୍ ବଢିଯାଇଛି ଥଣ୍ଡା  । ଦିନର ତାପମାତ୍ରା ଖସିବା ସହ ଦୁଇ ଦିନରେ ତାପମାତ୍ରା ୫ ଡିଗ୍ରୀ…

ଜନଶତାଦ୍ଦୀ ଏକ୍ସପ୍ରେସରେ ନିଆଁ, ଭୟଭୀତ ହେଲେ ଯାତ୍ରୀ

କଟକ: ଜନ ଶତାଦ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ  । କଟକ ଷ୍ଟେସନରେ ଗୋଟିଏ ବଗି ତଳେ ନିଆଁ ଲାଗିଯାଇଛି । ବ୍ରେକ୍ ବାଇଡିଂ ଯୋଗୁଁ ନିଆଁ ଲାଗିଥିବା ରେଲଓ୍ବେ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ଟ୍ରେନଟି ଭୁବନେଶ୍ବରରୁ ହାଓ୍ବଡା ଯାଉଥିଲା । ପରେ ନିଆଁ ଲାଗିବାର ଖବର ପାଇ ଅଗ୍ନିଶମ…

ଗୋଟିଏ ଦିନରେ ୩ ସହର ବନ୍ଦ: ଜାଣନ୍ତୁ କଣ ରହିଛି ଦାବି

ଟିଟଲାଗଡ : ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଟିଟଲାଗଡ ସହର ବନ୍ଦ ପାଳନ । ଟିଟଲାଗଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ପ୍ରଭାବରେ ସ୍କୁଲ , କଲେଜ ବନ୍ଦ ରହିଛି  । ଏବଂ  ଯାନବାହନ ଚଳାଚଳ…

ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେନି ସ୍ବାସ୍ଥ୍ୟକର୍ମୀ : ୬ ମାସ ପାଇଁ ଏସମା ଲାଗୁ କଲେ ସରକାର

ଭୁବନେଶ୍ବର : ସ୍ବାସ୍ଥ୍ୟକର୍ମୀଙ୍କୁ ଆନ୍ଦୋଳନ ମନା  । ଆଜିଠୁ ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେନି ସ୍ବାସ୍ଥ୍ୟ କର୍ମଚାରୀ ।  କାରଣ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏସମା ଲାଗୁ କରିଛନ୍ତି  ରାଜ୍ୟସରକାର । ନର୍ସ, ପାରାମେଡିକାଲ, ଟେକ୍ନିସିଆନଙ୍କ ପାଇଁ ଏହି ଆଇନ କଡାକଡି…

ଚୀନକୁ ଶକ୍ତ ଧକ୍କା, ବେଲ୍ଟ ଆଣ୍ଡ ରୋଡ ଇନିଶିଏଟିଭରୁ ଓହରିଲା ଇଟାଲୀ

ନୂଆଦିଲ୍ଲୀ: ଚୀନର ବେଲ୍ଟ ଆଣ୍ଡ ରୋଡ ଇନିଶିଏଟିଭ ପ୍ରୋଜେକ୍ଟକୁ ଶକ୍ତ ଧକ୍କା ଲାଗିଛି । ଇଟାଲୀ ବିଧିବଦ୍ଧ ଭାବେ ଏଥିରୁ ଓହରି ଯାଇଛି । ୨୦୧୯ରେ ଇଟାଲୀ ଏହି ପ୍ରୋଜେକ୍ଟରେ ସାମିଲ ହୋଇଥିଲା । ମାର୍ଚ୍ଚ ୨୦୨୪ରେ ପ୍ରୋଜେକ୍ଟ ଏକ୍ସପାୟରୀ ହେବାକୁ ଥିଲା । ଏହା ଶେଷ ହେବା ପୂର୍ବରୁ ଚୀନକୁ ଇଟାଲୀ…

ସନୀଙ୍କ ଭାଇରାଲ ଭିଡିଓର ଖୋଲିଲା ଗୁମର

ମୁମ୍ବାଇ: ଗଦର ୨ ସଫଳତା ପରେ ଏବେ ସମସ୍ତଙ୍କ ନଜର ସନୀ ଦେଓଲଙ୍କ ଉପରେ ରହିଛି । ନିକଟରେ ସୋସିଆଲ ମିଡିଆରେ ସନୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ନିଶାଗ୍ରସ୍ତ ଅବସ୍ଥାରେ ସନୀ ରାସ୍ତା ଉପରେ ଚାଲୁଥିବା ଦେଖିବାକୁ ମିଳିଛି । ତାଙ୍କ ଅବସ୍ଥା ଦେଖି ଜଣେ ଅଟୋ ଡ୍ରାଇଭର ସହଯୋଗ କରି…

କ୍ୟାପସୁଲରେ ଅନ୍ତରୀକ୍ଷକୁ ଜୀବ ପଠାଇଲା ଇରାନ

ତେହେରାନ: ଇରାନ ସ୍ୱତନ୍ତ୍ର ଭାବେ ନିର୍ମିତ କ୍ୟାପସୁଲରେ ଗୋଟିଏ ଜୀବକୁ ଅନ୍ତରୀକ୍ଷ ପଠାଇଛି । ଏହି ପରୀକ୍ଷଣ ସଫଳ ହେଲେ ମଣିଷକୁ ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଇରାନ ଟେଲିକମ୍ୟୁନିକେଶନ ମିନିଷ୍ଟର ଈଶା ଜୋରପୋର ଏହି ସୁଚନା ପ୍ରଦାନ କରିଛନ୍ତି । ରକେଟ ସଲମାନରୁ ଏହି…