Latest Odisha News

BREAKING NEWS

Browsing Category

ଫିଚର

ଏଠାରେ ଶସ୍ତାରେ ମିଳୁଛି ଶୀତବସ୍ତ୍ର, ଶୀଘ୍ର କିଣିନିଅନ୍ତୁ…

ନୂଆଦିଲ୍ଲୀ : ଆସିଲାଣି ଶୀତ ଋତୁ । ଦିନକୁ ଦିନ ଶୀତ ବଢିବାରେ ଲାଗିଛି  । ଅନେକ ସ୍ଥାନରେ ଏପରି ସ୍ଥିତି ହୋଇଛି , ଯେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ଏହି ସମୟରେ ଲୋକମାନେ ଉଷ୍ମ ଓ ଆରାମଦାୟକ ପୋଷାକ ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ ମନକୁ ପ୍ରଶ୍ନ ଆସୁଛି…

ଆସନ୍ତାକାଲି ହେବାକୁ ଥିବା ‘ଇଣ୍ଡିଆ’ ବୈଠକକୁ ବାତିଲା କଲା କଂଗ୍ରେସ: ଆସିବାକୁ ମନା କଲେ ଏହିସବୁ ଦଳ

ନୂଆଦିଲ୍ଲୀ:ଡିସେମ୍ବର ୬ ତାରିଖରେ ହେବାକୁ ଥିବା ‘ଇଣ୍ଡିଆ’ ମେଣ୍ଟର ବୈଠକକୁ ବାତିଲ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଏହି ବୈଠକ ଡାକିଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମ ବଙ୍ଗ ମମତା ବାନାର୍ଜୀ, ସମତାପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଝାରଖଣ୍ଡ…

ବିଧାନସଭା ନିର୍ବାଚନ ଫଳାଫଳ: ହାରିଲା କ୍ଷମତା ଆଉ ବାହୁବଳ, ଗଣତନ୍ତ୍ର ଉପରେ ବଢିଲା ଆସ୍ଥା !

ନୂଆଦିଲ୍ଲୀ: କାମ କଲାନି ଅର୍ଥ । କାମ କଲାନି କ୍ଷମତା । ଫେଲ ମାରିଲା ପରିବାର ରାଜନୀତି, ବାହୁବଳ । ଉଡିଲା ଗଣତନ୍ତ୍ରର ବିଜୟ ଧ୍ୱଜା  । ଜିତିଲେ ଶ୍ରମିକ..ହାରିଲେ ଚାରି ଚାରିଥରର ମୁଖ୍ୟମନ୍ତ୍ରୀ । ସେତିକି ନୁହେଁ, ଗୋଟିଏ ଆସନରେ ଦୁଇ ଦୁଇଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ  ହରାଇ ଜିତିଲେ …

ଫୁଲ ଆକ୍ସନ ମୋଡରେ ବାବା ବାଲମୁକୁନ୍ଦ: ନନଭେଜ ହୋଟେଲରେ ଚଢଉ କରି କହିଲେ-‘ ଏହାକୁ କରାଚି କରିବାକୁ ଚାହୁଁଛ ?’

ଜୟପୁର: ରାଜସ୍ଥାନରେ ବିଜେପି ବହୁମତ ପାଇବା ପରେ ଫୁଲ ଆକ୍ସନ ମୋଡରେ ଅଛନ୍ତି ନବ ନିର୍ବାଚିତ ବିଧାୟକ ବାଲାମୁକୁନ୍ଦ ଆଚାର୍ଯ୍ୟ ।  ରାଜଧାନୀ ଜୟପୁରରେ ଏବେ ବାଲମୁକୁନ୍ଦଙ୍କୁ ନେଇ ଚର୍ଚ୍ଚା । ବାଲମୁକୁନ୍ଦଙ୍କ ଭିଡିଓ ଖୁବ ଭାଇରାଲ ହେଉଛି । ବାଲମୁକୁନ୍ଦଙ୍କ ଟାର୍ଗେଟରେ ଏବେ ନନଭେଜ ଫୁଡ ଷ୍ଟଲ…

ପ୍ରାକୃତିକ ବୁଲେଟ ପ୍ରୁଫ ପିନ୍ଧିଥିବା ଜୀବ

ନୂଆଦିଲ୍ଲୀ: ଏହି ବିଶ୍ୱ ରହସ୍ୟମୟ । ସ୍ରଷ୍ଟା ନିଜସ୍ୱ ଶୈଳୀରେ ସମସ୍ତ ଜୀବଙ୍କୁ ଏକ ସ୍ୱତନ୍ତ୍ର ଜୀବନ ଓ ପରିଚୟ ଦେଇଛନ୍ତି । ଆମେମାନେ ଅସ୍ତ୍ରଶସ୍ତ୍ର ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ବୁଲେଟପ୍ରୁଫ ଜ୍ୟାକେଟ ପିନ୍ଧୁଛେ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏପରି ଏକ ଜୀବ ଅଛି…

ହମାସ ଟନେଲରେ ସମୂଦ୍ର ପାଣି ଛାଡିବ ଇସ୍ରାଏଲ

ଗାଜା: ହମାସ ଆତଙ୍କବାଦୀଙ୍କୁ ଗାଜାର ଟନେଲ ମଧ୍ୟରୁ ବାହାର କରିବା ପାଇଁ ଇସ୍ରାଏଲ ଡିଫେନ୍ସ ଫୋର୍ସ ନୂତନ ରଣ କୌଶଳ ବ୍ୟବହାର କରିବାକୁ ଯାଉଛି । ରିପୋର୍ଟ ମୁତାବକ ଆଇଡିଏଫ ସମୂଦ୍ର ପାଣିକୁ ଟନେଲ ମଧ୍ୟରେ ଛାଡିବା ପାଇ ଯୋଜନା କରୁଛି । ଗାଜାର ଅଲ ଶାତୀ ଡାକ୍ତରଖାନା ତଳେ ଥିବା ଟନେଲ ନିକଟରେ…

କାହିଁକି ଏଠାରେ ବେଙ୍ଗକୁ ପୂଜା କରନ୍ତି ଲୋକ ?

ନୂଆଦିଲ୍ଲୀ : ଆମ ଭାରତବର୍ଷରେ ଅନେକ  ମଠ ମନ୍ଦିର ରହିଛି । ଆପଣମାନେ ଜାଣିଥିବେ , ସବୁଠି ଦେବାଦେବୀ ମାନଙ୍କୁ ପୂଜାର୍ଚ୍ଚନା କରାଯାଏ  । ହେଲେ ଆଜି ଆମେ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ  । ଯେଉଁଠି ଲୋକମାନେ ବେଙ୍ଗକୁ ପୂଜାର୍ଚ୍ଚନା କରନ୍ତି । ଉତ୍ତରପ୍ରଦେଶର ଲକ୍ଷ୍ମୀମପୁର…

ସକାଳେ ପିଅନ୍ତୁ ଅଧାଗ୍ଲାସ, ଦୂର ହେବ ଏହି ସମସ୍ୟା….

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ନିଜ ସ୍ବାସ୍ଥ୍ୟକୁ ନେଇ ବହୁ ସଚେତନ ରହିଥାନ୍ତି  । କେହି କେହି ସକାଳୁ ଉଠି ବ୍ୟାୟାମ କରନ୍ତି ତ , ଆଉ କିଏ ଜିମ୍ ଯାଇ ଏକ୍ସସାଇଜ୍ କରନ୍ତି । ସାଧାରଣତଃ କିଛି ଲୋକ ସକାଳୁ ଉଠି ଲେମ୍ବୁ ପାଣି ପିଇଥାନ୍ତି । ତେବେ ଆସନ୍ତୁ ଜାଣିବା ଲେମ୍ବୁ ପାଣି ଆମ ଶରୀର…

ଆଉ କିଛି ଘଣ୍ଟା ମଧ୍ୟରେ ଆନ୍ଧ୍ର ଉପକୂଳ ଛୁଇଁବ ବାତ୍ୟା ମିଗଜୋମ୍ : କାଲି ଗଜପତି ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ବର : ଉଗ୍ର ରୂପ ଧାରଣ କରି ସ୍ଥଳଭାଗ ମୁହାଁ ହେଉଛି ଭୀଷଣ ବାତ୍ୟା ମିଗଜୋମ୍ । କିଛି ଘଣ୍ଟା ମଧ୍ୟରେ ଏହା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ  । ନେଲୋର ଓ ମଚ୍ଛଲିପାଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ  । ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ମିଗଜୋମ୍  । ଏହା…

ଓଡ଼ିଶା ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ ଆକ୍ଲେଡସ୍ ୨୦୨୩: ଫ୍ରଣ୍ଟାୟର ମିଡିଆକୁ ବଡ ସଫଳତା

ଭୁବନେଶ୍ୱର: ଫ୍ରଣ୍ଟାୟର ମିଡିଆ କ୍ୱିଜୋଟିକାର(Quizzotica) ସପ୍ତମ ସଂସ୍କରଣରେ ଏହାର ଉଦ୍ୟୋଗୀ ମନୋଭାବ ପାଇଁ ସ୍ୱୀକୃତି ଲାଭ ପାଇଛି। କମ୍ପାନୀକୁ "ବୁଟସଷ୍ଟ୍ରାପେଡ ବିଜିନେସ୍" ବର୍ଗରେ ସମ୍ମାନଜନକ ଓଡ଼ିଶା ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଆକୋଲେଡ୍ସ ୨୦୨୩ ମିଳିଛି। ଏଥିସହ ବିନା ବାହ୍ୟ ପାଣ୍ଠିରେ…